ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବି: ସ୍ଥାୟୀ ଆବାହକ କମିଟି ଗଠିତ, ଅନିଲ କୁମାର ପ୍ରଧାନ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ଟାଇଁସି ସୀତାରାମ ଆଶ୍ରମରେ ଶୁକ୍ରବାର ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବିରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରାଯିବା…

Continue Readingନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବି: ସ୍ଥାୟୀ ଆବାହକ କମିଟି ଗଠିତ, ଅନିଲ କୁମାର ପ୍ରଧାନ ହେଲେ ସଭାପତି

ସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

ଅନୁଗୁଳ: ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି. ଆଇ.ଟି.ଆଇ.(୧୯୮) ପକ୍ଷରୁ ଗତ ୧୯ ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅହୋରାତ୍ର ଧାରଣା ଜାରି ରହିଛି। ଆଜି ଆନ୍ଦୋଳନକାରୀମାନେ ଧାରଣାସ୍ଥଳରେ ସରସ୍ଵତୀ ପୂଜା ପାଳନ କରିବା ସହ ସନ୍ଧ୍ୟାରେ ସଂକୀର୍ତ୍ତନ କରି ଜିଲ୍ଲା…

Continue Readingସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

ଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପ ପରିସରରେ ଥିବା ଟ୍ରେନ ଧାରଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ଥାନା ଦଣ୍ତସିଂହା ଗାଁର ଛବିଳ ପରିଡ଼ା (୪୭)। ସୂଚନା ମୁତାବକ, ଛବିଳ ସିଏଚପି ସାଇଟରେ…

Continue Readingଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଟ୍ରଫି ହାତେଇଲା କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁରର ଏମୟୁସିସି ଦଳକୁ ହରାଇ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ଦଳ ୩ ଉଇକେଟରେ ବିଜୟୀ ହୋଇ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଠାରୁ ଉମାଶଙ୍କର…

Continue Readingସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଟ୍ରଫି ହାତେଇଲା କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ

ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବିରୋଧୀ ଅଭିଯାନରେ ହେଲେ ସାମିଲ

ଅନୁଗୁଳ: ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ମହିଳା। ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର ଶତାଧିକ ମହିଳା ଶନିବାର ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ମହିଳାମାନେ କହିଛନ୍ତି, ମଦ ପାଇଁ ଗାଁର ଯୁବକ ଓ…

Continue Readingମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବିରୋଧୀ ଅଭିଯାନରେ ହେଲେ ସାମିଲ

ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତପନ କୁମାର ଦେହୁରୀଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଣୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପ୍ଲାଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି।…

Continue Readingନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

ଅନୁଗୁଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ପ୍ରବେଶ କଲେ କଟକର ରାଇଜିଂ ଷ୍ଟୁଡେଣ୍ଟ ଓ ସମ୍ବଲପୁର କ୍ଲବ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ଓ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଆୟୋଜିତ ହୋଇଛି। ପ୍ରଥମ ମ୍ୟାଚ୍ କଟକର ରାଇଜିଙ୍ଗ ଷ୍ଟାର…

Continue Readingଅନୁଗୁଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ପ୍ରବେଶ କଲେ କଟକର ରାଇଜିଂ ଷ୍ଟୁଡେଣ୍ଟ ଓ ସମ୍ବଲପୁର କ୍ଲବ

ଭିନ୍ନକ୍ଷମ ଶିବିରରେ ଅବ୍ୟବସ୍ଥା

ଅନୁଗୁଳ: ଫେବୃଆରୀ ୧ ତାରିଖ ସ୍ଥାନୀୟ ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ହେଉଥିବା ଆଜିର ଭିନ୍ନକ୍ଷମ ଶିବିରରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ହଠାତ ଆଜି ଶିବିରରେ ପ୍ରାୟ ଦୁଇ ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା। ନିକଟରେ ବିକଳାଙ୍ଗ ଭତ୍ତା ବଢ଼ାଇ…

Continue Readingଭିନ୍ନକ୍ଷମ ଶିବିରରେ ଅବ୍ୟବସ୍ଥା

ଅନୁଗୁଳରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ, ଆଖି ପରୀକ୍ଷା କଲେ ୧୫୨ ଛାତ୍ରଛାତ୍ରୀ

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ନିମନ୍ତେ ସମ୍ପର୍କିତ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ଯକ୍ରମ ଅନ୍ତର୍ଗତ ଗୋଷ୍ଠୀସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଶୁଭାରମ୍ଭ ହୋଇଛି।ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ…

Continue Readingଅନୁଗୁଳରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ, ଆଖି ପରୀକ୍ଷା କଲେ ୧୫୨ ଛାତ୍ରଛାତ୍ରୀ

କାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଅଞ୍ଚଳରେ ଥିବା ଶନି ମନ୍ଦିର ଗୋଷ୍ଠୀ କେନ୍ଦ୍ର ନିର୍ମାଣର ବିଲ୍ ପୈଠ କରାଯାଉନଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଶୋରନଗର…

Continue Readingକାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ