ସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ଅନୁଗୁଳ: ସିମ୍ଫୋନି ଲିମିଟେଡ୍ ପକ୍ଷରୁ ସହଯୋଗୀ ବ୍ୟବସାୟୀଙ୍କ ପାଇଁ ଅନୁଗୁଳରେ ଡିଲର୍ ମିଟ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସିମ୍ଫୋନି ଲିମିଟେଡ୍‌ର ଏଜିଏମ୍ ରତୀଶ ଶ୍ରୀବାସ୍ତବ, ବ୍ରାଞ୍ଚ ହେଡ୍ (ରାଉରକେଲା) ବୀରେନ୍ଦ୍ର ଯାଦବ, ଏଏସଏମ୍ ସାଗର ମହାନ୍ତି, ପଙ୍କଜ ଏଣ୍ଟରପ୍ରାଇଜେସର ସଂଯୁକ୍ତ ଅଧିକାରୀ…

Continue Readingସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ସର୍ବ ଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଅନୁଗୁଳ: ଆଜି ଅନୁଗୁଳ କଦମ ପଡିଆରେ ସର୍ବଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିବା ସହ କ୍ରିକେଟର ଲୋକପ୍ରିୟତା ଏବେ ସର୍ବ ବ୍ୟାପି ବୋଲି ପ୍ରକାଶ କରିଥିଲେ।…

Continue Readingସର୍ବ ଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ  ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…

Continue Readingଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

Continue Readingବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଡ଼ା.ସୁଧାକର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି…

Continue Readingଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ। ଗାଁର ପାଖାପାଖି ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ପହଞ୍ଚିଛନ୍ତି। ଗାଁରେ ଚାରିଜଣିଆ ଡାକ୍ତରୀ ଟିମ୍…

Continue Readingସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

କୋଚିଂ ସେଣ୍ଟରରୁ ସାଇକେଲ ଚୋରି କରି ବନ୍ଧା ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅମଲାପଡ଼ାର ଏକ କୋଚିଂ ସେଣ୍ଟରରୁ ସାଇକେଲ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ରାସୋଳ ଥାନା ବେଡ଼ାପଡ଼ା ଗାଁର ସୁନିଲ ସାହୁ (୩୫)। ସୂଚନା ଅନୁସାରେ, ମଙ୍ଗଳବାର ହେମସୁରପଡ଼ାର…

Continue Readingକୋଚିଂ ସେଣ୍ଟରରୁ ସାଇକେଲ ଚୋରି କରି ବନ୍ଧା ହେଲେ ଯୁବକ

ଅନନ୍ତ ଡିଏଭିରେ ପୁସ୍ତକ ମେଳା ଆୟୋଜିତ, ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଏମ୍.ସି.ଏଲ୍.ଜଗନ୍ନାଥ  କ୍ଷେତ୍ରର ଏ.ଏଫ୍.ଏମ୍. ପ୍ରଦୀପ କୁମାର ସାହୁ ଏବଂ ଷ୍ଟାଫ୍ ଅଫିସର(ଏଲ୍…

Continue Readingଅନନ୍ତ ଡିଏଭିରେ ପୁସ୍ତକ ମେଳା ଆୟୋଜିତ, ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବାକୁ ପରାମର୍ଶ

ଦେବଗଡ ପୌରାଧ୍ୟକ୍ଷାଙ୍କୁ ପଦଚ୍ୟୁତ କଲା ନଗର ଉନ୍ନୟନ ବିଭାଗ

ଦେବଗଡ଼ : ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ପଦଚ୍ୟୁତ ହୋଇଛନ୍ତି । ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଥିଲା । ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର…

Continue Readingଦେବଗଡ ପୌରାଧ୍ୟକ୍ଷାଙ୍କୁ ପଦଚ୍ୟୁତ କଲା ନଗର ଉନ୍ନୟନ ବିଭାଗ

ଅଙ୍ଗପଡ଼ା ଜନ ଆରୋଗ୍ୟ ସମିତିର ପରିଚାଳନା ପରିଷଦ ବୈଠକ ଆୟୋଜିତ, କାୟାକଳ୍ପ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଜନ ଆରୋଗ୍ୟ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟା ଅନୁପମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆୟୁଷ ଡାକ୍ତର ବିନୋଦିନୀ ଗଡ଼ନାୟକ ଯୋଗଦେଇ…

Continue Readingଅଙ୍ଗପଡ଼ା ଜନ ଆରୋଗ୍ୟ ସମିତିର ପରିଚାଳନା ପରିଷଦ ବୈଠକ ଆୟୋଜିତ, କାୟାକଳ୍ପ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି