ଆଜିଠୁ ଗଦାଶିଳାରେ ଏକ ସପ୍ତାହବ୍ୟାପୀ ମହିଳା ସମାବେଶ ଆରମ୍ଭ: ମହିଳାମାନେ ସଂଗଠିତ ହୋଇ ସୁସ୍ଥ ସମାଜ ଗଢ଼ିବାକୁ ଆହ୍ବାନ

ଅନୁଗୁଳ: ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ। ଏ ଅବସରରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମାର୍ଚ୍ଚ ୨ ରୁ ୮ ତାରିଖ ଏକ ସପ୍ତାହ ବ୍ୟାପୀ ଏକ ମହିଳା ସମାବେଶ ଆରମ୍ଭ ହୋଇଛି। ଗଦାଶିଳାସ୍ଥ ବାଜିରାଉତ ସ୍ମୃତି…

Continue Readingଆଜିଠୁ ଗଦାଶିଳାରେ ଏକ ସପ୍ତାହବ୍ୟାପୀ ମହିଳା ସମାବେଶ ଆରମ୍ଭ: ମହିଳାମାନେ ସଂଗଠିତ ହୋଇ ସୁସ୍ଥ ସମାଜ ଗଢ଼ିବାକୁ ଆହ୍ବାନ

ଯୌତୁକ ନିର୍ଯାତନା ଅଭିଯୋଗ: ବିବାହର ୨ ବର୍ଷ ପରେ ସ୍ବାମୀ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ

ଅନୁଗୁଳ: ବାହାଘରର ୨ ବର୍ଷ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା। ଏନେଇ ସ୍ୱାମୀ ନାଁରେ ଜରପଡ଼ା ଥାନାରେ ଅଭିଯୋଗ କରିଛି ନିଜେ ପୀଡ଼ିତା ସ୍ତ୍ରୀ।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ପ୍ରିୟତମା ସାହୁ ୩ ବର୍ଷ ତଳେ…

Continue Readingଯୌତୁକ ନିର୍ଯାତନା ଅଭିଯୋଗ: ବିବାହର ୨ ବର୍ଷ ପରେ ସ୍ବାମୀ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ:ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ୧୮ ଜଣ

ଅନୁଗୁଳ: ୨୦୨୫-୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ପଦବୀ ପାଇଁ ହେବାକୁ ଥିବା ଏହି ନିର୍ବାଚନ ଲାଗି ଆଜି ଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ପ୍ରଥମ ଦିନରେ ସଂଘର ବିଭିନ୍ନ…

Continue Readingଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ:ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ୧୮ ଜଣ

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ତୃତୀୟ ବାର୍ଷିକ ସମାବେଶ ଆୟୋଜିତ ହୋଇଥିଲା। ଏହି ସମାବେଶକୁ ଅବସରପ୍ରାପ୍ତ ଡାକ ଅଧିକାରୀ ବିଜୟ କୁମାର ଦାସ, ଭିକାରି ନାଏକ, ରଘୁନାଥ ଦାସ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ହେଲଥ କରିଡର ଭିତରେ ରୋଷେଇ ଚାଲିଥିଲା: ଗୋଡ଼େଇଲେ ପୌର କର୍ମଚାରୀ

ଅନୁଗୁଳ: ଗତ କାଲି ରାତି ପ୍ରାୟ ସାଢେ ୧୦ ଟା ବେଳକୁ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଖବର ମିଳିଲା କି ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଗାନ୍ଧୀ ପାର୍କ ନିକଟରେ ଥିବା ହେଲଥ କରିଡର ବାଡା…

Continue Readingହେଲଥ କରିଡର ଭିତରେ ରୋଷେଇ ଚାଲିଥିଲା: ଗୋଡ଼େଇଲେ ପୌର କର୍ମଚାରୀ

ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପୁଣି ସ୍ୱର ଉତ୍ତୋଳନ କଲେ ପୂର୍ବ ସାଂସଦ, ୩ରେ ଦେବେ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ତିଆରି ହୋଇଥିବା ପବିତ୍ର ମୋହନ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଧୀରେ ଧୀରେ ରାଜନୀତି ଆଡ଼କୁ ଗତି କରୁଛି। ପୂର୍ବ ସରକାର ଅମଳରେ ନିର୍ମିତ ଏହି ମେଡିକାଲକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ନେତା…

Continue Readingତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପୁଣି ସ୍ୱର ଉତ୍ତୋଳନ କଲେ ପୂର୍ବ ସାଂସଦ, ୩ରେ ଦେବେ ଧାରଣା

ବେଆଇନ ଗୋଚାଲାଣ ବନ୍ଦ ସହ ଗୋମାତାଙ୍କୁ ରାଷ୍ଟ୍ର ମାତା ଘୋଷଣା ଦାବି: ବଜରଙ୍ଗ ଦଳ ପକ୍ଷରୁ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ବଜରଙ୍ଗ ଦଳ ପକ୍ଷରୁ ବେଆଇନ ଗୋଚାଲାଣ ବନ୍ଦ ଦାବିରେ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବି ପତ୍ର ପ୍ରଦାନ କରାଯାଇଛି। ଶନିବାର ବଜରଙ୍ଗ ଦଳ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା ଏକ ରାଲି କରି ଏସପି…

Continue Readingବେଆଇନ ଗୋଚାଲାଣ ବନ୍ଦ ସହ ଗୋମାତାଙ୍କୁ ରାଷ୍ଟ୍ର ମାତା ଘୋଷଣା ଦାବି: ବଜରଙ୍ଗ ଦଳ ପକ୍ଷରୁ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଭୋଜିଭାତ ଦେଇ ଭୋଟରଙ୍କୁ ମନାଉଛନ୍ତି

ଅନୁଗୁଳ: ଆସନ୍ତା ୯ ତାରିଖରେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ନିର୍ବାଚନ ହେଵାକୁ ଯାଉଛି। ଏଥିନେଇ ନାମାଙ୍କନ ପତ୍ର ଦାଖଲ ହୋଇ ନଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି। ସନ୍ଧ୍ୟାରେ ସମ୍ଭାବିତପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ମନାଉ ଥିବା…

Continue Readingଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଭୋଜିଭାତ ଦେଇ ଭୋଟରଙ୍କୁ ମନାଉଛନ୍ତି

ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା: ମୋବାଇଲ ଆପ୍ ଜରିଆରେ ସଂଶୋଧନ ହେବ ଜମିପଟ୍ଟା

ଅନୁଗୁଳ: ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବାକୁ ଯାଉଛି। ମୋବାଇଲ ଆପ୍ ମାଧ୍ୟମରେ ଖାନା -୨ ସଂଶୋଧନ କରିବା ସହ ମୃତ ରୟତ ମାନଙ୍କ…

Continue Readingଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା: ମୋବାଇଲ ଆପ୍ ଜରିଆରେ ସଂଶୋଧନ ହେବ ଜମିପଟ୍ଟା

ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା

ଅନୁଗୁଳ: ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଏହି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଅନୁଗୁଳରେ ଖେଳର ଉନ୍ନତି ପାଇଁ…

Continue Readingବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା