ମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

ଅନୁଗୁଳ: ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ କପ୍ ୨୦୨୫ ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଆରମ୍ଭ ହୋଇ ୨ ତାରିଖ ଯାଏଁ। ଏହି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର କିଟ ଭଲିବଲ, ସୂର୍ଯ୍ୟଶିଖା ଭଲିବଲ, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର, ବାସନ୍ତୀ ଭଲିବଲ…

Continue Readingମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

ମହାଶିବରାତ୍ରିରେ ହାତୀ ଆକ୍ରମଣ: ସକାଳୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତ ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତରଭା ଗାଁର ଅନୀଲ ଭୋଇ। ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଅନିଲ କାମ ସାରି ନିଜ ଗାଁ ତରଭା ଆଡ଼କୁ…

Continue Readingମହାଶିବରାତ୍ରିରେ ହାତୀ ଆକ୍ରମଣ: ସକାଳୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତ ଦେହ

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଓ କେନ୍ଦ୍ର ରାଜ୍ୟ ବଜେଟ ସମ୍ପର୍କିତ କମିଟି ନେଇ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ସଂଚାଳନ ସମିତି ଓ ସମ୍ବର୍ଦ୍ଧନା କମିଟି…

Continue Readingଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଓ କେନ୍ଦ୍ର ରାଜ୍ୟ ବଜେଟ ସମ୍ପର୍କିତ କମିଟି ନେଇ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର

ଅନୁଗୁଳ: ପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ ତାଙ୍କୁ ଦେଶର ପ୍ରତି ପଞ୍ଚାୟତରେ ଏକ…

Continue Readingପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର

ମହାଦେବଙ୍କ ନାମ କୀର୍ତ୍ତନରେ ଗୁଞ୍ଜରିତ ହେଲା ଗଗନ ପବନ: ଶିବ ଭକ୍ତିରେ ତଲ୍ଲୀନ ଅନୁଗୁଳର ସମସ୍ତ ଶୈବ ପୀଠ

ଅନୁଗୁଳ: ମହାଶିବରାତ୍ରି ଅବସରରେ ଚାରି ଆଡ଼ ଶିବମୟ। ଘରଠୁ ମନ୍ଦିର ଯାଏଁ ସବୁଆଡ଼େ ଶୁଭୁଛି ଓଁ ନମଃ ଶିବାୟ ଧ୍ୱନି। ମହାଦେବଙ୍କ ନାଁରେ ଗୁଞ୍ଜରିତ ହେଉଛି ଗଗନ ପବନ। ଅନୁଗୁଳରେ ମଧ୍ୟ ଭୋଲେନାଥଙ୍କ ଭକ୍ତିରେ ତଲ୍ଲୀନ ହୋଇଛନ୍ତି ଆବାଳ ବୃଦ୍ଧ ବନିତା।…

Continue Readingମହାଦେବଙ୍କ ନାମ କୀର୍ତ୍ତନରେ ଗୁଞ୍ଜରିତ ହେଲା ଗଗନ ପବନ: ଶିବ ଭକ୍ତିରେ ତଲ୍ଲୀନ ଅନୁଗୁଳର ସମସ୍ତ ଶୈବ ପୀଠ

କମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ଭୁବନେଶ୍ୱର: ଲଗାତାର ୪ ବର୍ଷ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାସ୍ ହାର କମିଥିବା ଜଣାପଡିଛି। ଦ୍ବାଦଶ ଶ୍ରେଣୀରେ ୨୦୨୦-୨୧ ମସିହାରେ ପାସ୍ ହାର ୯୯.୦୯ ପ୍ରତିଶତ ଥିବାବେଳେ ଗତବର୍ଷ ୨୦୨୩-୨୪ ରେ ପାସ୍ ହାର ଖସି ୬୩.୨୦ ପ୍ରତିଶତରେ ପହଞ୍ଚିଛି।…

Continue Readingକମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅର୍ନ୍ତଗତ ବଡତ୍ରିବିଡା ପଞ୍ଚାୟତ ଅଫିସ ସମ୍ମୁଖରେ ଅଜଣା ବାଇକ ଧକ୍କାରେ ଡମ୍ବରୁ ବେହେରା (୭୨) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟ ହୋଇଥିବା ଜଣାଯାଇଛି। ତାଙ୍କର ଘର ବଡତ୍ରିବିଡା ଗ୍ରାମରେ। ସୂଚନା ଯେ, ବୁଧବାର ସକାଳ…

Continue Readingଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ

ପହିଲାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

ଭୁବନେଶ୍ବର : ରାଜ୍ୟରେ ଏବେ ପାଗ ଶୁଖୁଲା ଥିବାବେଳେ ଆସନ୍ତା ୩ ଦିନ ପରେ ଅର୍ଥାତ୍ ପହିଲାରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃଆରୀ ପ୍ରାରମ୍ଭରେ ଦିନରେ ପାରଦ ବୃଦ୍ଧି ପାଇଥିଲା।…

Continue Readingପହିଲାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

ଦାୟିତ୍ୱ ନେଲେ ନୂଆ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟାଳୟରେ ମୁଣ୍ଡିଆ ମାରି କଲେ ଗୃହ ପ୍ରବେଶ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ନୂତନ ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ନୂତନ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନୂତନ…

Continue Readingଦାୟିତ୍ୱ ନେଲେ ନୂଆ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟାଳୟରେ ମୁଣ୍ଡିଆ ମାରି କଲେ ଗୃହ ପ୍ରବେଶ

୮ ସଫେଇ କର୍ମଚାରୀଙ୍କ ଛଟେଇକୁ ବିରୋଧ: ପାଞ୍ଚ ଦିନ ହେଲା ଆନ୍ଦୋଳନରେ ଇ.ଏସ.ଆଇ.ସି ହସ୍ପିଟାଲର ଠିକା ସଫେଇ କର୍ମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦସ୍ଥିତ ରାଜ୍ୟ ବୀମା ନିଗମର ଅତ୍ୟାଧୁନିକ ହସ୍ପିଟାଲରେ ଯାବତୀୟ ସମସ୍ୟା ଦେଖିବାକୁ ମିଳିଛି। ଆଜକୁ ପାଞ୍ଚ ଦିନ ହେବ ଇ.ଏସ.ଆଇ.ସି ହସ୍ପିଟାଲରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ଦରମା…

Continue Reading୮ ସଫେଇ କର୍ମଚାରୀଙ୍କ ଛଟେଇକୁ ବିରୋଧ: ପାଞ୍ଚ ଦିନ ହେଲା ଆନ୍ଦୋଳନରେ ଇ.ଏସ.ଆଇ.ସି ହସ୍ପିଟାଲର ଠିକା ସଫେଇ କର୍ମୀ