ରାଜ୍ୟ ସ୍ତରୀୟ ରେଫରୀ ପ୍ରଶିକ୍ଷଣ ଶିବିରରେ ଅନୁଗୋଳ ଜିଲ୍ଲାରୁ ୩ ବିଚାରକ

ଅନୁଗୁଳ: ଚଳିତ ମାସ ୮ ତାରିଖ ଦିନ ରାଜ୍ୟ ସ୍ତରୀୟ ରେଫରୀ ପ୍ରଶିକ୍ଷଣ ଶିବିର ଜାତୀୟ ତାଇକଣ୍ଡୋ ଆସୋସିଏସନ୍ ଓଡିଶାର ସପାଂଦକ ରବି ନାରାୟଣ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଭଦ୍ରକ ଜିଲ୍ଲା ଚରମ୍ପା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ରେଫରୀ ପ୍ରଶିକ୍ଷଣ…

Continue Readingରାଜ୍ୟ ସ୍ତରୀୟ ରେଫରୀ ପ୍ରଶିକ୍ଷଣ ଶିବିରରେ ଅନୁଗୋଳ ଜିଲ୍ଲାରୁ ୩ ବିଚାରକ

ବନ୍ତଳାରେ ଗଜ ସାଥୀଙ୍କ ଦକ୍ଷତାବୃଦ୍ଧିି କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଗଜ ସାଥୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଅନୁଗୁଳ ବନଖଣ୍ଡ ଅଧିକାରୀ,ସ୍ନେହ ସଂସ୍ଥାର ପ୍ରତିନିଧି,ବନ୍ତଳା ରେଞ୍ଜ ଅଫିସର,ଗଜ ସାଥୀ ଅବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ…

Continue Readingବନ୍ତଳାରେ ଗଜ ସାଥୀଙ୍କ ଦକ୍ଷତାବୃଦ୍ଧିି କର୍ମଶାଳା

ଅଣ୍ଡା ଗୋଟାକୁ ୯ ଟଙ୍କା : ଆଳୁ ପରେ ଅଣ୍ଡା ଦର ଉପରମୁହାଁ, ଖାଉଟି ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ଦର ଦାମ୍। ଫଳରେ ଜିନିଷ କିଣିବା ବେଳେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ପୂର୍ବରୁ ଆଳୁ ଦର ଉପର ମୁହାଁ ହୋଇଥିବା ବେଳେ ଏବେ ଅଣ୍ଡା ଦର ଚିନ୍ତାର କାରଣ ପାଲଟିଛି। ଏବେ…

Continue Readingଅଣ୍ଡା ଗୋଟାକୁ ୯ ଟଙ୍କା : ଆଳୁ ପରେ ଅଣ୍ଡା ଦର ଉପରମୁହାଁ, ଖାଉଟି ହନ୍ତସନ୍ତ

କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ ଆଶିଷ ସିଂ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ। ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। କେନ୍ଦ୍ର ଗୃହ…

Continue Readingକେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ ଆଶିଷ ସିଂ

ଏଣିକି ସାତକୋଶିଆ ଜଙ୍ଗଲ ଜଗିବ ଏଆଇ କ୍ୟାମେରା, ଶିକାରୀ ପଶିବା ମାତ୍ରେ ବାଜିବ ସତର୍କ ଘଣ୍ଟି

ଅନୁଗୁଳ: ଏଣିକି ଜଙ୍ଗଲ ଜଗିବ ଏ.ଆଇ କ୍ୟାମେରା। ସାତକୋଶିଆ, ଅନୁଗୁଳ ଓ ଢେଙ୍କାନାଳ ବନଖଣ୍ଡରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା। ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ଦ୍ୱାରା ଜଙ୍ଗଲରେ ହେଉଥିବା ପ୍ରତିଟି ଗତିବିଧି ଉପରେ ଜିଲ୍ଲା ମୁଖ୍ୟାଳୟରେ…

Continue Readingଏଣିକି ସାତକୋଶିଆ ଜଙ୍ଗଲ ଜଗିବ ଏଆଇ କ୍ୟାମେରା, ଶିକାରୀ ପଶିବା ମାତ୍ରେ ବାଜିବ ସତର୍କ ଘଣ୍ଟି

ବଇଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଅଂଶ ଗ୍ରହଣ କଲେ ୩୦୦ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିର ପରିସରରେ ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀ ରବି ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଅନ୍ୟତମ…

Continue Readingବଇଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଅଂଶ ଗ୍ରହଣ କଲେ ୩୦୦ ଛାତ୍ରଛାତ୍ରୀ

କଣିହାଁରୁ ବିପୁଳ ଶିକାର ସାମଗ୍ରୀ ଜବତ

ଅନୁଗୁଳ: ଗତ ଶୁକ୍ରବାର କଣିହାଁ ରେଞ୍ଜ ଅଞ୍ଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଚାଲି ଥିବାବେଳେ ଟିଟ୍ରିମା ଶିଶୁ ମନ୍ଦିର ପଛପଟେ ବିପୁଳ ପରିମାଣର ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଦେଖି ସେସବୁକୁ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ…

Continue Readingକଣିହାଁରୁ ବିପୁଳ ଶିକାର ସାମଗ୍ରୀ ଜବତ

ଭୋଜି ବେଳେ ବଚସା: ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ ସାଙ୍ଗର ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସୋମନାଥପୁର ଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗାଁର ଏକ ପରିବାର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବୁଲା ପ୍ରଧାନ। ଅଭିଯୋଗ ଭିତ୍ତିରେ ପୋଲିସ କେସ୍…

Continue Readingଭୋଜି ବେଳେ ବଚସା: ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ ସାଙ୍ଗର ପରିବାର

ତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଅନୁଗୁଳ: ଆସନ୍ତା ଜାନୁଆରୀରେ ତାଳଚେରରେ ଅନୁଷ୍ଠିତ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ। କାର୍ଯ୍ୟକ୍ରମରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗଦେବେ।ଏ ନେଇ ଆଜି ଏକ ବୈଠକ ସ୍ଥାନୀୟ ଶର୍ମାଛକ ସ୍ଥିତ ଡଃ ସଂଜୀବ ରାଉତଙ୍କ…

Continue Readingତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଜାପାନୀ ଜ୍ଵର ନିରାକରଣ କାର୍ଯ୍ୟକ୍ରମ ଜୋରଦାର

ଅନୁଗୁଳ: ଗତ କାଲି (ଗୁରୁବାର) ଅନୁଗୁଳରେ ଜଣେ ଶିଶୁ ଜାପାନୀ ଜ୍ବରରେ ଆକ୍ରାନ୍ତ ହେବା ପରେ ସହରରେ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ଫଗିଂ ମେସିନ ଏବଂ ମଶା ତେଲ ପକାଯାଇ ମଶା ନିୟନ୍ତ୍ରଣ କରାଯାଉଛି। ତେବେ ମଣିଷ ବସ୍ତିରେ ଘୁଷୁରୀ…

Continue Readingଜାପାନୀ ଜ୍ଵର ନିରାକରଣ କାର୍ଯ୍ୟକ୍ରମ ଜୋରଦାର