ଟ୍ରକ ଚାଳକକୁ ମାଡ଼ ମାରି ଲୁଟ୍ ଅଭିଯୋଗ, ଦୁଇ ଜଣଙ୍କୁ ଗିରଫ କଲା କଣିହାଁ ପୋଲିସ

  କଣିହାଁ: ଟ୍ରକ ଚାଳକକୁ ମାଡ଼ ମାରି ଲୁଟୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କଣିହାଁ ଥାନା ପୋଲିସ। ସୂଚନା ମୁତାବକ, ଠିକା ସଂସ୍ଥା ହିଙ୍ଗୁଳା ଟ୍ରାନ୍ସପୋର୍ଟର ଟ୍ରକ୍ ( ସିଜି ୦୪ ଏମ୍ ଇ…

Continue Readingଟ୍ରକ ଚାଳକକୁ ମାଡ଼ ମାରି ଲୁଟ୍ ଅଭିଯୋଗ, ଦୁଇ ଜଣଙ୍କୁ ଗିରଫ କଲା କଣିହାଁ ପୋଲିସ

ବାପା ଛେଉଣ୍ଡ ମନୋଜଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅନୁଗୁଳ ବିଧାୟକଙ୍କ ପତ୍ନୀ ସରିତା ପ୍ରଧାନ, ରାସନ କାର୍ଡ ଓ ଗୃହ ପାଇଁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଅସହାୟକୁ ସହାୟତାର ହାତ ବଢ଼ାଇଛନ୍ତି ନବନିର୍ବାଚିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ସରିତା ପ୍ରଧାନ। ବାପ ଛେଉଣ୍ଡ ସ୍କୁଲ ପିଲାର ଦୁଃଖ ବୁଝିବା ସହିତ ତା' ପାଠପଢ଼ା ଓ ରହିବା ପାଇଁ ଘରଟିଏ ତିଆରି କରିବାକୁ ସେ…

Continue Readingବାପା ଛେଉଣ୍ଡ ମନୋଜଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅନୁଗୁଳ ବିଧାୟକଙ୍କ ପତ୍ନୀ ସରିତା ପ୍ରଧାନ, ରାସନ କାର୍ଡ ଓ ଗୃହ ପାଇଁ ଦେଲେ ପ୍ରତିଶ୍ରୁତି

ଓଡ଼ିଶା ପ୍ରବେଶ କଲା ମୌସୁମୀ ବାୟୁ

ଭୁବନେଶ୍ୱର: ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ରାଜ୍ୟରେ ପ୍ରବେଶ କରିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତ ମେ' ୩୦ ତାରିଖରେ କେରଳ ଉପକୂଳ ଛୁଇଁଥିଲା…

Continue Readingଓଡ଼ିଶା ପ୍ରବେଶ କଲା ମୌସୁମୀ ବାୟୁ

ନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ନବୀନଙ୍କ ବିଜେଡିର ମଙ୍ଗ?

ଭୁବନେଶ୍ବର: ନବୀନ ନିବାସରେ ଅରୁଣ ପଟ୍ଟନାୟକ। ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ହେଉଛନ୍ତି ଅରୁଣ। ସେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ତେବେ ବିଜେଡି ହାରିବା ପରେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।…

Continue Readingନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ନବୀନଙ୍କ ବିଜେଡିର ମଙ୍ଗ?

ପରାଜୟକୁ ସାଦରରେ ଗ୍ରହଣ କରୁଛୁ, ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନିର୍ବାଚନରେ ପରାଜୟ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି, ନିର୍ବାଚନରେ ହାର ଜିତ ଥାଏ, ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ। ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋ ଉପରେ…

Continue Readingପରାଜୟକୁ ସାଦରରେ ଗ୍ରହଣ କରୁଛୁ, ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ : ନବୀନ ପଟ୍ଟନାୟକ

ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନ କର୍ମୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଅନୁଗୁଳ: ହାତୀ ନେଲା ଆଉ ଏକ ଜୀବନ। ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି। ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଆଜି ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସୂଚନା…

Continue Readingପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନ କର୍ମୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଶପଥ ପାଠ ଉତ୍ସବ ପାଇଁ ସଜେଇ ହେଲାଣି ଜନତା ମୈଦାନ

ଭୁବନେଶ୍ୱର: ସୋମବାର ଅର୍ଥାତ ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ ଦଳ ବୈଠକ। ଏଥିରେ ନୂଆ ବିଧାୟକ ଦଳ ନେତା ଚୟନ କରାଯିବ। ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି…

Continue Readingଶପଥ ପାଠ ଉତ୍ସବ ପାଇଁ ସଜେଇ ହେଲାଣି ଜନତା ମୈଦାନ

ଅନୁଗୁଳରେ ରକ୍ତ ଭଣ୍ଡାର ସମସ୍ୟାର ସମାଧାନ ପ୍ରସଙ୍ଗରେ ସିଡିଏମଓଙ୍କୁ ଦାବିପତ୍ର, ରକ୍ତଦାନ ଶିବିର ଆୟୋଜନ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ ନ ହେବାରୁ ତଥା ରକ୍ତଭଣ୍ଡାରର ରକ୍ତର ଅଭାବ ହେବା କାରଣରୁ ରକ୍ତଟିଏ ନ ପାଇ ରୋଗୀ ହନ୍ତସନ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନୁଷ୍ଠାନଙ୍କୁ…

Continue Readingଅନୁଗୁଳରେ ରକ୍ତ ଭଣ୍ଡାର ସମସ୍ୟାର ସମାଧାନ ପ୍ରସଙ୍ଗରେ ସିଡିଏମଓଙ୍କୁ ଦାବିପତ୍ର, ରକ୍ତଦାନ ଶିବିର ଆୟୋଜନ କରିବାକୁ ଆହ୍ୱାନ

ଅନ୍ଧାରରେ ହାତୀକୁ ପିଟିଲା ବାଇକ୍, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଲବଙ୍ଗି ଗ୍ରାମରେ ଗୁରୁବାର ରାତିରେ ହାତୀ ସାମ୍ନାକୁ ଆସିଯିବାରୁ ବାଇକରୁ ପଡ଼ିହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଲବଙ୍ଗି ଗ୍ରାମର ଦୁଇଜଣ ବ୍ୟକ୍ତି…

Continue Readingଅନ୍ଧାରରେ ହାତୀକୁ ପିଟିଲା ବାଇକ୍, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି
Read more about the article କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ଚର୍ଚ୍ଚାରେ ଏସବୁ ଚେହେରା
{"fte_image_ids":[],"remix_data":[],"source_tags":[],"source_ids":{},"source_ids_track":{},"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"addons":4,"crop":1},"is_sticker":false,"edited_since_last_sticker_save":true,"containsFTESticker":false}

କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ଚର୍ଚ୍ଚାରେ ଏସବୁ ଚେହେରା

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ(ବିଜେଡି) ଶାସନର ଦୁର୍ଗର ପତନ ଘଟିଛି। ଏବେ ଓଡ଼ିଶାରେ ପ୍ରଥମ ଥର ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଘୋଷଣା ଅନୁଯାୟୀ,…

Continue Readingକିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ଚର୍ଚ୍ଚାରେ ଏସବୁ ଚେହେରା