ବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ତାଳଚେର: ବିଭିନ୍ନ ଦାବି ନେଇ ତାଳଚେର ଅଖିଳ ଭାରତୀୟ ରେଳ ଚାଳକ ସଂଘ ପକ୍ଷରୁ ତାଳଚେର ଷ୍ଟେସନ ଠାରେ ଥିବା ଚାଳକ ନିୟନ୍ତ୍ରକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ମସିହାରୁ ବେଆଇନ ଭାବେ ବନ୍ଦ କରାଯାଇଥିବା…

Continue Readingବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ନାଲକୋ ପାଇପ୍ ଫାଟି ଚାଷ ଜମିରେ ମାଡ଼ିଲା ପାଉଁଶ, କ୍ଷତିରେ କୃଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ଦେଇ ତାଳଚେର ଅଞ୍ଚଳର କୋଇଲା ଖଣିରେ ଆସ୍ ପାଇପ ଲାଇନ୍ ଫାଟି ଯାଇଛି। ଫଳରେ ଚାଷ ଜମିରେ ଏହି ପାଉଁଶ ମାଡ଼ିଯାଇଛି। ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ପିଙ୍ଗୁଆ ଗ୍ରାମ…

Continue Readingନାଲକୋ ପାଇପ୍ ଫାଟି ଚାଷ ଜମିରେ ମାଡ଼ିଲା ପାଉଁଶ, କ୍ଷତିରେ କୃଷକ

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ର ତାପ, ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ୪୪ ଡିଗ୍ରୀରୁ ଉର୍ଦ୍ଧ୍ୱ ରହୁଛି । ସକାଳ ୮ ଘଟିକା ସମୟରୁ ଘରୁ ବାହାରକୁ ବାହାରି ହେଉ…

Continue Readingତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଅନୁଗୁଳ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଥିବା ଶ୍ରେଷ୍ଠ ବାଳକ ଓ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ଅବଦଲ ଏମ. ଅଖତର। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳରେ ଉତ୍କର୍ଷତା ଲାଭ କରିଥିବା ଖମାରର ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠର ରତିକାନ୍ତ ପ୍ରଧାନ ଓ ଶୁଭଦର୍ଶିନୀ ସାହୁଙ୍କୁ…

Continue Readingଅନୁଗୁଳ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଥିବା ଶ୍ରେଷ୍ଠ ବାଳକ ଓ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଶିଣା ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରେଢ଼ାଖୋଲ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକ ହେଲେ ପ୍ରତାପପୁର ଗ୍ରାମର ସିପୁନ ନାଗ (୨୩ )। ତାଙ୍କ ମୃତ୍ୟୁର କାରଣ…

Continue Readingରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସାମ୍ବାଦିକ ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଅନୁଗୁଳ: ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ମଙ୍ଗଳବାର ରକ୍ତଦାନ ଭବନରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ମୋଟ ୩୦…

Continue Readingସାମ୍ବାଦିକ ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଶିବିର

କୂଅକୁ ଗାଧୋଇବାକୁ ଯିବା ସମୟରେ କରେଣ୍ଟ ଲାଗି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁକତୁଙ୍ଗା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ରବୀନ୍ଦ୍ର ସାହୁଙ୍କ ପୁଅ ମହେଶ୍ବର ସାହୁ (୨୯)। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୭ଟା ସମୟରେ ଅଗଣାରେ…

Continue Readingକୂଅକୁ ଗାଧୋଇବାକୁ ଯିବା ସମୟରେ କରେଣ୍ଟ ଲାଗି ଯୁବକ ମୃତ

ବୁଧବାରଠୁ ବଇଣ୍ଡାରେ ଚନ୍ଦନ ଯାତ୍ରା: ୫ ଦିନ ମଦ ବିକ୍ରି ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ବୁଧବାର ଠାରୁ ଆରମ୍ଭ ହେବ ଚନ୍ଦନ ଯାତ୍ରା। ବିଶେଷ କରି ଗୋଟିଏ ଦିନ ଯାତ୍ରା ସହ ୪ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକ୍ରମରେ…

Continue Readingବୁଧବାରଠୁ ବଇଣ୍ଡାରେ ଚନ୍ଦନ ଯାତ୍ରା: ୫ ଦିନ ମଦ ବିକ୍ରି ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ଜାତୀୟସ୍ତରୀୟ ମାଷ୍ଟର୍ସ ଗେମ୍ସରେ ବାଜି ମାରିଲେ ଅନୁଗୁଳର ପ୍ରକାଶ, ଏକାଥରେ ହାତେଇଲେ ୪ଟି ସ୍ଵର୍ଣ୍ଣ ପଦକ

ଅନୁଗୁଳ: ପ୍ୟାନ ଇଣ୍ଡିଆ ମାଷ୍ଟର୍ସ ଗେମ୍ସ ଫେଡେରେସନ ତରଫରୁ ହାଇଦ୍ରାବାଦ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଜାତୀୟ ଫେଡେରେସନ କପରେ ଅନୁଗୁଳର ଖ୍ୟାତିସମ୍ପନ୍ନ କ୍ରୀଡାବିତ୍ ପ୍ରକାଶ ଗଡ଼ନାୟକ ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ…

Continue Readingଜାତୀୟସ୍ତରୀୟ ମାଷ୍ଟର୍ସ ଗେମ୍ସରେ ବାଜି ମାରିଲେ ଅନୁଗୁଳର ପ୍ରକାଶ, ଏକାଥରେ ହାତେଇଲେ ୪ଟି ସ୍ଵର୍ଣ୍ଣ ପଦକ

ଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହରେ ୩ ଦିନ କରିପାରିବେ ଯାତ୍ରା

ଭୁବନେଶ୍ୱର: ଏବେ ଭୁବନେଶ୍ୱରରୁ ମାଲେସିଆକୁ ଉଡ଼ିବ ବିମାନ। ଆଜିଠାରୁ ଭୁବନେଶ୍ବର ବିମାନବନ୍ଦରରୁ ମାଲେସିଆ କୁଆଲାଲମ୍ପୁର ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ ସଂସ୍ଥା ଏୟାର ଏସିଆ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ,…

Continue Readingଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହରେ ୩ ଦିନ କରିପାରିବେ ଯାତ୍ରା