ଶାଳବଣିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାଲି କାମ କରିବାକୁ କହି ଘରୁ ବାହାରିଥିଲେ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ, ବେନ୍ତପୁର ପଞ୍ଚାୟତର ମୁଣ୍ଡହତାର ବସନ୍ତ ନାଏକଙ୍କ ପୁଅ ବଳିଆ ନାଏକ…

Continue Readingଶାଳବଣିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାଲି କାମ କରିବାକୁ କହି ଘରୁ ବାହାରିଥିଲେ

ମହିଳା କଂଗ୍ରେସର ଅନୁଗୁଳ ଜିଲ୍ଲା ସଭାନେତ୍ରୀ ସବିତା ଧୀରଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ : ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ନେତୃତ୍ୱରେ ସ୍ଥାନୀୟ ବଲହରର ଗଣପତି ଗେଷ୍ଟ ହାଉସ ଠାରେ ନବ ନିର୍ବାଚିତ ମହିଳା କଂଗ୍ରେସର ଅନୁଗୁଳ ଜିଲ୍ଲା ସଭାନେତ୍ରୀ ସବିତା ଧୀରଙ୍କୁ ତାଳଚେର ବ୍ଲକ କଂଗ୍ରେସ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।…

Continue Readingମହିଳା କଂଗ୍ରେସର ଅନୁଗୁଳ ଜିଲ୍ଲା ସଭାନେତ୍ରୀ ସବିତା ଧୀରଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ ଜିଲ୍ଲା ୱେବସାଇଟ୍ ଓ ଅନଲାଇନ୍ ଇନସେଣ୍ଟିଭ୍ ପରିଚାଳନା ସିଷ୍ଟମ ପୋର୍ଟାଲ୍ ଲୋକାର୍ପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଇଁ ଏକ ନୂତନ ୱେବସାଇଟ୍‌ www.angul.odisha.gov.in ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଛି। ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସହିତ ଇ-ଗଭର୍ଣ୍ଣାନ୍ସ…

Continue Readingଅନୁଗୁଳ ଜିଲ୍ଲା ୱେବସାଇଟ୍ ଓ ଅନଲାଇନ୍ ଇନସେଣ୍ଟିଭ୍ ପରିଚାଳନା ସିଷ୍ଟମ ପୋର୍ଟାଲ୍ ଲୋକାର୍ପିତ

ନିଆରା ପ୍ରୟାସ! ବନ୍ୟଜନ୍ତୁଙ୍କ ପାଇଁ ଗାଁରେ ସୌରବାଡ଼ ଲଗାଇଛନ୍ତି ଗ୍ରାମବାସୀ, ସନ୍ଧ୍ୟା ୭ଟା ପରେ ପ୍ରବେଶ ମନା

ଅନୁଗୁଳ: ଦୀପ ତଳ ଅନ୍ଧାର। ଏହି ଧାଡ଼ିଟି ଏବେ ଅନୁଗୁଳ ପାଇଁ ପ୍ରଯୁଜ୍ୟ ମନେ ହେଉଛି। କାରଣ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଏବେ ବି ଏମିତି ଗାଁ ରହିଛି, ଯେଉଁଠି ବନ୍ୟଜନ୍ତୁଙ୍କ ଉପଦ୍ରବରେ ବାଧ୍ୟ ହୋଇ ସନ୍ଧ୍ୟା ହେବା ମାତ୍ରେ…

Continue Readingନିଆରା ପ୍ରୟାସ! ବନ୍ୟଜନ୍ତୁଙ୍କ ପାଇଁ ଗାଁରେ ସୌରବାଡ଼ ଲଗାଇଛନ୍ତି ଗ୍ରାମବାସୀ, ସନ୍ଧ୍ୟା ୭ଟା ପରେ ପ୍ରବେଶ ମନା

କୋଇଲା ଚୋରାଚାଲାଣ ବେଳେ ତାଳଚେର ପୋଲିସର ଚଢ଼ଉ: ଟ୍ରକ୍, ବୋଲେରୋ ଜବତ, ୮ ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଧରମପୁର ଅଞ୍ଚଳରେ ଚଢ଼ଉ କରି ପୋଲିସ ଚୋରା କୋଇଲା ବୋଝେଇ ଟ୍ରକ୍ ସହ ଏକ ବୋଲେରୋ ଓ ବାଇକ୍ ଜବତ କରିଛି। ଏଥିସହ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ମୁତାବକ,…

Continue Readingକୋଇଲା ଚୋରାଚାଲାଣ ବେଳେ ତାଳଚେର ପୋଲିସର ଚଢ଼ଉ: ଟ୍ରକ୍, ବୋଲେରୋ ଜବତ, ୮ ଗିରଫ

ଷ୍ଟାର୍ସ ପ୍ରୋଜେକ୍ଟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ ବାଣ୍ଟିଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଅବଦଲ ଏମ. ଅଖତର ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ଲ୍ଯାପଟପ ସହିତ କଥନ ପୁସ୍ତକ ବଣ୍ଟନ…

Continue Readingଷ୍ଟାର୍ସ ପ୍ରୋଜେକ୍ଟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ ବାଣ୍ଟିଲେ ଜିଲ୍ଲାପାଳ

କିଶୋରନଗରକୁ ଏନଏସି ମାନ୍ୟତା ଦାବି, ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକ

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋର ନଗରକୁ ଏନଏସି ଦାବି କରି ଆଜି କଲେଜ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ ରୁ ଅଧିକ ଏନଏସି ଘୋଷଣା କରିସାରିଲେଣି। ହେଲେ କିଶୋର ନଗର ବ୍ଲକ ହେଡକ୍ବାର୍ଟର ତାଲିକାରେ…

Continue Readingକିଶୋରନଗରକୁ ଏନଏସି ମାନ୍ୟତା ଦାବି, ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକ

ଦୋକାନ ଭିତରେ ପଶିଗଲା କାର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଅନୁଗୁଳ କଲେଜ୍ ଛକ ନିକଟରେ ଥିବା ନିଲକମଲ ହୋଟେଲ ଭିତରକୁ ଭୁବନେଶ୍ବର ପଟୁ ଫେରୁଥିବା ଏକ କାର ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। ଫଳରେ ହୋଟେଲର ଫାଷ୍ଟ ଫୁଡ୍ କାଉଣ୍ଟର ଭାଙ୍ଗିଯିବା…

Continue Readingଦୋକାନ ଭିତରେ ପଶିଗଲା କାର

5T ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ, ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଦେଲେ ଧନ୍ୟବାଦ

ଭୁବନେଶ୍ଵର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପବିତ୍ର ମୋହନ ସ୍ମୃତି ପରିଷଦ…

Continue Reading5T ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ, ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଦେଲେ ଧନ୍ୟବାଦ

ଜେଏସପି ପରିସରରେ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ: ନିଜ ସହ ସହକର୍ମୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି I ସୁରକ୍ଷା ସପ୍ତାହର ଶେଷ ଦିବସରେ ଫାକ୍ତ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶକ ମନୋଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ…

Continue Readingଜେଏସପି ପରିସରରେ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ: ନିଜ ସହ ସହକର୍ମୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ