ସରିଲା ବିଧାନସଭା ଶୀତ ଅଧିବେଶନ!

ଭୁବନେଶ୍ୱର : ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ଏହି…

Continue Readingସରିଲା ବିଧାନସଭା ଶୀତ ଅଧିବେଶନ!

ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ, ଜିପିଏସ ବନ୍ଦ କରି କରିବେ କାମ

ଅନୁଗୁଳ : ବିଭିନ୍ନ ଦାବି ନେଇ ଆଜିଠୁ ପ୍ରତିବାଦ ଆରମ୍ଭ କରିଛନ୍ତି ଅନୁଗୁଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମୁଖ୍ୟତଃ GPS ବନ୍ଦ କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରୋଗୀ ସେବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।…

Continue Readingବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ, ଜିପିଏସ ବନ୍ଦ କରି କରିବେ କାମ

ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ କଚାଡ଼ି ମାରିଲା ହାତୀ, ମହିଳା ମୃତ

ଅନୁଗୁଳ: ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡ଼ି ମାରିଲା ହାତୀ। ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଘୁବୋଲ ଗାଁରେ ଆଜି ଏଭଳି ଅଘଟଣ ଘଟିଛି। ମୃତକ ଜଣକ ହେଲେ ବାଗଡ଼ିଆ ଥାନା ବାଘୁଆବୋଲ ଗ୍ରାମର ମନ୍ଦୋଦରୀ ସାହୁ। ସୂଚନା…

Continue Readingବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ କଚାଡ଼ି ମାରିଲା ହାତୀ, ମହିଳା ମୃତ

ନୂଆ ବସ୍ ଷ୍ଟାଣ୍ଡରେ ମଦୁଆଙ୍କ ଉତ୍ପାତ ଫାଣ୍ଡି ପାଇଁ ଦାବି

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ ନୂଆ ବସ୍ ଷ୍ଟାଣ୍ଡରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଛି। ରାତିରେ କିଛି ଅସାମାଜିକ ବ୍ୟକ୍ତି ମଦ ପିଇ ଯାତ୍ରୀ ମାନଙ୍କୁ ଗାଳି ଗୁଲଜ କରିବା ସହ ଟଙ୍କା,ପର୍ଶ,ମୋବାଇଲ ଆଦି ଛଡାଇ ନେଉଛନ୍ତି। ବିଳମ୍ବିତ ରାତିରେ…

Continue Readingନୂଆ ବସ୍ ଷ୍ଟାଣ୍ଡରେ ମଦୁଆଙ୍କ ଉତ୍ପାତ ଫାଣ୍ଡି ପାଇଁ ଦାବି

ସଂସଦରେ ପୂର୍ବତଟ ରେଳପଥ କଥା ଉଠାଇଲେ ଢେଙ୍କାନାଳ ସାଂସଦ: ପରଜଙ୍ଗ, କାମାକ୍ଷାନଗର, ଭୁବନକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ କଲେ ଦାବି

ଅନୁଗୁଳ : ବୁଧବାର ପାର୍ଲାମେଣ୍ଟର ଶୂନ୍ୟକାଳରେ ରେଳ ବିଭାଗ ସମ୍ପର୍କିତ ପ୍ରଶ୍ନ ଉଠାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ସାଂସଦ ଶ୍ରୀ ପାଣି କହିଛନ୍ତି, ୨୦୧୪ ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ…

Continue Readingସଂସଦରେ ପୂର୍ବତଟ ରେଳପଥ କଥା ଉଠାଇଲେ ଢେଙ୍କାନାଳ ସାଂସଦ: ପରଜଙ୍ଗ, କାମାକ୍ଷାନଗର, ଭୁବନକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ କଲେ ଦାବି

୫୪ ସିଏଫ୍ଟି ଶାଳ ପଟା ସହ ପିକ୍ଅପ୍ ଗାଡି ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ରାଇଝରଣ ସେକ୍ସନରେ ପାଟ୍ରୋଲିଂ ଚାଲିଥିବା ବେଳେ ଗୋଟିଏ ପିକ୍ଅପ୍ ଗାଡିରେ ଶାଳ ପଟା ଚୋରା ଚାଲାଣ ପାଇଁ ରଖା ଯାଇଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀ ତାହାକୁ ଜବତ କରିଥିଲେ। ୧୫୦ ଟି ଶାଳ…

Continue Reading୫୪ ସିଏଫ୍ଟି ଶାଳ ପଟା ସହ ପିକ୍ଅପ୍ ଗାଡି ଜବତ

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ଉପକୃତ ହେଲେ ୮୦୦ରୁ ଅଧିକ ଉପାନ୍ତବାସୀ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପାନ୍ତ ଅଞ୍ଚଳ ଜମରଡିହ ସ୍ଥିତ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବନ୍ଧାଭୂଇଁ, ସଇଡା, ନଗିରା,…

Continue Readingବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ଉପକୃତ ହେଲେ ୮୦୦ରୁ ଅଧିକ ଉପାନ୍ତବାସୀ

ନିଜ ଅଫିସରୁ କମ୍ପ୍ୟୁଟର ଚୋରି କରି ବନ୍ଧା ହେଲେ କର୍ମଚାରୀ, କୋର୍ଟଚାଲାଣ କଲା କୋଲିୟରୀ ପୋଲିସ

ଅନୁଗୁଳ: ନିଜ ଅଫିସରୁ କମ୍ପ୍ୟୁଟର ଚୋରି କରି ବନ୍ଧା ହେଲେ କର୍ମଚାରୀ। ଗିରଫ ଯୁବକ ହେଲେ ରଜନୀକାନ୍ତ ମହାଳିକ (୨୪)। ସେ ଅଫିସ୍ କାର୍ଯ୍ୟରେ ବ୍ୟବହୃତ କମ୍ପ୍ୟୁଟର ଓ ଲାପଟପ ଚୋରି କରି ନେଇଥିଲେ। ଏ ନେଇ ଅଫିସ ପକ୍ଷରୁ କୋଲିୟରୀ…

Continue Readingନିଜ ଅଫିସରୁ କମ୍ପ୍ୟୁଟର ଚୋରି କରି ବନ୍ଧା ହେଲେ କର୍ମଚାରୀ, କୋର୍ଟଚାଲାଣ କଲା କୋଲିୟରୀ ପୋଲିସ

ଓପିଟିସିଏଲ ଯନ୍ତ୍ରୀଙ୍କ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବରେ କର୍ତ୍ତୃପକ୍ଷଙ୍କ କ୍ରମାଗତ ଉପେକ୍ଷା, ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାର ନିଗମ(ଓପିଟିସିଏଲ) ଯନ୍ତ୍ରୀ ସଂଘର ଭୁବନେଶ୍ବର, ଅନୁଗୁଳ, ବ୍ରହ୍ମପୁର, ବାଲେଶ୍ବର କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟକାରିଣୀ ବୈଠକ ଗତ ସପ୍ତାହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦୀର୍ଘ ବର୍ଷ ଧରି ନିଗମ କର୍ତ୍ତୃପକ୍ଷ ଦ୍ବାରା କ୍ରମାଗତ ଅବହେଳା…

Continue Readingଓପିଟିସିଏଲ ଯନ୍ତ୍ରୀଙ୍କ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବରେ କର୍ତ୍ତୃପକ୍ଷଙ୍କ କ୍ରମାଗତ ଉପେକ୍ଷା, ଆନ୍ଦୋଳନ ଚେତାବନୀ

ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ମୀନା ବଜାର ପଡ଼ିଆରେ ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ ହୋଇଛି। ଶେଷ ଦିବସରେ ମୁଖ୍ୟ ପୃଷ୍ଠପୋଷାକ ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ…

Continue Readingସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା