ଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ, ରହିବ ୫ଟି ଅଧ୍ୟାୟ
ନୂଆଦିଲ୍ଲୀ: ଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ। ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍ ବିଶିଷ୍ଟ ୫ଟି ଅଧ୍ୟାୟ ରହିବ।…
