ସକାଳୁ ଅସହ୍ୟ ତାତି: ସାଢ଼େ ୮ ସୁଦ୍ଧା ବାରିପଦାରେ ସର୍ବାଧିକ ୩୭ ଡିଗ୍ରୀ ରେକର୍ଡ
ଭୁବନେଶ୍ଵର: ଆଜି ବି ସକାଳୁ ଅସହ୍ୟ ତାତି। ସାଢେ ୮ଟା ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ବଲାଙ୍ଗୀରରେ ୩୫.୪, ଭଦ୍ରକରେ ୩୫, ଯାଜପୁରରେ ୩୪.୮, ଭବାନୀପାଟଣା ଓ ଝାରସୁଗୁଡାରେ ୩୪.୪ ଡିଗ୍ରୀ, କେନ୍ଦୁଝର…
