ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେଲେ ସମାଜସେବୀ କୃଷ୍ଣା ମହାନ୍ତି

ଅନୁଗୁଳ: ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି କୃଷ୍ଣା ମହାନ୍ତି। କୃଷ୍ଣା ମହାନ୍ତି ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତଥା ବିପ୍ଳବିଣୀ ମାଳତୀ ଚୌଧୁରୀଙ୍କ ସୁକନ୍ୟା ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ। ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ…

Continue Readingରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେଲେ ସମାଜସେବୀ କୃଷ୍ଣା ମହାନ୍ତି

ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ବୈଠକ: ‘ଛାଇ ଆଲୁଅର ମହାନାୟକ’ ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ସ୍ଥାନୀୟ ଉତ୍କଳ ନବଜୀବନ ମଣ୍ଡଳ ପରିସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ଏକ ବୈଠକ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ବୈଠକରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ,…

Continue Readingଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ବୈଠକ: ‘ଛାଇ ଆଲୁଅର ମହାନାୟକ’ ପୁସ୍ତକ ଉନ୍ମୋଚିତ

ମହାନିତ୍ୟ ସାଧୁ ଭକ୍ତ ମଣ୍ଡଳୀ ବାର୍ଷିକ ଧର୍ମ ମହାସଭା ଓ ନୂତନ କର୍ମକର୍ତ୍ତା ଚୟନ ଆୟୋଜିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅଙ୍ଗାରବନ୍ଧ ମହିମା ଧାମ ଠାରେ ମହାନିତ୍ୟ ସାଧୁ ଭକ୍ତ ମଣ୍ଡଳୀ ବାର୍ଷିକ ଧର୍ମ ମହାସଭା ସଭାପତି ଶ୍ରୀମଦ ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରଥମେ ସଭାପତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ସହ ଜଗତ ମଙ୍ଗଳ ନିମନ୍ତେ…

Continue Readingମହାନିତ୍ୟ ସାଧୁ ଭକ୍ତ ମଣ୍ଡଳୀ ବାର୍ଷିକ ଧର୍ମ ମହାସଭା ଓ ନୂତନ କର୍ମକର୍ତ୍ତା ଚୟନ ଆୟୋଜିତ

ବାଲି ଛତୁ ଖାଇ ଶାଶୁ ଏବଂ ବୋହୂ ଅସୁସ୍ଥ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରାସିଂହା ଗାଁରେ ବିଷାକ୍ତ ଛତୁ ଖାଇ ଶାଶୁ ଏବଂ ବୋହୂ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଯେ, ଜରାସିଂହା ଗ୍ରାମର ଧ୍ରୁବଚରଣ ସାହୁଙ୍କ ସ୍ତ୍ରୀ ଗୁନ ସାହୁ (୫୩) ଏବଂ…

Continue Readingବାଲି ଛତୁ ଖାଇ ଶାଶୁ ଏବଂ ବୋହୂ ଅସୁସ୍ଥ

ସଂକୀର୍ତ୍ତନ ଗୁରୁ ଦୟାନିଧି ପ୍ରଧାନଙ୍କ ୮୫ ବର୍ଷ ବୟସରେ ପରଲୋକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ହୀରା ଗ୍ରାମର ଜଣାଶୁଣା ଆଧ୍ୟାତ୍ମିକ ତଥା ସଂକୀର୍ତ୍ତନ ଗୁରୁ ଦୟାନିଧି ପ୍ରଧାନଙ୍କ ଶନିବାର ୮୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ହେଉଛନ୍ତି ଧରିତ୍ରୀ ଖବରକାଗଜର କଣିହାଁ ବ୍ଲକ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ…

Continue Readingସଂକୀର୍ତ୍ତନ ଗୁରୁ ଦୟାନିଧି ପ୍ରଧାନଙ୍କ ୮୫ ବର୍ଷ ବୟସରେ ପରଲୋକ

ବ୍ରଜବନ୍ଧୁଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଅନୁଗୁଳ: ଅନୁଗୁଳ କଲେଜ ଛକର ବ୍ୟବସାୟୀ ବ୍ରଜବନ୍ଧୁ ସାହୁ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେ କଲେଜ ଛକ ଲକ୍ଷ୍ମୀପୂଜା କମିଟିର ସମ୍ପାଦକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ ସମ୍ପାଦନ କରିଥିଲେ। ଶନିବାର ସନ୍ଧ୍ୟାରେ କଲେଜ ଛକ ପୂଜା…

Continue Readingବ୍ରଜବନ୍ଧୁଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

କ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ, ନୂତନ ସଭାପତି ହେଲେ କମଲ ଅଗ୍ରୱାଲ

  ଅନୁଗୁଳ: କ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ  ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଛି। କ୍ୟାଟ ଅନୁଗୁଳର ଅଧ୍ୟକ୍ଷ ରାଜ୍ କୁମାର ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ…

Continue Readingକ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ, ନୂତନ ସଭାପତି ହେଲେ କମଲ ଅଗ୍ରୱାଲ

ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର କନ୍ଦର୍ପ ବାରିକଙ୍କ ପୁଅ ରାଜେଶ ବାରିକ (୨୭)। ସୂଚନା ମୁତାବକ, ଶୁକ୍ରବାର ରାତି…

Continue Readingଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

ଭିନ୍ନ ଏକ କାରଗିଲ ଯୋଦ୍ଧା ଫାଇଟର ପାଇଲଟ ଦିଲୀପ ପଟ୍ଟନାୟକ

ଅନୁଗୁଳ:କାରଗିଲ ଯୁଦ୍ଧରେ ଅନେକ ଓଡ଼ିଆ ସହିଦ ହୋଇଥିଲେ,ଅନେକ ଆହତ ହୋଇଥିଲେ। ମୃତାହତ ନ ହୋଇ ମଧ୍ୟ ଏମିତି ବି ଜଣେ ଲଢ଼ୁଆ ବୀର କାରଗିଲରେ ତାଙ୍କ ପରାକ୍ରମ ଦେଖାଇଥିଲେ। ସେ ହେଲେ ଫାଇଟର ପାଇଲଟ ଦିଲୀପ କୁମାର ପଟ୍ଟନାୟକ। ଜୁନ ୧୬…

Continue Readingଭିନ୍ନ ଏକ କାରଗିଲ ଯୋଦ୍ଧା ଫାଇଟର ପାଇଲଟ ଦିଲୀପ ପଟ୍ଟନାୟକ

ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ପୁଣି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ଆସନ୍ତା ସୋମବାର ୧୫ ତାରିଖରେ ପୁଣି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ। ଉକ୍ତ ଦିନ ପୂର୍ବାହ୍ନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ। ଅଭିଯୋଗ କରିବା…

Continue Readingଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ପୁଣି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ