ମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ
ବନ୍ତଳା: ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତ ବଡବାହାଳ ଗ୍ରାମକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳା ମାନେ ଏକତ୍ର ହୋଇ ଗ୍ରାମରେ ଏକ ସଭା କରିଛନ୍ତି। ସୂଚନା ଯେ, ଆଜକୁ କିଛିଦିନ ତଳେ କିଛି ଫାଇନାନ୍ସ କମ୍ପାନୀ ଗାଁକୁ ଆସି ଗ୍ରାମର…
ବନ୍ତଳା: ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତ ବଡବାହାଳ ଗ୍ରାମକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳା ମାନେ ଏକତ୍ର ହୋଇ ଗ୍ରାମରେ ଏକ ସଭା କରିଛନ୍ତି। ସୂଚନା ଯେ, ଆଜକୁ କିଛିଦିନ ତଳେ କିଛି ଫାଇନାନ୍ସ କମ୍ପାନୀ ଗାଁକୁ ଆସି ଗ୍ରାମର…
ଅନୁଗୁଳ: ରାଣୀଗୋଡା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ସୋମବାର ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବାରାତ୍ ଶୋଭାଯାତ୍ରା ସକାଳ ପ୍ରାୟ ୧୧ ଟା ବେଳେ ମନ୍ଦିରରୁ ବାହାରି ପ୍ରଥମେ ବର ପକ୍ଷଙ୍କ ଘରକୁ ଓ ପରେ କନ୍ୟା ଘରକୁ ଯାଇ…
ତାଳଚେର: ତାଳଚେର ମଣ୍ଡାପାଳସ୍ଥିତ ସରକାରୀ ଚିକିତ୍ସାଳୟରେ ଆଜି ଅଲଟ୍ରା ସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘବର୍ଷ ଦାବି ପରେ ଏହି ମେସିନ୍ ଅଣାଯାଇଥିଲେ ମଧ୍ୟ ଟେକନିସିଆନ୍ ଓ ଡାକ୍ତର ଅଭାବରୁ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି ମେସିନ କାର୍ଯ୍ୟକ୍ଷମ ହେବାରୁ ୧୫…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆଉ କୃଷକଙ୍କ କଲ୍ୟାଣ ନିମନ୍ତେ ନିଜର ପ୍ରଥମ ଫାଇଲ୍ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ପିଏମ୍ କିସାନ ନିଧି’ର ୧୭ତମ କିସ୍ତିରେ ୨୦ ହଜାର…
ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିରେ ଗତକାଲି ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇ ଆଜି ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ମୃଦୁଳା…
ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ। କେବଳ ଔପଚାରିକତା ବାକି ଥିବା କୁହାଯାଉଛି। ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି…
ତାଳଚେର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ତାଳଚେରର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାରେ ସମୁଦାୟ ୮୬ ପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଜ୍ଞା…
ଅନୁଗୁଳ: ଅନୁଗୁଳ ଓ ତାଳଚେରର ପ୍ରସିଦ୍ଧ ଗାର୍ମେଣ୍ଟସ୍ ବିକ୍ରେତା ଏସ୍ଏନ୍କେ ରୟାଲ ପକ୍ଷରୁ ରଜ ଅଫର ଘୋଷଣା କରାଯାଇଛି। ଏହି ଅଫର ମୁତାବକ ରଜ ପର୍ବ ପାଇଁ ୧୫ ହଜାର ଟଙ୍କାର ପୋଷାକ ବା ଶାଢ଼ି ଆଦି କିଣିଲେ ୩ ହଜାର…
ଭୁବନେଶ୍ୱର: ଆଇସିଏମଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁଟ୍ରିସନରେ ଖାଲି ପଡ଼ିଛି ଅନେକ ପଦବୀ। ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ ଏବଂ ଲାବ୍ରୋଟାରୀ ଆଟେଡାଣ୍ଟ ପଦବୀରେ ଭର୍ତ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ। ଆବେଦନ କରିବାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ବିଂଶତମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଂସ୍କୃତ ମହାବିଦ୍ୟାଳୟ ଠାରେ ବ୍ୟୋମକେଶ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ସଭାରେ ଜିଲ୍ଲାର କୋଣ ଅନୁକୋଣରୁ ସଭ୍ୟମାନେ ଉପସ୍ଥିତ ରହି ବ୍ରାହ୍ମଣ ମହାସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ। ଏ…