ପାଳଲହଡ଼ାରେ ତିନିଦିନିଆ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ, ସରକାର ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ଉଦ୍ୟାନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ତିନିଦିନିଆ ଉଦ୍ୟାନ କୃଷି କର୍ମଶାଳା ସୋମବାରଠାରୁ ଆରମ୍ଭ ହୋଇଛି। ଉପନିର୍ଦ୍ଦେଶକ ଉଦୟନାଥ ଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଯୋଗ ଦେଇ କାର୍ଯ୍ୟକ୍ରମ…

Continue Readingପାଳଲହଡ଼ାରେ ତିନିଦିନିଆ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ, ସରକାର ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ପରାମର୍ଶ

ସ୍କାଉଟ ମାଷ୍ଟରଙ୍କୁ ରୋଟାରିରେ ସମ୍ବର୍ଦ୍ଧନା

  ଅନୁଗୁଳ: ମଧ୍ୟପ୍ରଦେଶର ପଞ୍ଚମାଢି ଠାରେ ସ୍କାଉଟ ମାଷ୍ଟର ମାନଙ୍କର ଜାତୀୟ ଟ୍ରେନିଂ ସଫଳତାର ସହ ସମ୍ପନ୍ନ କଲା ପରେ ଅନୁଗୁଳର ଦୁଷ୍ୟନ୍ତ କୁମାର ନାଥଙ୍କୁ ନିକଟରେ ଭାରତ ସ୍କାଉଟ ଆଣ୍ଡ ଗାଇଡ଼ସର ଜାତୀୟ କମିଶନର ଡ଼ା କାଳୀପ୍ରସାଦ ମିଶ୍ର ଓ…

Continue Readingସ୍କାଉଟ ମାଷ୍ଟରଙ୍କୁ ରୋଟାରିରେ ସମ୍ବର୍ଦ୍ଧନା

ଅଗ୍ନିକାଣ୍ଡରେ ପୋଡ଼ିଗଲା ପୂରା ଘର, ଏକାଧିକ ଛେଳି ଓ ଗୋରୁ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ପଞ୍ଚାୟତର ପେଚାମୁଣ୍ଡି ଗ୍ରାମର ଜଣଙ୍କ ଘରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଗାଁର ଟୁନି ନାଏକଙ୍କ ଘରେ ସୋମବାର ସକାଳୁ ଅଚାନକ ନିଆଁ ଲାଗିଯାଇଥିଲା।ସେ ନିଜେ ଲିଭେଇବାକୁ ଚେଷ୍ଟା କରି ବିଫଳ…

Continue Readingଅଗ୍ନିକାଣ୍ଡରେ ପୋଡ଼ିଗଲା ପୂରା ଘର, ଏକାଧିକ ଛେଳି ଓ ଗୋରୁ ଜୀବନ୍ତ ଦଗ୍ଧ

କାମ କରିବାକୁ ଅନୁଗୁଳ ଆସି କେନ୍ଦ୍ରାପଡ଼ାର ଯୁବକ ନିଖୋଜ, ଖୋଜୁଛନ୍ତି ପରିବାର ଲୋକ

ଅନୁଗୁଳ: ଅନୁଗୁଳକୁ କାମ କରିବାକୁ ଆସି କେନ୍ଦ୍ରାପଡାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ବରାଜିଲୋ ଗାଁର କେଶବ ମଲ୍ଲିକ (୩୨)। ସୂଚନା ମୁତାବକ, ଗତ ୫ ତାରିଖରେ…

Continue Readingକାମ କରିବାକୁ ଅନୁଗୁଳ ଆସି କେନ୍ଦ୍ରାପଡ଼ାର ଯୁବକ ନିଖୋଜ, ଖୋଜୁଛନ୍ତି ପରିବାର ଲୋକ

ମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଅନୁଗୁଳ: ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତ ରାଇପାଳ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସ୍କୁଲରେ…

Continue Readingମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଅସୁସ୍ଥ ଅଜୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଦସ୍ୟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯାଇଛି। ସାମ୍ବାଦିକ ସଂଘର ସଭାପତି ଅଜିତ୍ କୁମାର ଧର ତୁରଙ୍ଗ ପଞ୍ଚାୟତର ଗୀତା ଗ୍ରାମର ଅଜୟ ବେହେରାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ଅଜୟ…

Continue Readingଅସୁସ୍ଥ ଅଜୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଦସ୍ୟ

କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

ଅନୁଗୁଳ: କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ। ୧୦ ଲକ୍ଷ ଟଙ୍କାର ରାସ୍ତା କାମ ଆସିଥିଲା। କିନ୍ତୁ ଗୋଡ଼ିଟିଏ ବି ନ ପକାଇ କି ଫଳକ ନିର୍ମାଣ ନ କରି ଟଙ୍କା ଉଠାଇନେଇଛନ୍ତି ଯନ୍ତ୍ରୀ। ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ…

Continue Readingକାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

ଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା

ଅନୁଗୁଳ: ଟାଟା ପାୱାର ହାତକୁ ରାଜ୍ୟର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ଗଲା ପରଠାରୁ ଇଲେକ୍ଟ୍ରି ବିଲକୁ ନେଇ ବିବାଦ ଘନେଇବାରେ ଲାଗିଛି। କେତେବେଳେ ବିଲ ମାତ୍ରାଧିକ ଆସୁଛି ବୋଲି ଗ୍ରାହକ ଅଭିଯୋଗ କରୁଛନ୍ତି ତ ଆଉ କେତେବେଳେ କମ୍ପାନୀ ଲୋକ ଆସି…

Continue Readingଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଇ ଓଲଟି ପଡିଲା ଅମୁଲ ଵୋଝେଇ ଟ୍ରକ

ନାଲକୋ ନଗର: ଅନୁଗୁଳ ୫୫ନଂ ଜାତୀୟ ନାଲକୋ ନଗର ସିପିପି ଛକ ନିକଟରେ ଦୁର୍ଘଟଣା। ଗତ କାଲି ରାତିରେ ଅନଗୁଳରୁ କଟକ ଅଭିମୁଖେ ଏକ ଅମୁଲ୍ ବୋଝେଇ ଟ୍ରକ (OD19Z2917) ଯାଉଥିବା ବେଳେ ଚାଳକଙ୍କ ଅସାବଧାନ ଯୋଗୁଁ ଭାରସାମ୍ୟ ହରାଇ ଜାତୀୟ…

Continue Readingବିଦ୍ୟୁତ୍ ଖୁଣ୍ଟରେ ପିଟି ହେଇ ଓଲଟି ପଡିଲା ଅମୁଲ ଵୋଝେଇ ଟ୍ରକ

ମହିଳା ଓ ଯୁବକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଅନୁଗୁଳ: ଗତ ୧୮ତାରିଖ ଦିନ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଜିଲ୍ଲା କର୍ମ ନିୟୋଜନ କେନ୍ଦ୍ର, ଜନ ଶିକ୍ଷଣ ସଂସ୍ଥାନ, ସ୍କିଲ ଇଣ୍ଡିଆ ସେଣ୍ଟର ଆନୁକୂଲ୍ୟରେ କଣିହାଁ ଠାରେ ମହିଳା ଗୋଷ୍ଠୀଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜିତ…

Continue Readingମହିଳା ଓ ଯୁବକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ ଶିବିର