ସ୍କୁଲ ଛାତ୍ର ପରିଶ୍ରାଗାରରେ ଦୁଇ ଘଣ୍ଟା ବନ୍ଦୀ

ଅନୁଗୁଳ: ଅନୁଗୁଳ ଗନ୍ଧୀମାର୍ଗ ସ୍ଥିତ ଏକ ଓଡ଼ିଆ ଘରୋଇ ସ୍କୁଲରେ ଅଘଟଣ।ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ପରିଶ୍ରାଗାରରେ ଥିବା ବେଳେ କେହି ଜଣେ କବାଟ କିଳୀ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ସ୍କୁଲ ରିସେଶରେ ତୃତୀୟ ଶ୍ରେଣୀର ଏହି ଛାତ୍ର…

Continue Readingସ୍କୁଲ ଛାତ୍ର ପରିଶ୍ରାଗାରରେ ଦୁଇ ଘଣ୍ଟା ବନ୍ଦୀ

କଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

  କଣିହାଁ : ସ୍ଥାନୀୟ କଣିହାଁ ବ୍ଲକସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ ଯନ୍ତ୍ରୀଙ୍କୁ ସୋମବାର ବିଶାଖାପାଟଣା ପୋଲିସ ଉଠାଇ ନେଇଛି। ଯନ୍ତ୍ରୀ ଜଣକ ହେଲେ ନରଭl ଆପର (୩୬)। ସୂଚନା ମୁତାବକ, ନରଭl ଆପରଙ୍କ ନାଁରେ ପାରିବାରିକ…

Continue Readingକଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

ଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅନୁଗୁଳବାସୀ ଅସନ୍ତୋଷ: ଇଲେକ୍ଟ୍ରି ଅଫିସରେ ତାଲା ପକାଇଲା ଜିଲ୍ଲା କଂଗ୍ରେସ କମିଟି

ଅନୁଗୁଳ : ଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଗୁଳବାସୀ। ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଟିପିସିଓଡିଏଲ କାର୍ଯ୍ୟାଳୟରେ ପଶି ହଙ୍ଗାମା କରିବା ସହ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ସୂଚନାଯୋଗ୍ୟ ଯେ, କାରଖାନା ଯନ୍ତ୍ରାଂଶ…

Continue Readingଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅନୁଗୁଳବାସୀ ଅସନ୍ତୋଷ: ଇଲେକ୍ଟ୍ରି ଅଫିସରେ ତାଲା ପକାଇଲା ଜିଲ୍ଲା କଂଗ୍ରେସ କମିଟି

ଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

  ଅନୁଗୁଳ: ଆଜି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ମହାପ୍ରଭୁଙ୍କ ଚକା ବିଜେ ନୀତି। ଅନବସର ଦଶମୀ ତିଥିରେ ଶ୍ରୀଜିଉମାନଙ୍କର ଚକା ବିଜେ ନୀତି ହୋଇଥାଏ। ଅନବସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଏବେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଆୟୋଜିତ, ଆଗାମୀ ୪ ବର୍ଷ ପାଇଁ ନିର୍ବାଚିତ ହେଲେ କର୍ମକର୍ତ୍ତା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଓ ଆଗାମୀ ୪ ବର୍ଷ ପାଇଁ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଂଘର ସଭାପତି ଭାବେ ପର୍ଶୁରାମ ଦାଶ, ସମ୍ପାଦକ ଭାବେ ବିଶ୍ୱଜିତ୍ ହୋତା ନିର୍ବାଚିତ…

Continue Readingଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଆୟୋଜିତ, ଆଗାମୀ ୪ ବର୍ଷ ପାଇଁ ନିର୍ବାଚିତ ହେଲେ କର୍ମକର୍ତ୍ତା

ଅନୁଗୁଳରେ ସେକ୍ସ ରାକେଟ୍ ଠାବ: ୪ ଅଭିଯୁକ୍ତ ଗିରଫ, ୨ ରୂପଜୀବୀ ଉଦ୍ଧାର

ଅନୁଗୁଳ: ଅନୁଗୁଳରେ ଚେର ଲମ୍ବାଇଥିବା ସେକ୍ସ ରାକେଟ୍ ଗ୍ୟାଙ୍ଗକୁ ଧରିଲା ପୋଲିସ। ଗତ ଶନିବାର ସନ୍ଧ୍ୟାରେ ଅନୁଗୁଳ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଦନମୋହନପଡ଼ା ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ…

Continue Readingଅନୁଗୁଳରେ ସେକ୍ସ ରାକେଟ୍ ଠାବ: ୪ ଅଭିଯୁକ୍ତ ଗିରଫ, ୨ ରୂପଜୀବୀ ଉଦ୍ଧାର

ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ଅନୁଗୁଳ: ଭାରତ ବିକାଶ ପରିଷଦର ଅଖିଳ ଭାରତୀୟ ପ୍ରତିଷ୍ଠାତା ସ୍ଵପ୍ନଦର୍ଶୀ ଡ଼ା ସୁରଜ୍ ପ୍ରକାଶ ଜିଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ଅନୁଗୁଳ ଶାଖା ଆନୁକୁଲ୍ୟରେ ମାରୱାଡ଼ି ଯୁବା ଭବନ ଠାରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି…

Continue Readingଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ମିରାନୀୟା ଫିଲିଂ ଷ୍ଟେସନରୁ ପେଟ୍ରୋଲ ବଦଳରେ ବାହାରୁଚି ପାଣି !!

ଅନୁଗୁଳ: ଅନୁଗୁଳ ସହର କଳିଙ୍ଗ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା ମିରାନୀୟା ଫିଲିଂ ଷ୍ଟେସନରୁ ପାଣି ମିଶା ପେଟ୍ରୋଲ ବାହାରୁ ଥିବା ନେଉ କିଛି ଗ୍ରାହକ ଏଟିଭି ନିକଟରେ ଅଭିଯୋଗ କରିଛନ୍ତି। ଅନୁଗୁଳ ଟାଉନର ଶିବାଜି ଦାସ, କୁଶାସିଙ୍ଗାର ବଳରାମ ଭୁତିଆ…

Continue Readingମିରାନୀୟା ଫିଲିଂ ଷ୍ଟେସନରୁ ପେଟ୍ରୋଲ ବଦଳରେ ବାହାରୁଚି ପାଣି !!

ରବିବାର ରାତି ୧୨ ଟାରୁ ସୋମବାର ସକାଳ ୧୦ ଟା ଯାଏଁ ଅନୁଗୁଳରେ କଟିବ ଲାଇନ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ଅନୁଗୁଳ: ନାଲକୋ ଠାରୁ ଜିନ୍ଦଲ ପର୍ଯ୍ୟନ୍ତ ୮ ଗୋଟି କାରଖାନା ଯନ୍ତ୍ରାଂଶ ବୋଝେଇ ଭାରୀ ଯାନ ଯିବା ପାଇଁ ଆଜି ରବିବାର ରାତି ୧୨ ଟାରୁ ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ l ଏ…

Continue Readingରବିବାର ରାତି ୧୨ ଟାରୁ ସୋମବାର ସକାଳ ୧୦ ଟା ଯାଏଁ ଅନୁଗୁଳରେ କଟିବ ଲାଇନ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ ! ୨୦୨୮ ଭିତରେ ଭାରତୀୟ ମହାକାଶ ଷ୍ଟେସନର ହେବ ପ୍ରଥମ ପର୍ଯ୍ୟାୟ

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ମହାକାଶ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ନିର୍ମାଣ ହେବ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍ ସୋମନାଥ। ସେ କହିଛନ୍ତି, ଭାରତ ଏବେ ନିଜର ମହାକାଶ ଷ୍ଟେସନ୍ ନିର୍ମାଣ କରିବାକୁ…

Continue Readingଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ ! ୨୦୨୮ ଭିତରେ ଭାରତୀୟ ମହାକାଶ ଷ୍ଟେସନର ହେବ ପ୍ରଥମ ପର୍ଯ୍ୟାୟ