ଅନୁଗୁଳ ମେଡ଼ିକାଲରୁ ଫୋନ୍ ଚୋରି

    ଅନୁଗୁଳ: ଗୁରୁବାର ରାତିରେ ଅନୁଗୁଳ ମେଡ଼ିକାଲରୁ ଜଣେ ରୋଗୀଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଛି। ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସୁନିଲ ଭୋଇ ମେଲ ୱାର୍ଡ ୫୨ ନମ୍ୱର୍ ବେଡରେ ଥିବା ବେଳେ ଗତ ରାତିରେ କେହି ତାଙ୍କ…

Continue Readingଅନୁଗୁଳ ମେଡ଼ିକାଲରୁ ଫୋନ୍ ଚୋରି

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ, ଦେଲେ ଆର୍ଥିକ ସହାୟତା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ। ସୂଚନାଯୋଗ୍ୟ ଯେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ବଟକୃଷ୍ଣ ନାୟକ…

Continue Readingହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ, ଦେଲେ ଆର୍ଥିକ ସହାୟତା

ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରି ସକାଳ ଯାଏଁ ତାଣ୍ଡବ ରଚିଲା ବାତ୍ୟା ‘ଦାନା’

  ଭୁବନେଶ୍ଵର: ଗୁରୁବାର ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ଭିତରକନିକା ହାବାଳିଖଟିରେ ବାତ୍ୟାର ଲ୍ୟାଣ୍ଡଫଲ। ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ…

Continue Readingମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରି ସକାଳ ଯାଏଁ ତାଣ୍ଡବ ରଚିଲା ବାତ୍ୟା ‘ଦାନା’

ଜନ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ପମ୍ପ ହାଉସ ପରିସରରେ ଥିବା କୂଅରେ ପଡ଼ି ନାବାଳକ ମୃତ

ଅନୁଗୁଳ: ଅନୁଗୁଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳାରୁ ଆଜି ଜଣେ ୧୪ ବର୍ଷ ବୟସର ବାଳକର ମର୍ମନ୍ତୁଦ ମୃତ୍ୟୁ ଘଟିଛି। ସ୍ଥାନୀୟ ହାକିମ ପଡ଼ାରେ ଜନ ସ୍ଵାସ୍ଥ୍ୟ ବିଭାଗର ଓଭର ହେଡ ଟାଙ୍କି ଓ ପମ୍ପ ହାଉସ ରହିଛି। ଏହି ପରିସର ଚାରିପଟେ…

Continue Readingଜନ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ପମ୍ପ ହାଉସ ପରିସରରେ ଥିବା କୂଅରେ ପଡ଼ି ନାବାଳକ ମୃତ

ଖେଳ ହେଲା କାଳ! ବଲ୍ ଆଣିବାକୁ ଯାଇ କୂଅରେ ଖସିପଡ଼ିଲା ନାବାଳକ

ଅନୁଗୁଳ: ଖେଳୁ ଖେଳୁ କୂଅରେ ଖସିପଡ଼ିଲେ ନାବାଳକ। ଆଜି ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହାକିମପଡ଼ା ସ୍ଥିତ ଲେକଚର କଲୋନୀ ନିକଟରେ ଥିବା ଜନ ସ୍ୱାସ୍ଥ୍ୟ ବିଭାଗର ଏକ ପରିତ୍ୟକ୍ତ କୂଅରେ ଜଣେ ନାବାଳକ ଗଳି ପଡ଼ିଛି। ନାବାଳକ ଜଣକ ହେଲେ…

Continue Readingଖେଳ ହେଲା କାଳ! ବଲ୍ ଆଣିବାକୁ ଯାଇ କୂଅରେ ଖସିପଡ଼ିଲା ନାବାଳକ

ମା’ ଧନଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ, ୧୭ ହଜାର ୭୭୮ ଟଙ୍କାରେ ନେଲେ ସୁଧାକର ଦାସ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବଜାରରେ ଚାଲିଥିବା ଲକ୍ଷ୍ମୀପୂଜାର ୬ଷ୍ଠ ଦିନରେ ମା' ଧନଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ ହୋଇଛି। ସୁଧାକର ଦାସ ୧୭,୭୭୮ ଟଙ୍କାରେ ମା'ଙ୍କ ଆଜ୍ଞା ଲଡୁ ନିଲାମ ଧରିଥିଲେ। ଏ ଅବସରରେ ନିଲାମଧାରୀଙ୍କୁ ଲଡ଼ୁ ସହ…

Continue Readingମା’ ଧନଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ, ୧୭ ହଜାର ୭୭୮ ଟଙ୍କାରେ ନେଲେ ସୁଧାକର ଦାସ

ସମ୍ଭାବ୍ୟ ବାତ୍ୟା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଖୋଲାଗଲା ଲକ୍ଷ୍ମୀ ପୂଜା ପାଇଁ ହୋଇଥିବା ସୁଉଚ୍ଚ ତୋରଣ

ଅନୁଗୁଳ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଅନୁଗୁଳରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ବନ୍ଧା ଯାଇଥିବା ସୁଉଚ୍ଚ ତୋରଣକୁ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଦାନା ପରିସ୍ଥିତିକୁ ନେଇ…

Continue Readingସମ୍ଭାବ୍ୟ ବାତ୍ୟା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଖୋଲାଗଲା ଲକ୍ଷ୍ମୀ ପୂଜା ପାଇଁ ହୋଇଥିବା ସୁଉଚ୍ଚ ତୋରଣ

ଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟରେ GST ଚଢ଼ଉ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କ୍ୟାସ୍ ଜବତ!

ଅନୁଗୁଳ: ଜିଏସଟି ଫାଙ୍କିବା ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ପକ୍ଷରୁ ଏକକାଳୀନ ୩ଟି ଜାଗାରେ ଚଢ଼ଉ କରାଯାଇଛି। DGGI ଟିମ୍ ପକ୍ଷରୁ ଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟ ଦୋକାନର ବିଭିନ୍ନ ବ୍ରାଞ୍ଚରେ ଛାନଭିନ କରାଯାଇଛି। ବିଭିନ୍ନ ସୋରୁମର ଷ୍ଟକ୍…

Continue Readingଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟରେ GST ଚଢ଼ଉ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କ୍ୟାସ୍ ଜବତ!

ତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ଉ କରି ୭୨ ଗ୍ରାମ ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା…

Continue Readingତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅଭାବନୀୟ ଘଟଣା: ଚିକିତ୍ସାଳୟ ପାଇଖାନାରେ ଜନ୍ମିତ ଶିଶୁର ଶବ

ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସର୍ବସାଧାରଣ ଲେଡିଜ୍ ଟଏଲେଟରେ ଏକ ନବଜାତ ଶିଶୁର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ନବଜାତ ଶିଶୁ ଟିକୁ ଜବରଦସ୍ତ ପ୍ୟାନ ହୋଲ୍ ଭିତରେ ପୁରେଇବାକୁ ଚେଷ୍ଟା କରାଯାଇଥିବା ବେଳେ…

Continue Readingଅଭାବନୀୟ ଘଟଣା: ଚିକିତ୍ସାଳୟ ପାଇଖାନାରେ ଜନ୍ମିତ ଶିଶୁର ଶବ