ସାତ ଟଙ୍କା ଚୋରି କରି ସତୁରି ପାହାର ଖାଇଲା ଚୋର

ଅନୁଗୁଳ: ଆଜି ସକାଳ ପ୍ରାୟ ସାତ ଟା ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିରରୁ ଚୋରି କରି ଚୋର ଜଣକ ନିର୍ଦ୍ଧୁମ ଛେଚା ଖାଇଥିବା ଜଣାପଡିଛି। ଘଟଣାଟି ହେଲା ପ୍ରତିଦିନ ଲକ୍ଷ୍ମୀ ମନ୍ଦିରରେ ସକାଳ ଧୂପ ଲାଗି ବେଳେ ପରଦା…

Continue Readingସାତ ଟଙ୍କା ଚୋରି କରି ସତୁରି ପାହାର ଖାଇଲା ଚୋର

କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ତାଳଚେର: କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ । ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଧନତେରସରେ ଏହି ଚଢ଼ାଉ ଓଜନ ମାପ ,…

Continue Readingକୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ଏସଏନ୍‌କେ ରୟାଲରେ ଦୀପାବଳି ଧମାକା: ସବୁ ସାମଗ୍ରୀ ଉପରେ ମିଳୁଛି ୧୦ ପ୍ରତିଶତ ରିହାତି

  ଅନୁଗୁଳ: ଦୀପାବଳି ଅବସରରେ ଏସଏନ୍‌‌କେ ରୟାଲ ଶର୍ମା ଛକ ତାଳଚେର ଓ ଗାନ୍ଧୀମାର୍ଗ ଅନୁଗୁଳ ପକ୍ଷରୁ ଗ୍ରାହକଙ୍କ ପାଇଁ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ସ୍ପେଶାଲ ଅଫର‌ ଦିଆଯାଉଛି। ଗ୍ରାହକମାନେ ଏସଏନ୍‌କେ ରୟାଲର ତାଳଚେର…

Continue Readingଏସଏନ୍‌କେ ରୟାଲରେ ଦୀପାବଳି ଧମାକା: ସବୁ ସାମଗ୍ରୀ ଉପରେ ମିଳୁଛି ୧୦ ପ୍ରତିଶତ ରିହାତି

ନିଜ ଗାଡ଼ି ଚକା ତଳେ ଗଲା ପ୍ରାଣ! ହମ୍ପସରେ ଡେଇଁ ଗାଡ଼ିରୁ ଖସି ପଡ଼ିଥିବା ଚାଳକଙ୍କ ଉପରେ ଚଢ଼ିଗଲା ନିଜ ଟ୍ରାକ୍ଟର, ଚାଲିଗଲା ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ପଞ୍ଚାୟତ ବଣୁଆସାହିର ତ୍ରିଲୋଚନ ସାହୁଙ୍କ ପୁଅ ନରହରି ସାହୁ (୩୭)। ଖବର ଅନୁସାରେ,…

Continue Readingନିଜ ଗାଡ଼ି ଚକା ତଳେ ଗଲା ପ୍ରାଣ! ହମ୍ପସରେ ଡେଇଁ ଗାଡ଼ିରୁ ଖସି ପଡ଼ିଥିବା ଚାଳକଙ୍କ ଉପରେ ଚଢ଼ିଗଲା ନିଜ ଟ୍ରାକ୍ଟର, ଚାଲିଗଲା ଜୀବନ

ଲଗାଣ ବର୍ଷା ଯୋଗୁ ଦୋକାନରେ ଇଲେକ୍ଟ୍ରିକ ଚାର୍ଜ: ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଲିକଙ୍କ ମୃତ୍ୟୁ

ଅନୁଗୁଳ: ଦୋକାନ ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ସନାତନ ସାହୁଙ୍କ ପୁଅ…

Continue Readingଲଗାଣ ବର୍ଷା ଯୋଗୁ ଦୋକାନରେ ଇଲେକ୍ଟ୍ରିକ ଚାର୍ଜ: ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଲିକଙ୍କ ମୃତ୍ୟୁ

ସ୍ବେଚ୍ଛାସେବୀଙ୍କ ମହାନତା! ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି

  ଅନୁଗୁଳ: ସ୍ବେଚ୍ଛାସେବୀଙ୍କ ମହାନତା। ଅସହାୟ ବୃଦ୍ଧାଙ୍କୁ କଲେ ଉଦ୍ଧାର। ଅନୁଗୁଳ ଜିଲ୍ଲାର ଜଣାଶୁଣା ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ ଆଜି ପିଟିସି ଛକ ରାଜ ହୋଟେଲ ପାଖରେ ଏକ ଦୋକାନ ସାମ୍ନାରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ହସ୍ପିଟାଲରେ…

Continue Readingସ୍ବେଚ୍ଛାସେବୀଙ୍କ ମହାନତା! ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି

ଅନୁଗୁଳରେ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜିତ, ସଚେତନ କଲେ ସ୍ବାସ୍ଥ୍ୟ କର୍ମୀ

  ଅନୁଗୁଳ: ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା…

Continue Readingଅନୁଗୁଳରେ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜିତ, ସଚେତନ କଲେ ସ୍ବାସ୍ଥ୍ୟ କର୍ମୀ

ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ: ଅନୁଗୁଳରେ ପଥ ଉତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ଅନୁଗୁଳ: ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ। କିଏ ରାସ୍ତାରେ ଝୋଟି, ରଙ୍ଗୋଲି ପକାଉଥିଲା ତ ଆଉ କିଏ ଯୋଗ, କରାଟେ, ଟାଇକୋଣ୍ଡ ଆଦି ଶିଖାଉଥିଲା। ରାସ୍ତାକୁ ଏକ ପ୍ରକାରର କବଜା କରିନେଇଥିଲେ କୁନି କୁନି ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ…

Continue Readingରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ: ଅନୁଗୁଳରେ ପଥ ଉତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ, ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ପୁରୀ: ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ। ଆଉ ଲୋକଙ୍କୁ କାଠ ନୁହେଁ, ବରଂ ଘଷିରେ ସତ୍କାର କରିବେ ପରିଜନ। ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା…

Continue Readingଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ, ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ତାଳଚେରର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ IAS ତେଜସ୍ୱିନୀ ବେହେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପୌର ପରିଷଦରେ ଆଜି ନୂତନ ନିର୍ବାହୀ ଅଧିକାରୀ ଭାବେ IAS ତେଜସ୍ୱିନୀ ବେହେରା ଯୋଗଦାନ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସୁଶ୍ରୀ ବେହେରା ତାଳଚେର ପୌର ପରିଷଦରେ ପହଞ୍ଚି ନିର୍ବାହୀ ଅଧିକାରୀ ବଲୟ ଦେହୁରୀଙ୍କ ଠାରୁ…

Continue Readingତାଳଚେରର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ IAS ତେଜସ୍ୱିନୀ ବେହେରା