ଅନୁଗୁଳ ମେଡ଼ିକାଲରେ ନକଲି ସାମ୍ବାଦିକ କାନ ଧରିଲେ
ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଜଣେ ମାତାଲ୍ ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅନୁଗୁଳ କାଜୁଆଲିଟି ଭିତରେ ପଶି ଚାରିପଟର ଫଟୋ ଉଠାଇଥିଲେ। ସିକ୍ୟୁରିଟି ଗାର୍ଡ ସାଲ୍ୟୁଟ ମାରି ତାଙ୍କୁ ଭିତରକୁ ଛାଡି ଦେଇଥିଲା।…
ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଜଣେ ମାତାଲ୍ ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅନୁଗୁଳ କାଜୁଆଲିଟି ଭିତରେ ପଶି ଚାରିପଟର ଫଟୋ ଉଠାଇଥିଲେ। ସିକ୍ୟୁରିଟି ଗାର୍ଡ ସାଲ୍ୟୁଟ ମାରି ତାଙ୍କୁ ଭିତରକୁ ଛାଡି ଦେଇଥିଲା।…
ଅନୁଗୁଳ: ଅନୁଗୁଳର ସାମାଜିକ ଅନୁଷ୍ଠାନ "ଉତ୍କର୍ଷ ପରିବାର" ମରାତିରା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଶନିବାର ସଭାପତି ଭୀଷ୍ମ ସାହୁ ଓ ସମ୍ପାଦକ ହୋମଦ୍ୟୁତି ବେହେରା ତତ୍ତ୍ୱାବଧାନରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଲବଙ୍ଗ, ଅଁଳା, ଜନ୍ମ,…
ଅନୁଗୁଳ: ଅନୁଗୁଳର ବରିଷ୍ଠ ଆଇନଜୀବି ଜିଲ୍ଲା ଓକିଲ ସଂଘର ପ୍ରତିଷ୍ଠାତା ସଭ୍ୟ ,ଅକ୍ଷୟ ସଙ୍ଗୀତ ପ୍ରେମୀ ରାଜକିଶୋର ମହାରଣାଙ୍କ ଗତ ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ…
ଅନୁଗୁଳ: ଆମ ରାଜ୍ୟ ଓଡ଼ିଶା ଏବଂ ଆମ ଜିଲ୍ଲାରେ ଗତ କିଛି ବର୍ଷ ଧରି ହୃଦ୍ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ହୃଦ୍ ସମସ୍ୟାରେ ଅନେକ ଯୁବକ ଯୁବତୀ ମଧ୍ୟ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ଅନେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଏକ ୧୨ ଫୁଟିଆ ଅହିରାଜ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ସର୍ପମିତ୍ର। ସୂଚନା ଅନୁସାରେ, ସ୍ଥାନୀୟ ଘାଟସାହିରେ ଏକ ବଡ଼ ଅହିରାଜ ସାପ କାଠ ଭିତରେ ଥିବା ବନ…
ଅନୁଗୁଳ: ଆଜି ଦିନ ପ୍ରାୟ ଏଗାରଟା ସମୟରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରେ କଦଳୀ ବେପାରୀ ପରମା ମହାପାତ୍ରଙ୍କୁ ଜଣେ ଗ୍ରାହକ ନିସ୍ତୁକ ପିଟି ଥିବା ଥାନରେ ଅଭିଯିଗ ହୋଇଛି। ଦିନ ଏଗାରଟା ସମୟରେ ହେଲମେଟ ପିନ୍ଧା ଜଣେ ଯୁବକ କଦଳୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗରରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୧୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସପ୍ତାହ ନିମନ୍ତେ ଆୟୋଜିତ ଏହି ରକ୍ତଦାନ ଶିବିର ପବିତ୍ରନଗର ଡିଗ୍ରୀ ମହାବିଦ୍ୟାଳୟରେ…
ଅନୁଗୁଳ: ଘରୋଇ ଝଗଡ଼ାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ସ୍ଥାନୀୟ କୁଲାଡ ଗ୍ରାମ ହିଙ୍ଗୁଳା ସାହିରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ହେଲେ ବନମାଳୀପୁର ଗ୍ରାମର ଜୟ ବେହେରାଙ୍କ ଝିଅ ବନିତା ଦେହୁରୀ। ତାଙ୍କୁ ପ୍ରଥମେ ଅନୁଗୁଳ…
ଅନୁଗୁଳ: ଚାକିରି ନାଁରେ ଠକେଇ। ଚାକିରି ଦେବେ କହି ଜଣେ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ପଞ୍ଚାୟତ ଓ ବ୍ଲକ୍ ରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ…
ଅନୁଗୁଳ: ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି କି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ…