ଦାୟିତ୍ୱ ଗ୍ରହଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଅନୁଗୁଳ ଗସ୍ତ: ମା’ ବାୟାଣୀ,ମା’ ହିଙ୍ଗୁଳା, ମା’ ବୁଢ଼ୀ ଠାକୁରାଣୀଙ୍କୁ କରିବେ ଦର୍ଶନ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦି ସରକାରଙ୍କ ତୃତୀୟ ପାଳିରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଜୁଲାଇ ୫ରେ ସେ ସମ୍ବଲପୁରରେ ପହଞ୍ଚି ସେଠାରୁ…

Continue Readingଦାୟିତ୍ୱ ଗ୍ରହଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଅନୁଗୁଳ ଗସ୍ତ: ମା’ ବାୟାଣୀ,ମା’ ହିଙ୍ଗୁଳା, ମା’ ବୁଢ଼ୀ ଠାକୁରାଣୀଙ୍କୁ କରିବେ ଦର୍ଶନ

ଗୋ ମାଂସ ଖାଇବାକୁ ଗାଈକୁ ପିଟିପିଟି ହତ୍ୟା, ୨ ଯୁବକ ଅଟକ

ଛେଣ୍ଡିପଦା: ଗାଈ ମାଂସ ଖାଇବାକୁ ଗୋ ହତ୍ୟା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବ୍ରାହ୍ମଣବିଲ ଗାଁରେ ଗୋ ମାଂସ ଖାଇବା ପାଇଁ ଖ୍ରୀଷ୍ଟ ଧର୍ମର କିଛି ଲୋକ ଏକ ଗାଈକୁ…

Continue Readingଗୋ ମାଂସ ଖାଇବାକୁ ଗାଈକୁ ପିଟିପିଟି ହତ୍ୟା, ୨ ଯୁବକ ଅଟକ

ଶୈଳ ଶ୍ରୀକ୍ଷେତ୍ର ରଥ ଯାତ୍ରା ନୀତି ନିର୍ଘଣ୍ଟ ଚୁଡାନ୍ତ

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ରଥଯାତ୍ରା ୨୦୨୪ ର ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଯାଇଛି।ଏଥିନେଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ରଥ ଯାତ୍ରା ଠାରୁ ସୁନାବେଶ ତଥା ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ସମସ୍ତ…

Continue Readingଶୈଳ ଶ୍ରୀକ୍ଷେତ୍ର ରଥ ଯାତ୍ରା ନୀତି ନିର୍ଘଣ୍ଟ ଚୁଡାନ୍ତ

ଦନ୍ତାର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଦାନ୍ତ କାଢ଼ି ବିକି ଦେଇଥିବା ଫରେଷ୍ଟର ଓ ଗାର୍ଡ ନିଲମ୍ବିତ, ଦୁଇ ହାତୀ ଦାନ୍ତ ଜବତ ଓ ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳର ପରା ସଂରକ୍ଷିତ ଜଙ୍ଗଲର ମାଙ୍କରକନ୍ଦା ନାଳରୁ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ଘଟଣାରେ ଜଣେ ଫରେଷ୍ଟର ଓ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ହାତୀ ଦାନ୍ତ ଚୋରି ଅଭିଯୋଗରେ ଜଣକୁ…

Continue Readingଦନ୍ତାର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଦାନ୍ତ କାଢ଼ି ବିକି ଦେଇଥିବା ଫରେଷ୍ଟର ଓ ଗାର୍ଡ ନିଲମ୍ବିତ, ଦୁଇ ହାତୀ ଦାନ୍ତ ଜବତ ଓ ଜଣେ ଗିରଫ

ରେଙ୍ଗାଳି ଡ୍ୟାମ୍‌ ସାଇଟ୍‌ର ବିକାଶ କରାଯିବ

ଅନୁଗୁଳ: ବ୍ରାହ୍ମଣୀ ନଦୀ ଉପରେ ସ୍ଥାପିତ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବନ୍ଧ ରେଙ୍ଗାଳି ଡ୍ୟାମ୍‌ ସାଇଟ୍‌ର ବିକାଶ କରାଯିବ। ଯାହା ଫଳରେ ଏହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବ। ଗତ ମଙ୍ଗଳବାର ଦିନ ଏହି ଡ୍ୟାମ୍‌ ସାଇଟ୍‌ ପରିଦର୍ଶନରେ ଯାଇଥିଲେ ଅନୁଗୁଳ…

Continue Readingରେଙ୍ଗାଳି ଡ୍ୟାମ୍‌ ସାଇଟ୍‌ର ବିକାଶ କରାଯିବ

ପୁଣି ଅନୁଗୁଳରେ କଳା ପଲସର ଆତଙ୍କ: ମହିଳାଙ୍କଠୁ ଝାମ୍ପି ନେଲେ ୨ ଭରିର ସୁନା ଚେନ୍

ଅନୁଗୁଳ : ପୁଣି ଅନୁଗୁଳରେ କଳା ପଲସର ଆତଙ୍କ। ଆଜି ସ୍ଥାନୀୟ ଫିସେରି ଅଫିସ ପାଖରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଅଦ୍ଵୈତ ନଗରରେ ରହୁଥିବା ବର୍ଷାରାଣୀ ସାଥୁଆ ମହାପାତ୍ର…

Continue Readingପୁଣି ଅନୁଗୁଳରେ କଳା ପଲସର ଆତଙ୍କ: ମହିଳାଙ୍କଠୁ ଝାମ୍ପି ନେଲେ ୨ ଭରିର ସୁନା ଚେନ୍

ତୁରଙ୍ଗ ଦୁର୍ଗା ବିହାରରୁ ଅଜଗର ଉଦ୍ଧାର

ଅନୁଗୁଳ: ଆଜି ଦିନ ବେଳା ତୁରଙ୍ଗ,ଦୁର୍ଗା ବିହାର ସ୍ଥିତ ଆର୍ କେ ପଟ୍ଟନାୟକଙ୍କ ଘରେ ଗୋଟେ ବଡ଼ ଅଜଗର ପଶି ଯାଇଥିଲା।ଭୟଭୀତ ପରିବାର ଲୋକେ ସର୍ପ ମିତ୍ର ଆଦିତ୍ୟ ବେହେରା,ପିଣ୍ଟୁ ବେହେରା ଏବଂ ବିଜୁ ଭୋଇଙ୍କୁ ଡାକିଥିଲେ। ସେମାନେ ତତକାଳ ପହଞ୍ଚି…

Continue Readingତୁରଙ୍ଗ ଦୁର୍ଗା ବିହାରରୁ ଅଜଗର ଉଦ୍ଧାର

ଜିଲ୍ଲା ସ୍ତରୀୟ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ

  ଅନୁଗୁଳ: ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ ହୋଇଛି। ୧.୭.୨୦୨୪ ଠାରୁ ୩୧.୦୮.୨୦୨୪ ଦୁଇ ମାସ ଧରି ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ ଆଶୀମାନଙ୍କ ଦ୍ବାରା ଘରକୁ ଘର ବୁଲି କରାଯିବ।…

Continue Readingଜିଲ୍ଲା ସ୍ତରୀୟ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ

ଅବ୍ୟବସ୍ଥାର ନଗ୍ନ ଚିତ୍ର! ଦେଢ଼ ମାସ ହେଲାଣି ମରାମତି ହେଉନି ଛେଳିଆପଡ଼ା ଟାୱାର ଲାଇନ, ପାଖାପାଖି ୧୫ କୋଟିରୁ ଅଧିକ କ୍ଷତି ସହିଲାଣି ରାଜ୍ୟ !!

ଅନୁଗୁଳ : ବିଦ୍ୟୁତ ସଞ୍ଚାରଣ କମ୍ପାନୀର ଅପାରଗତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ। ଏଠାରେ ମେ' ମାସଠାରୁ ଝଡ଼ରେ ଭାଙ୍ଗିଥିବା ଟାୱାରର ମରାମତି ଆଜି ଯାଏଁ ହୋଇପାରିନି। ଫଳରେ ରାଜ୍ୟକୁ ମଧ୍ୟ ମାସିକ ପ୍ରାୟ ୧୫ କୋଟି…

Continue Readingଅବ୍ୟବସ୍ଥାର ନଗ୍ନ ଚିତ୍ର! ଦେଢ଼ ମାସ ହେଲାଣି ମରାମତି ହେଉନି ଛେଳିଆପଡ଼ା ଟାୱାର ଲାଇନ, ପାଖାପାଖି ୧୫ କୋଟିରୁ ଅଧିକ କ୍ଷତି ସହିଲାଣି ରାଜ୍ୟ !!

ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଓକିଲ ସଂଘର ଶୋକ ସଭା

  ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଶୋକ ସଭା ଆୟୋଜିତ ହୋଇଛି। ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ଜଜ କୋର୍ଟ ଚାମ୍ବରରେ ଆୟୋଜିତ ଶୋକ…

Continue Readingବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଓକିଲ ସଂଘର ଶୋକ ସଭା