ସାତକୋଶିଆରେ ପକ୍ଷୀ ଗଣନା ଶେଷ: ଏଥର  ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କମ୍, ଅଛନ୍ତି ୫୩ଟି ପ୍ରଜାତିର ୩୮୪୨ଟି ପକ୍ଷୀ

ଅନୁଗୁଳ: ସାତକୋଶିଆ ଗଣ୍ଡରେ ସରିଲା ପକ୍ଷୀ ଗଣନା। ଗତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବିଦେଶାଗତ ପକ୍ଷୀ ସଂଖ୍ୟା ଖୁବ କମ୍ ବୋଲି ଜଣାପଡ଼ିଛି। ରିପୋର୍ଟ…

Continue Readingସାତକୋଶିଆରେ ପକ୍ଷୀ ଗଣନା ଶେଷ: ଏଥର  ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କମ୍, ଅଛନ୍ତି ୫୩ଟି ପ୍ରଜାତିର ୩୮୪୨ଟି ପକ୍ଷୀ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ତ୍ରିରଙ୍ଗା ପତାକା ଦିବସ ପାଳିତ

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୁଳ ପ୍ଲାଂଟ ପରିସରରେ ଦେଶପ୍ରେମର ଉତ୍ସାହ ସହିତ ତ୍ରିରଙ୍ଗା ପତାକା ଦିବସ ପାଳିତ ହୋଇଛି । ଫ୍ଲାଗ୍ ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ହାସଲ ହୋଇଥିବା…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ତ୍ରିରଙ୍ଗା ପତାକା ଦିବସ ପାଳିତ

ନେତାଜୀ ଓ ସାଏଙ୍କ ଜୟନ୍ତୀ: ରକ୍ତଦାନ ଶିବିର ଆୟୋଜିତ, ୧୦୪ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁକୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜ ସଂସ୍କାର କମିଟି ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିଚିତ୍ରାନନ୍ଦ ସାହୁ ଏବଂ…

Continue Readingନେତାଜୀ ଓ ସାଏଙ୍କ ଜୟନ୍ତୀ: ରକ୍ତଦାନ ଶିବିର ଆୟୋଜିତ, ୧୦୪ ୟୁନିଟ ରକ୍ତ ସଂଗୃହୀତ

କ୍ରିଲୋସକାର କମ୍ପାନୀର ଉନ୍ନତମାନର କୃଷି ଯନ୍ତ୍ରପାତି ସୋ’ ରୁମ୍ ଉଦଘାଟିତ, ସୁଲଭ ଦରରେ ଚାଷୀଙ୍କୁ ଯନ୍ତ୍ରପାତି ଯୋଗାଇ ଦେବା ଲକ୍ଷ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ରିଲୋସକାର କମ୍ପାନୀର ଉନ୍ନତମାନର କୃଷି ଯନ୍ତ୍ରପାତି ସୋ ରୁମ୍ ଉଦଘାଟିତ ହୋଇଛି। ଅନୁଗୁଳ କାଲଟାକ୍ସ୍ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ନୂତନ ସୋ ରୁମ ରହିଛି। କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିନିଧି ବ୍ଲକ କୃଷି…

Continue Readingକ୍ରିଲୋସକାର କମ୍ପାନୀର ଉନ୍ନତମାନର କୃଷି ଯନ୍ତ୍ରପାତି ସୋ’ ରୁମ୍ ଉଦଘାଟିତ, ସୁଲଭ ଦରରେ ଚାଷୀଙ୍କୁ ଯନ୍ତ୍ରପାତି ଯୋଗାଇ ଦେବା ଲକ୍ଷ୍ୟ

ଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଫୁସଫୁସ୍ ଜନିତ ରୋଗ ବିଷୟରେ ଜାଣିଲେ ତାଳଚେରବାସୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଲିଙ୍ଗରାଜ ପକ୍ଷରୁ ଦେଉଳବେଡା ସ୍ଥିତ ଏମସିଏଲ ହସ୍ପିଟାଲ ସାମ୍ନାରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଦେଉଳବେଡ଼ା ଏମସିଏଲ ହସ୍ପିଟାଲର ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ ଉପସ୍ଥିତ…

Continue Readingଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଫୁସଫୁସ୍ ଜନିତ ରୋଗ ବିଷୟରେ ଜାଣିଲେ ତାଳଚେରବାସୀ

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, କଲେ ସୁସ୍ଥତା କାମନା

ଅନୁଗୁଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏଥିସହ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ସାଂସଦ ଶ୍ରୀ ପାଣି…

Continue Readingପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, କଲେ ସୁସ୍ଥତା କାମନା

୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ଅନୁଗୁଳ: ୭୨ ଥର ରକ୍ତ ଦେଇ ଚର୍ଚ୍ଚାରେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା। ଏଣୁ ଇତି ମଧ୍ୟରେ ସେ ୭୨ ଥର ରକ୍ତଦାନ କରିସାରିଲେଣି। ତାଳଚେର…

Continue Reading୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ଆଲୁମିନିୟମ ମଜଦୂର ସଂଘର ବନ୍ଧୁମିଳନ: ଯୋଗ ଦେଲେ ଶତାଧିକ ସଦସ୍ୟ

ଅନୁଗୁଳ: ନାଲକୋର ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୂର ସଂଘ ତରଫରୁ ବୁଧବାର ବଳରାମପ୍ରସାଦ କ୍ରିକେଟ ଖେଳ ପଡିଆ ନିକଟସ୍ଥ ପାହାଡ଼ ତଳେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସ୍ମେଲଟର ପ୍ଲାଣ୍ଟର ଏକ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକାରୀ…

Continue Readingଆଲୁମିନିୟମ ମଜଦୂର ସଂଘର ବନ୍ଧୁମିଳନ: ଯୋଗ ଦେଲେ ଶତାଧିକ ସଦସ୍ୟ

ସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ

ଅନୁଗୁଳ: ଅନୁଗୁଳ ସହରରେ ଘରୋଇ ଶୌଚାଳୟ ମାଲିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସରକାରୀ ଟଏଲେଟର ଅଭାବରୁ ଏମାନଙ୍କ ମୁହଁ ବଢୁଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ସୋମବାର ଦେଖିବାକୁ ମିଳିଛି। ମା' ଶୌଚ ହେବାକୁ ଯାଇଥିବାରୁ ପଇସା ପାଇଁ ଅନୁଗୁଳର…

Continue Readingସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ

ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ତାଲିମ ନେଲେ ୩୮ ଜଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡ଼ତଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ ଯୋଗଦେଇ ଛାତ୍ରୀମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏହାକୁ…

Continue Readingଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ତାଲିମ ନେଲେ ୩୮ ଜଣ