ଚକବନ୍ଦୀ ରେକର୍ଡ ଉଚ୍ଛେଦ ଓ ଜମି ଅଧିଗ୍ରହଣ ଦାବି: ଚାଷୀ ସୁରକ୍ଷା କମିଟିର ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଚକବନ୍ଦୀ ରେକର୍ଡ ଉଚ୍ଛେଦ ଓ ରେଳ ବିଭାଗ ଦ୍ୱାରା ଜମି ଅଧିଗ୍ରହଣ ଏବଂ ଚକଭୁକ୍ତ ମୌଜାର ଜମିର ମୂଲ୍ୟ ନିର୍ଦ୍ଧାରଣ କରି ତହସିଲର ସର୍ବାଧିକ ମୂଲ୍ୟରେ ବିକ୍ରୟ ଜମିକୁ ଆଧାର ଭାବରେ ଗ୍ରହଣ କରାଯାଇ କ୍ଷତିପୂରଣ ପ୍ରଦାନ ଦାବି କରି…

Continue Readingଚକବନ୍ଦୀ ରେକର୍ଡ ଉଚ୍ଛେଦ ଓ ଜମି ଅଧିଗ୍ରହଣ ଦାବି: ଚାଷୀ ସୁରକ୍ଷା କମିଟିର ବିକ୍ଷୋଭ ପ୍ରଦର୍ଶନ

ପାଠ ପଢ଼ିବା ବୟସରେ ୨ ଝିଅଙ୍କୁ ପ୍ରେମ: ଉଭୟଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇଲା ନାବାଳକ ପ୍ରେମିକ, ଉଦ୍ଧାର କଲା ବନ୍ତଳା ପୋଲିସ

ଅନୁଗୁଳ: ପାଠ ପଢ଼ି ଭବିଷ୍ୟତ ଗଢ଼ିବା ବୟସରେ ପ୍ରେମ। ସେ ପୁଣି ଜଣଙ୍କୁ ନୁହେଁ, ଦୁଇ ଦୁଇ ଜଣଙ୍କୁ। ସେତିକିରେ ଅଟକିନି କାହାଣୀ। ପ୍ରେମ କରିବା ପରେ ଦୁଇ ନାବାଳିକା ପ୍ରେମିକାକୁ ନେଇ ପ୍ରେମିକ ରାଜ୍ୟ ବାହାରକୁ ବି ଫେରାର ହୋଇଯାଇଛି।…

Continue Readingପାଠ ପଢ଼ିବା ବୟସରେ ୨ ଝିଅଙ୍କୁ ପ୍ରେମ: ଉଭୟଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇଲା ନାବାଳକ ପ୍ରେମିକ, ଉଦ୍ଧାର କଲା ବନ୍ତଳା ପୋଲିସ

ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

ଅନୁଗୁଳ: ହଳ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକର ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ବ୍ଲକ ସମଲ ଥାନା କଟରାପଡ଼ା ଗ୍ରାମର ବରୁଣ ନାଏକ (୪୭)। ସୂଚନା ମୁତାବକ, ଜମିରେ ହଳ କରୁଥିବା ବେଳେ ହୁଡ଼ାରେ ଟ୍ରାକ୍ଟର ଓଲଟି…

Continue Readingହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

ହରିଆଣାରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ପାଇଁ ହ୍ୟାଟ୍ରିକ ବିଜୟ ପାଇଲା ବିଜେପି, କୃତଜ୍ଞତା ଜଣାଇଲା ଅନୁଗୁଳ ଜିଲ୍ଲା ବିଜେପି

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଫଳ ରଣନୀତି ଯୋଗୁ ହରିୟାଣାରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ବିଜୟ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ପ୍ରେସ ଇସ୍ତାହାରରେ ଏହା କୁହାଯାଇଛି। ଏଥିପାଇଁ ଜିଲ୍ଲା ବିଜେପି…

Continue Readingହରିଆଣାରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ପାଇଁ ହ୍ୟାଟ୍ରିକ ବିଜୟ ପାଇଲା ବିଜେପି, କୃତଜ୍ଞତା ଜଣାଇଲା ଅନୁଗୁଳ ଜିଲ୍ଲା ବିଜେପି

କେନ୍ଦ୍ର ସରକାରଙ୍କ ମଜୁରୀ ବୃଦ୍ଧି ପ୍ରଚାର ଶ୍ରମିକଙ୍କ ପାଇଁ ବିଭ୍ରାନ୍ତିକର: ଏଆଇୟୁଟିୟୁସି

ଅନୁଗୁଳ: ଶ୍ରମିକଙ୍କ ପାଇଁ ୧ ଅକ୍ଟୋବର ୨୦୨୪ ଠାରୁ ବହୁ ପରିମାଣରେ ମଜୁରୀ ବୃଦ୍ଧି କରିଛନ୍ତି ବୋଲି କେନ୍ଦ୍ର ବିଜେପି ସରକାର ଗଣମାଧ୍ୟମରେ ଯେଉଁ ଘନ ଘନ ପ୍ରଚାର କରି ଚାଲିଛନ୍ତି ତାହା ଅତ୍ୟନ୍ତ ବିଭ୍ରାନ୍ତିକର ବୋଲି ଏଆଇୟୁଟିୟୁସି ଅନୁଗୁଳ ଜିଲ୍ଲା…

Continue Readingକେନ୍ଦ୍ର ସରକାରଙ୍କ ମଜୁରୀ ବୃଦ୍ଧି ପ୍ରଚାର ଶ୍ରମିକଙ୍କ ପାଇଁ ବିଭ୍ରାନ୍ତିକର: ଏଆଇୟୁଟିୟୁସି

ଠିକାଦାର ପୂର୍ତ୍ତ ବିଭାଗର ମଧୁଚନ୍ଦ୍ରିକା! ବର୍ଷାରେ ଅନୁଗୁଳରେ ଚାଲିଛି ପିଚୁ କାମ, ଯନ୍ତ୍ରୀ କହିଲେ- ପିଚୁ ଉଠିଲେ ପୁଣି ପଡ଼ିବ

ଅନୁଗୁଳ: ଅନୁଗୁଳ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଗାନ୍ଧୀ ରାସ୍ତାର ମରାମତି କାର୍ଯ୍ୟରେ ଚରମ ଅନିୟମିତତା। ଅନୁଗୁଳ ସହର ଗାନ୍ଧୀ ରାସ୍ତା ହେମସୁରପଡ଼ାଛକରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହୋଇଛି। ଗାନ୍ଧୀ ରାସ୍ତାର ହୁଳୁରୁସିଂହା ଛକ ଠାରୁ ରାଜ ହୋଟେଲ…

Continue Readingଠିକାଦାର ପୂର୍ତ୍ତ ବିଭାଗର ମଧୁଚନ୍ଦ୍ରିକା! ବର୍ଷାରେ ଅନୁଗୁଳରେ ଚାଲିଛି ପିଚୁ କାମ, ଯନ୍ତ୍ରୀ କହିଲେ- ପିଚୁ ଉଠିଲେ ପୁଣି ପଡ଼ିବ

ଆଇଡ୍ରିମ କଲେଜରେ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ବଲହର ଛକ ସ୍ଥିତ ଆଇଡ୍ରିମ ମ୍ୟାନେଜେମେଣ୍ଟ କଲେଜରେ ୨୦୨୪ ଶିକ୍ଷାବର୍ଷର  ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। କଲେଜର ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଡ୍ରିମ କଲେଜର ଅଧ୍ୟକ୍ଷ ଯୋଗେଶ୍ୱର ସାହୁ,…

Continue Readingଆଇଡ୍ରିମ କଲେଜରେ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଆୟୋଜିତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ୨୭୭ଟି ଅଭିଯୋଗର ଶୁଣାଣି ଶେଷ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିବା ବେଳେ ସମୁଦାୟ ୨୭୭ଟି ଅଭିଯୋଗ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ୨୭୭ଟି ଅଭିଯୋଗର ଶୁଣାଣି ଶେଷ

ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳରେ ଯାନବାହନ କଟକଣା, ଜାଣନ୍ତୁ କେବେ କେଉଁଠି କରିପାରିବେ ପାର୍କିଂ

ଅନୁଗୁଳ: ଅନୁଗୁଳ ଟାଉନରେ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ମହୋତ୍ସବର ସୁଗମ ଏବଂ ସୁବିଧାଜନକ ପରିଚାଳନା ପାଇଁ ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି। ଜିଲ୍ଲାରେ ଅକ୍ଟୋବର ୯ରୁ ୧୪ ଯାଏଁ ଦୁର୍ଗା ପୂଜା ଓ ୧୬ରୁ ୨୭ ତାରିଖ ଯାଏଁ…

Continue Readingଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳରେ ଯାନବାହନ କଟକଣା, ଜାଣନ୍ତୁ କେବେ କେଉଁଠି କରିପାରିବେ ପାର୍କିଂ

ବେଆଇନ ବାଣ ତିଆରି କାରଖାନା ଉପରେ ସ୍ପେଶାଲ ସ୍କ୍ୱାର୍ଡ ଉପରେ ଚଢ଼ଉ, ୨ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗାଁରେ ବେଆଇନ ବାଣ ତିଆରି କାରଖାନା ଉପରେ ଚଢ଼ଉ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଚଢ଼ଉ ସମୟରେ କାରଖାନାରୁ ବିପୁଳ ପରିମାଣର ବାଣ, ବାଣ ତିଆରି ସାମଗ୍ରୀ ଓ ବାରୁଦ ଜବତ ହୋଇଛି।…

Continue Readingବେଆଇନ ବାଣ ତିଆରି କାରଖାନା ଉପରେ ସ୍ପେଶାଲ ସ୍କ୍ୱାର୍ଡ ଉପରେ ଚଢ଼ଉ, ୨ ଅଟକ