ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ସିମେଣ୍ଟ ଟ୍ୟାଙ୍କର, କେହି ମୃତାହତ ହୋଇନଥିବା ସୂଚନା
ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିଠାରେ ମଙ୍ଗଳବାର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଚକାରୁ ଏହି ନିଆଁ ବ୍ୟାପିଥିଲା। ଖବର ପାଇ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୂଚନା…




