ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ଅନୁଗୁଳ: ଭାରତ ବିକାଶ ପରିଷଦର ଅଖିଳ ଭାରତୀୟ ପ୍ରତିଷ୍ଠାତା ସ୍ଵପ୍ନଦର୍ଶୀ ଡ଼ା ସୁରଜ୍ ପ୍ରକାଶ ଜିଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ଅନୁଗୁଳ ଶାଖା ଆନୁକୁଲ୍ୟରେ ମାରୱାଡ଼ି ଯୁବା ଭବନ ଠାରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି…

Continue Readingଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ମିରାନୀୟା ଫିଲିଂ ଷ୍ଟେସନରୁ ପେଟ୍ରୋଲ ବଦଳରେ ବାହାରୁଚି ପାଣି !!

ଅନୁଗୁଳ: ଅନୁଗୁଳ ସହର କଳିଙ୍ଗ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା ମିରାନୀୟା ଫିଲିଂ ଷ୍ଟେସନରୁ ପାଣି ମିଶା ପେଟ୍ରୋଲ ବାହାରୁ ଥିବା ନେଉ କିଛି ଗ୍ରାହକ ଏଟିଭି ନିକଟରେ ଅଭିଯୋଗ କରିଛନ୍ତି। ଅନୁଗୁଳ ଟାଉନର ଶିବାଜି ଦାସ, କୁଶାସିଙ୍ଗାର ବଳରାମ ଭୁତିଆ…

Continue Readingମିରାନୀୟା ଫିଲିଂ ଷ୍ଟେସନରୁ ପେଟ୍ରୋଲ ବଦଳରେ ବାହାରୁଚି ପାଣି !!

ରବିବାର ରାତି ୧୨ ଟାରୁ ସୋମବାର ସକାଳ ୧୦ ଟା ଯାଏଁ ଅନୁଗୁଳରେ କଟିବ ଲାଇନ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ଅନୁଗୁଳ: ନାଲକୋ ଠାରୁ ଜିନ୍ଦଲ ପର୍ଯ୍ୟନ୍ତ ୮ ଗୋଟି କାରଖାନା ଯନ୍ତ୍ରାଂଶ ବୋଝେଇ ଭାରୀ ଯାନ ଯିବା ପାଇଁ ଆଜି ରବିବାର ରାତି ୧୨ ଟାରୁ ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ l ଏ…

Continue Readingରବିବାର ରାତି ୧୨ ଟାରୁ ସୋମବାର ସକାଳ ୧୦ ଟା ଯାଏଁ ଅନୁଗୁଳରେ କଟିବ ଲାଇନ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ ! ୨୦୨୮ ଭିତରେ ଭାରତୀୟ ମହାକାଶ ଷ୍ଟେସନର ହେବ ପ୍ରଥମ ପର୍ଯ୍ୟାୟ

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ମହାକାଶ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ନିର୍ମାଣ ହେବ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍ ସୋମନାଥ। ସେ କହିଛନ୍ତି, ଭାରତ ଏବେ ନିଜର ମହାକାଶ ଷ୍ଟେସନ୍ ନିର୍ମାଣ କରିବାକୁ…

Continue Readingଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ ! ୨୦୨୮ ଭିତରେ ଭାରତୀୟ ମହାକାଶ ଷ୍ଟେସନର ହେବ ପ୍ରଥମ ପର୍ଯ୍ୟାୟ

ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ, ଯୋଗ ଦେଲେ ୧୪୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା

ତାଳଚେର: ତାଳଚେର ବଡ଼ଯୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡଯୋରଡା,…

Continue Readingତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ, ଯୋଗ ଦେଲେ ୧୪୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା

ଗଙ୍ଗାଧାମ ଆଶ୍ରମ ବୁଲି ଦେଖିଲେ ଛେଣ୍ଡିପଦା ବିଧାୟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହନୁମାନପୁର ପଞ୍ଚାୟତ ଅନ୍ତର୍ଗତ ତାଳବାହାଳୀ ଗଙ୍ଗାଧାମ ଆଶ୍ରମ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପରିଦର୍ଶନ କରିଛନ୍ତି। ବିଧାୟକ ଶ୍ରୀ ବେହେରା ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ନିର୍ମାଣାଧୀନ ରାମ ମନ୍ଦିର ବୁଲି ଦେଖିଥିଲେ। ମନ୍ଦିର…

Continue Readingଗଙ୍ଗାଧାମ ଆଶ୍ରମ ବୁଲି ଦେଖିଲେ ଛେଣ୍ଡିପଦା ବିଧାୟକ

ଢାବାରେ ଚଢ଼ଉ କରି ଶିଶୁକୁ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ, ମାଲିକ ନାଁରେ ଏତଲା

  ତାଳଚେର: ଶ୍ରମ ବିଭାଗ ପକ୍ଷରୁ ତାଳଚେର ଅଞ୍ଚଳର ବହ୍ଲର ଛକ ନିକଟରେ ଏକ ଢାବାରେ ଚଢ଼ଉ କରାଯାଇ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକ ଜଣକ ଅନେକ ଦିନ ହେବ ଏହି ଢାବାରେ ରହି କାର୍ଯ୍ୟ କରିଆସୁଥିଲା…

Continue Readingଢାବାରେ ଚଢ଼ଉ କରି ଶିଶୁକୁ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ, ମାଲିକ ନାଁରେ ଏତଲା

ପବିତ୍ର ମୋହନ ଚିକିତ୍ସାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ: କେବେ ଖୋଲିବ ଅପେକ୍ଷାରେ ତାଳଚେରବାସୀ

ତାଳଚେର : ତାଳଚେରସ୍ଥିତ ପବିତ୍ରମୋହନ ସରକାରୀ ଚିକିତ୍ସାଳୟ ଶନିବାର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଳାପାଳ ଅବଦଲ ଏମ. ଅଖତର। ସରକାରଙ୍କ ପକ୍ଷରୁ ଏହାର ଚେୟାରମ୍ୟାନ ଦାୟିତ୍ୱ ଅନୁଗୁଳ ଜିଲ୍ଳାପାଳଙ୍କୁ ଦିଆଯାଇଛି। ଏହି ଚିକିତ୍ସାଳୟରେ ଆଜି ପର୍ଯ୍ୟନ୍ତ ରୋଗୀଙ୍କ ସଠିକଭାବେ ଚିକିତ୍ସା ହୋଇପାରି…

Continue Readingପବିତ୍ର ମୋହନ ଚିକିତ୍ସାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ: କେବେ ଖୋଲିବ ଅପେକ୍ଷାରେ ତାଳଚେରବାସୀ

ବଅଁରପାଳରେ ବିଧାୟକଙ୍କ ସମୀକ୍ଷା ବୈଠକ: ମା’ଙ୍କ ନାମରେ ବୃକ୍ଷଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କଲେ ମହିଳା

  ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ପରିସରରେ 'ମା ଙ୍କ ନାମରେ ବୃକ୍ଷଟିଏ' ବୃକ୍ଷରୋପଣ କାର୍ଯ୍ଯକ୍ରମ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା,…

Continue Readingବଅଁରପାଳରେ ବିଧାୟକଙ୍କ ସମୀକ୍ଷା ବୈଠକ: ମା’ଙ୍କ ନାମରେ ବୃକ୍ଷଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କଲେ ମହିଳା

ଛେଳିପଲ ଚାଲି ଆସିବାରୁ ବାଇକରୁ ପଡ଼ି ୩ ଗୁରୁତର, ନିଜ ଗାଡ଼ିରେ ହସ୍ପିଟାଲ ନେଲେ ପୋଲିସ ଇନ୍ସପେକ୍ଟର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସୀମାନ୍ତ ବୁଢ଼ାପାଳ ନିକଟସ୍ଥ ପରା ଗ୍ରାମର ସିମାଯୋରି ନିକଟରେ ବାଇକରୁ ପଡ଼ି ୩ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ କଣିହାଁ ଅଞ୍ଚଳର ମଣ୍ଡୁଆ ଗ୍ରାମର ଶମ୍ଭୁନାଥ ବେହେରା (୩୫), ଝିଅ…

Continue Readingଛେଳିପଲ ଚାଲି ଆସିବାରୁ ବାଇକରୁ ପଡ଼ି ୩ ଗୁରୁତର, ନିଜ ଗାଡ଼ିରେ ହସ୍ପିଟାଲ ନେଲେ ପୋଲିସ ଇନ୍ସପେକ୍ଟର