ଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

You are currently viewing ଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

ଅନୁଗୁଳ: ରବିବାର ଚାମ୍ପିୟନ୍ସ ଟ୍ରଫି-୨୦୨୫ରେ ନ୍ୟୁଜିଲାଣ୍ଡକୁ ହରାଇବା ସହ ରୋହିତ ଶର୍ମା ଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟ
ଅଧିନାୟକ ହୋଇଛନ୍ତି। ଏହି ଟ୍ରଫି ବ୍ୟତୀତ ରୋହିତଙ୍କ ନେତୃତ୍ବରେ ଭାରତ ୨୦୨୪ ଟି-୨୦ ବିଶ୍ବକପ ଜିତିଥିଲା । ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ବିଶ୍ବକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲା। ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଛି ଭାରତ ।

Share

Leave a Reply