ଫେବ୍ରୁଆରୀ ୭ରେ ହେବନି ଅନୁଗୁଳ ଜିଲ୍ଲା ମହୋତ୍ସବ, ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ସ୍ଥଗିତ। ଫେବ୍ରୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅନୁଗୁଳ ଜିଲ୍ଲା ମହୋତ୍ସବର ଆୟୋଜନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସେହିଭଳି ଫେବ୍ରୁଆରୀ ୭ ରୁ ୧୧ ତାରିଖ ଯାଏଁ ଆୟୋଜିତ ହେବାକୁ…

Continue Readingଫେବ୍ରୁଆରୀ ୭ରେ ହେବନି ଅନୁଗୁଳ ଜିଲ୍ଲା ମହୋତ୍ସବ, ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ

ତାଳଚେରରେ ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ଶ୍ରାଦ୍ଧଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

ଅନୁଗୁଳ: ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କର ୨୩ତମ ଶ୍ରାଦ୍ଧ ବାର୍ଷିକୀ ଆଜି ତାଳଚେରରେ ପାଳିତ ହୋଇଛି। ସ୍ଥାନୀୟ ବଜାର ଛକ ଠାରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ନଗରପାଳ ପବିତ୍ର ଭୂତିଆ, ପୂର୍ବତନ ନଗରପାଳ…

Continue Readingତାଳଚେରରେ ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ଶ୍ରାଦ୍ଧଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ନିଜକୁ ସୁରକ୍ଷା ଦେବା କୌଶଳ ଶିଖିଲେ ଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଜାନୁଆରୀ ୯ରୁ ଏହି ଶିବିର ଆରମ୍ଭ ହୋଇଥିଲା। ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ କଲେଜର ଅଧ୍ୟକ୍ଷା ଶିବାନୀ ମହାପାତ୍ର ଯୋଗ ଦେଇ ଛାତ୍ରୀଙ୍କ ପାଇଁ…

Continue Readingମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ନିଜକୁ ସୁରକ୍ଷା ଦେବା କୌଶଳ ଶିଖିଲେ ଛାତ୍ରୀ

କଳା ଶିକ୍ଷକ ସଞ୍ଜୟ ବେହେରାଙ୍କ ମୃତ୍ୟୁ ପରେ ବେସାହାରା ପରିବାରକୁ ସାହାଯ୍ୟ: ସହାୟତା କଲା ରାଜ୍ୟ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଉଚ୍ଚ ବିଦ୍ୟାଳୟରେ ଥିବା କଳା ଶିକ୍ଷକ ସଞ୍ଜୟ କୁମାର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ପଡ଼ିଛି। ଏହି ଖବର ପାଇ ରାଜ୍ୟ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ…

Continue Readingକଳା ଶିକ୍ଷକ ସଞ୍ଜୟ ବେହେରାଙ୍କ ମୃତ୍ୟୁ ପରେ ବେସାହାରା ପରିବାରକୁ ସାହାଯ୍ୟ: ସହାୟତା କଲା ରାଜ୍ୟ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ

ଅନୁଗୁଳରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୨୧ ଯାଏଁ ତାଲିମ ନେଇ ପାରିବେ ଇଚ୍ଛୁକ ଖେଳାଳି

ଅନୁଗୁଳ: ଆଜିଠୁ ଅନୁଗୁଳ କଦମ ପଡ଼ିଆରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହା ୨୧ ଯାଏଁ ଚାଲିବ। ଓଡ଼ିଶା କ୍ରିକେଟ ଆସୋସିଏସନ ଓ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ କିଶୋର ଓ…

Continue Readingଅନୁଗୁଳରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୨୧ ଯାଏଁ ତାଲିମ ନେଇ ପାରିବେ ଇଚ୍ଛୁକ ଖେଳାଳି

କମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ବଡ଼ ସଫଳତା। ୭ ଆନ୍ତଜିଲ୍ଲା ଡକାୟତ ଗାଙ୍ଗକୁ ଠାବ କରିବା ସହିତ ୩ଜଣଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୋଲିସ ସଫଳ ହୋଇଛି। ଏହି ଗାଙ୍ଗ ଅନୁଗୁଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼,…

Continue Readingକମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

ଟାଟା ପାୱାରର ପ୍ରିପେଡ୍ ସ୍ମାର୍ଟ ମିଟରକୁ ବିରୋଧ: ୨୪ ରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିବ ବିଦ୍ୟୁତ୍ ଉପଭୋକ୍ତା ସଂଘ

ଅନୁଗୁଳ: ଟାଟା ପାୱାର ବିରୋଧରେ ଜାନୁଆରୀ ୨୪ ରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିବ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ଏଟିଇସିଏ)। ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗ ମୁତାବକ, ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍…

Continue Readingଟାଟା ପାୱାରର ପ୍ରିପେଡ୍ ସ୍ମାର୍ଟ ମିଟରକୁ ବିରୋଧ: ୨୪ ରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିବ ବିଦ୍ୟୁତ୍ ଉପଭୋକ୍ତା ସଂଘ

ପଟାସ ସାରକୁ ଲୁଣ ଭାବି ଖାଇ ପାଞ୍ଚ ଜଣ ଶିଶୁ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ପଟାସ ସାରକୁ ଲୁଣ ଭାବି ଭୁଲରେ ଖାଇ ନୂଆଁମୁଣ୍ଡା ଗାଁର ୫ ଶିଶୁ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନା ମୁତାବକ, ଆଜି ଅପରାହ୍ନରେ…

Continue Readingପଟାସ ସାରକୁ ଲୁଣ ଭାବି ଖାଇ ପାଞ୍ଚ ଜଣ ଶିଶୁ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସ୍ପନ୍ଦନ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର, କେଏସ୍ଏସ୍ଏ ସିକ୍ୟୁରିଟି ବାରାକ୍ ନିକଟସ୍ଥ ଭଲିବଲ ପଡ଼ିଆ ପରିସରରେ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସାମାଜିକ ସଂଗଠନ "ସ୍ପନ୍ଦନ" ତରଫରୁ ୩୬ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ ସଡ଼କ ସୁରକ୍ଷା ସଚେତନତା…

Continue Readingସ୍ପନ୍ଦନ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

ଅନୁଗୁଳ : ଅନୁଗୁଳର ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଲିଗ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ,…

Continue Readingଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ