ଆଜି ପୁଣ୍ୟ ତିଥି: ଛାଇ ଆଲୁଅ ଖେଳର ରାଜା: ଛାୟା ରାଜୁ
ଅନୁଗୁଳ: ନବେ ଦଶକର ଆରମ୍ଭ ବେଳକୁ ଅନୁଗୁଳରେ ଦୁଇଟି ପ୍ରିଣ୍ଟ ମିଡ଼ିଆ ବିଶେଷ ଚର୍ଚ୍ଚାରେ ରହିଥିଲା। ସମାଜ ଏବଂ ପ୍ରଜାତନ୍ତ୍ର।ସେତେବେଳେ ପ୍ରଜାତନ୍ତ୍ର କେବଳ ଅନୁଗୁଳ କାହିଁକି ସମଗ୍ର ରାଜ୍ୟରେ ତାହାର ସ୍ଵତନ୍ତ୍ର ଖବର ପରିବେଷଣ ଶୈଳୀ ବ୍ୟତୀତ ଫଟୋଗ୍ରାଫି ପାଇଁ ପ୍ରସିଦ୍ଧି…
