ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୦ ବର୍ଷରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, କଲେଜ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ନାମୀ ଦାମୀ ଶିକ୍ଷାନୁଷ୍ଠାନ ହେଉଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ। ଶିକ୍ଷା କ୍ଷେତ୍ରରେ ଏହି କଲେଜର ଅନେକ ଗରିମା ରହିଆସିଛି। କିନ୍ତୁ କିଛି ଅସାଧୁ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ କଲେଜ ବଦନାମ ହେଉଛି। ଆଜି ସେଭଳି…

Continue Readingତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୦ ବର୍ଷରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, କଲେଜ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କୁମ୍ଭୀର ଆକ୍ରମଣରେ ମୃତ ସମୀର ନାଏକଙ୍କ ପରିବାରଙ୍କୁ ଭେଟିଲା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପୁରୁଣାକୋଟ ଥାନା ଟିକରପଡା ସାତକୋଶିଆ ଗଣ୍ଡରେ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ସମୀରଙ୍କ ପରିବାରକୁ ଭେଟିଛନ୍ତି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କୁମ୍ଭୀର ଆକ୍ରମଣରେ ମୃତ ସମୀର ନାଏକଙ୍କ ପରିବାରଙ୍କୁ ଭେଟିଲା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଚିକିତ୍ସକ ଦିବସ ଅବସରରେ ରକ୍ତ ଦାନ ଶିବିର

ଅନୁଗୁଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଦାନ ଭବନରେ ଚିକିତ୍ସକ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଏହି ଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ…

Continue Readingଚିକିତ୍ସକ ଦିବସ ଅବସରରେ ରକ୍ତ ଦାନ ଶିବିର

ସ୍କୁଲ ଛାତ୍ର ପରିଶ୍ରାଗାରରେ ଦୁଇ ଘଣ୍ଟା ବନ୍ଦୀ

ଅନୁଗୁଳ: ଅନୁଗୁଳ ଗନ୍ଧୀମାର୍ଗ ସ୍ଥିତ ଏକ ଓଡ଼ିଆ ଘରୋଇ ସ୍କୁଲରେ ଅଘଟଣ।ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ପରିଶ୍ରାଗାରରେ ଥିବା ବେଳେ କେହି ଜଣେ କବାଟ କିଳୀ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ସ୍କୁଲ ରିସେଶରେ ତୃତୀୟ ଶ୍ରେଣୀର ଏହି ଛାତ୍ର…

Continue Readingସ୍କୁଲ ଛାତ୍ର ପରିଶ୍ରାଗାରରେ ଦୁଇ ଘଣ୍ଟା ବନ୍ଦୀ

କଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

  କଣିହାଁ : ସ୍ଥାନୀୟ କଣିହାଁ ବ୍ଲକସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ ଯନ୍ତ୍ରୀଙ୍କୁ ସୋମବାର ବିଶାଖାପାଟଣା ପୋଲିସ ଉଠାଇ ନେଇଛି। ଯନ୍ତ୍ରୀ ଜଣକ ହେଲେ ନରଭl ଆପର (୩୬)। ସୂଚନା ମୁତାବକ, ନରଭl ଆପରଙ୍କ ନାଁରେ ପାରିବାରିକ…

Continue Readingକଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

ଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅନୁଗୁଳବାସୀ ଅସନ୍ତୋଷ: ଇଲେକ୍ଟ୍ରି ଅଫିସରେ ତାଲା ପକାଇଲା ଜିଲ୍ଲା କଂଗ୍ରେସ କମିଟି

ଅନୁଗୁଳ : ଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଗୁଳବାସୀ। ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଟିପିସିଓଡିଏଲ କାର୍ଯ୍ୟାଳୟରେ ପଶି ହଙ୍ଗାମା କରିବା ସହ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ସୂଚନାଯୋଗ୍ୟ ଯେ, କାରଖାନା ଯନ୍ତ୍ରାଂଶ…

Continue Readingଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅନୁଗୁଳବାସୀ ଅସନ୍ତୋଷ: ଇଲେକ୍ଟ୍ରି ଅଫିସରେ ତାଲା ପକାଇଲା ଜିଲ୍ଲା କଂଗ୍ରେସ କମିଟି

ଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

  ଅନୁଗୁଳ: ଆଜି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ମହାପ୍ରଭୁଙ୍କ ଚକା ବିଜେ ନୀତି। ଅନବସର ଦଶମୀ ତିଥିରେ ଶ୍ରୀଜିଉମାନଙ୍କର ଚକା ବିଜେ ନୀତି ହୋଇଥାଏ। ଅନବସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଏବେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଆୟୋଜିତ, ଆଗାମୀ ୪ ବର୍ଷ ପାଇଁ ନିର୍ବାଚିତ ହେଲେ କର୍ମକର୍ତ୍ତା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଓ ଆଗାମୀ ୪ ବର୍ଷ ପାଇଁ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଂଘର ସଭାପତି ଭାବେ ପର୍ଶୁରାମ ଦାଶ, ସମ୍ପାଦକ ଭାବେ ବିଶ୍ୱଜିତ୍ ହୋତା ନିର୍ବାଚିତ…

Continue Readingଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଆୟୋଜିତ, ଆଗାମୀ ୪ ବର୍ଷ ପାଇଁ ନିର୍ବାଚିତ ହେଲେ କର୍ମକର୍ତ୍ତା

ଅନୁଗୁଳରେ ସେକ୍ସ ରାକେଟ୍ ଠାବ: ୪ ଅଭିଯୁକ୍ତ ଗିରଫ, ୨ ରୂପଜୀବୀ ଉଦ୍ଧାର

ଅନୁଗୁଳ: ଅନୁଗୁଳରେ ଚେର ଲମ୍ବାଇଥିବା ସେକ୍ସ ରାକେଟ୍ ଗ୍ୟାଙ୍ଗକୁ ଧରିଲା ପୋଲିସ। ଗତ ଶନିବାର ସନ୍ଧ୍ୟାରେ ଅନୁଗୁଳ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଦନମୋହନପଡ଼ା ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ…

Continue Readingଅନୁଗୁଳରେ ସେକ୍ସ ରାକେଟ୍ ଠାବ: ୪ ଅଭିଯୁକ୍ତ ଗିରଫ, ୨ ରୂପଜୀବୀ ଉଦ୍ଧାର

ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

ଅନୁଗୁଳ: ଭାରତ ବିକାଶ ପରିଷଦର ଅଖିଳ ଭାରତୀୟ ପ୍ରତିଷ୍ଠାତା ସ୍ଵପ୍ନଦର୍ଶୀ ଡ଼ା ସୁରଜ୍ ପ୍ରକାଶ ଜିଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ଅନୁଗୁଳ ଶାଖା ଆନୁକୁଲ୍ୟରେ ମାରୱାଡ଼ି ଯୁବା ଭବନ ଠାରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି…

Continue Readingଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର