ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’

ଅନୁଗୁଳ: ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତରୁ। ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ହେଲେ ଆରୋନ ଫାଇନାନ୍ସର ପିଙ୍କି ନାଏକ। ଅଭିଯୋଗ ମୁତାବକ, ବୁଧବାର…

Continue Readingମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’

ମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର: ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ ବିଜେପିରେ ମିଶିବେ ୨ ରାଜ୍ୟସଭା ସାଂସଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଧାୟକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ସେହିପରି ବିଜେପି ରାଜ୍ୟ ପ୍ରଭାରୀ…

Continue Readingମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା

ବେଆଇନ ଗଞ୍ଜେଇ ଚାଷ ଉପରେ ବନ, ପୁଲିସ ଓ ଅବକାରି ବିଭାଗର ମିଳିତ ଚଢ଼ଉ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଅଞ୍ଚଳରେ ଜଙ୍ଗଲ ଓ ଗୋଚର ଜମିରୁ ପୁଲିସ,ଅବକାରୀ ଓ ବନ ବିଭାଗର ମିଳିତ ଚଢ଼ଉକରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ…

Continue Readingବେଆଇନ ଗଞ୍ଜେଇ ଚାଷ ଉପରେ ବନ, ପୁଲିସ ଓ ଅବକାରି ବିଭାଗର ମିଳିତ ଚଢ଼ଉ

ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ତାଳଚେର ବିଧାୟକ ଓ ଜମି ହରାଉଥିବା ପ୍ରଜାଙ୍କ ସଭାପତି: ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ଅନୁରୋଧ

ଅନୁଗୁଳ: ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା ଭବନ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ତାଙ୍କ ସହ ତାଳଚେରର ପ୍ରତ୍ୟେକ ଗ୍ରାମର ଜମି ହରାଉଥିବା ପ୍ରଜାଙ୍କ ସଭାପତି…

Continue Readingରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ତାଳଚେର ବିଧାୟକ ଓ ଜମି ହରାଉଥିବା ପ୍ରଜାଙ୍କ ସଭାପତି: ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ଅନୁରୋଧ

ମହୁମାଛି ଆକ୍ରମଣରେ ବାପ ପୁଅ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର କଲା ନାଲକୋ ମେଡିକାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀସ୍ଥିତ ୩ ନଂ ଗେଟ୍ ସାମ୍ନାରେ ମହୁମାଛି ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ବାପା ଲଳିତ ବିଶ୍ୱାଳ ଓ ପୁଅ ସ୍ୱସ୍ତିକ ବିଶ୍ୱାଳ। ସୂଚନା ମୁତାବକ,…

Continue Readingମହୁମାଛି ଆକ୍ରମଣରେ ବାପ ପୁଅ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର କଲା ନାଲକୋ ମେଡିକାଲ

ଜନଗହଳି ବଜାରସ୍ଥିତ ଶୌଚାଳୟର ଲୁହା ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ, କେହି ଜାଣିପାରିଲେନି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ରାମଚନ୍ଦ୍ର ବଜାରରେ ଥିବା ଶୌଚାଳୟର ଲୁହାଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ। ବୁଧବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛି। ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଥାନାରେ ଅଭିଯୋଗ…

Continue Readingଜନଗହଳି ବଜାରସ୍ଥିତ ଶୌଚାଳୟର ଲୁହା ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ, କେହି ଜାଣିପାରିଲେନି

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିତ୍ତ ଅଧିକାରୀଙ୍କ ପରଲୋକ

ଅନୁଗୁଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ବିତ୍ତ ଅଧିକାରୀ ସପନ କୁମାର ପାତ୍ରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଜି ପରଲୋକ ହୋଇଛି । ସୂଚନା ଅନୁଯାୟୀ ଶ୍ରୀ ପାତ୍ର ଦୀର୍ଘ ଦିନହେବ ଅସୁସ୍ଥ ଥିଲେ । ଗୁରୁବାର ସକାଳ ୯…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିତ୍ତ ଅଧିକାରୀଙ୍କ ପରଲୋକ

ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଘର ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ଦୁଃଖ ଜଣାଇଲେ ତାଳଚେର ବିଧାୟକ

ଅନୁଗୁଳ: ସମସ୍ୟା ସମାଧାନ ନ କରି ଜମି ହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ। ଏହାକୁ ବିରୋଧ କରି  ତାଳଚେର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ଦୁଃଖ ଜଣାଇଛନ୍ତି। ସୂଚନା ମୁତାବକ, ତାଳଚେରର କ୍ଷତିଗ୍ରସ୍ତ…

Continue Readingଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଘର ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ଦୁଃଖ ଜଣାଇଲେ ତାଳଚେର ବିଧାୟକ

ସ୍କୁଲ ବସ୍ ଚକା ତଳେ ଚାପି ହୋଇ ହେଲପର ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରଣ ଟାଙ୍ଗରସାହି ଠାରେ ଏକ ଶିଶୁ ମନ୍ଦିର ବସ୍ ଚକା ତଳେ ହେଲପରର ଜୀବନ ଯାଇଛି। ମୃତ ହେଲପର ହେଲେ କୋଶଳା ନାଥ ସାହିର ସୂର୍ଯ୍ୟକାନ୍ତ ନାଥ। ସୂଚନା ମୁତାବକ, ସବୁଦିନ ଭଳି ଆଜି…

Continue Readingସ୍କୁଲ ବସ୍ ଚକା ତଳେ ଚାପି ହୋଇ ହେଲପର ମୃତ

ପୁରୁଣାଗଡରୁ ବାରହା ଓ କୁଟୁରା ମାଂସ ଜବତ: ଜଣେ ଗିରଫ

ଅନୁଗୁଳ: ଆଜି ଅନୁଗୁଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପୁରଣାଗଡ ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଚଢ଼ାଉ କରି ୫୦ କିଲୋ ବାରହା ମାଂସ ଏବଂ ୬ କିଲୋ କୁଟୁରା ମାଂସ ସହ ପାଞ୍ଚ କେଜି ଜୀଆଇ…

Continue Readingପୁରୁଣାଗଡରୁ ବାରହା ଓ କୁଟୁରା ମାଂସ ଜବତ: ଜଣେ ଗିରଫ