ଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ: ବିଭିନ୍ନ ସ୍ଥାନରୁ ୨୩ଟି ବିକଟାଳ ଶବ୍ଦ କରୁଥିବା ବୁଲେଟ୍ ଜବତ
ଅନୁଗୁଳ: ଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ। ଆଜି ତାଳଚେର, କୋଲିୟରୀ ଓ ବିକ୍ରମପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଲିସ୍ ଚଢ଼ଉ କରି କାନଫଟା ଗର୍ଜନ କରୁଥିବା ୨୩ଟି ବୁଲେଟ୍ ଜବତ କରିଛି। ଏଥିସହ ସେମାନଙ୍କର ବିରୋଧରେ ମାମଲା ରୁଜୁ…
