ନିଯୁକ୍ତି ଓ ଥଇଥାନ ଦାବିରେ ଖଣି ବନ୍ଦ ଆନ୍ଦୋଳନ କଲେ କର୍ମଚାରୀ, ପ୍ରତିଶ୍ରୁତି ପରେ ସ୍ଥଗିତ
କଣିହାଁ: ଏମସିଏଲର କଣିହାଁ କୋଇଲା ଖଣି କ୍ଷେତ୍ର ଗୋପାଳଜୀ କୋଇଲା ଖଣି ଦ୍ଵାରା କଂସମୁଣ୍ଡା ଗ୍ରାମର କ୍ଷତିଗ୍ରସ୍ତ ପରିବାର ନିଯୁକ୍ତି ଓ ଥଇଥାନ ଦାବିରେ ଗୁରୁବାର ପୂର୍ବାହ୍ନରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଏଥି ଯୋଗୁଁ ଖଣିରୁ କୋଇଲା ପରିବହନ ଓ…
