ପୁଣି ବଦାନ୍ୟତା ଦେଖାଇଲେ ଡ.ଅଚ୍ୟୁତ ସାମନ୍ତ, ଅନୁଗୁଳର ତିନି ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ କଲେ ସାହାଯ୍ୟ

ଅନୁଗୁଳ: ପୁଣି ବଦାନ୍ୟତା ଦେଖାଇଛନ୍ତି କିଟ୍-କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ଅନୁଗୁଳ ଜିଲ୍ଲା ବଳରାମପୁର ନିକଟସ୍ଥ ସିତୁରା ସାହିର ୩ ମୂକ ବଧିର ପିଲାଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍। ଗଣମାଧ୍ୟମରେ ଏହି ତିନି ପିଲାଙ୍କ ଦୁଃଖଦ ଘଟଣା ପ୍ରସାରିତ…

Continue Readingପୁଣି ବଦାନ୍ୟତା ଦେଖାଇଲେ ଡ.ଅଚ୍ୟୁତ ସାମନ୍ତ, ଅନୁଗୁଳର ତିନି ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ କଲେ ସାହାଯ୍ୟ

ରାତି ଅଧିଆ ୨ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ, ୬ ଗ୍ରାମ ଧଳା ଜହର ଜବତ

ଅନୁଗୁଳ: ରାତି ଅଧରେ ଧଳା ଜହର ବେପାର କରୁଥିବା ୨ ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ। ଅଧରାତିରେ ବ୍ରାଉନ୍‌ସୁଗାର କାରବାର କରୁଥିବା ୨ ଜଣଙ୍କୁ ଅନୁଗୁଳ ପୋଲିସ ବାନ୍ଧିଛି। ସେମାନେ ହେ‌ଲେ ଅମଲାପଡ଼ା ମୁସଲିମ୍‌ପଡ଼ାର ୟୁନୁସ(୨୨) ଓ ‌ଶେକ୍‌ ରବି(୨୦)।…

Continue Readingରାତି ଅଧିଆ ୨ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ, ୬ ଗ୍ରାମ ଧଳା ଜହର ଜବତ

ଅନୁଗୁଳରେ ଓରମାସର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ, ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବାକୁ ଲକ୍ଷ୍ୟ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଓରମାସ୍‌ର ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଉଦଘାଟନ କରିଛନ୍ତି। ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ଏବଂ ସେମାନଙ୍କ ଦ୍ବାରା…

Continue Readingଅନୁଗୁଳରେ ଓରମାସର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ, ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବାକୁ ଲକ୍ଷ୍ୟ

ସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନଅ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ…

Continue Readingସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କଲା ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ

ଅନୁଗୁଳ: ଅନୁଗୁଳର ସିରିଡ଼ି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ ନେତୃତ୍ୱରେ ଅନଗୁଳ ପୌରାଞ୍ଚଳ ସଭାଘର ନିକଟରେ ଏକ ମାନସିକ ବିକାର ଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ନୂଆ ଡ୍ରେସ ପିନ୍ଧାଯାଇଥିଲା। ଆଜିକୁ ମିଶାଇ ଚତୁର୍ଥ…

Continue Readingମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କଲା ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ

ବାସନ୍ତୀ ଭଲିବଲ୍‌ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଅନୁଗୁଳ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ବାସନ୍ତୀ ଦୁର୍ଗା ପଡ଼ିଆରେ ଆସନ୍ତା ପାଞ୍ଚ ତାରିଖରୁ ସାତ ତାରିଖ ଯାଏଁ ରାଜ୍ୟ ସ୍ତରୀୟ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ୧୬ ଟି ଟିମ୍‌ ଅଂଶଗ୍ରହଣ କରିବେ। ପ୍ରଥମ ଦିନ…

Continue Readingବାସନ୍ତୀ ଭଲିବଲ୍‌ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ

ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ: ଅନୁଗୁଳ ସହର ବୁଲିଲା ରାଲି

ଅନୁଗୁଳ: ଜାନୁଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଗୁଳରେ ପାଳିତ ହେଉଛି ସଡ଼କ ସୁରକ୍ଷା ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଟାରେ ଅନୁଗୁଳ ଉପ ଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲିକୁ ପତାକା…

Continue Readingସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ: ଅନୁଗୁଳ ସହର ବୁଲିଲା ରାଲି

ଝିଅମାନେ ନିଜକୁ ନିଜେ ଦେବେ ସୁରକ୍ଷା: ବଅଁରପାଳରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ

ବଅଁରପାଳ: ବଅଁରପାଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ମହିଳା ଶିଶୁ ବିକାଶ ଦ୍ଵାରା ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଇଛି। ସ୍ଥାନୀୟ କୁକୁଡ଼ାଙ୍ଗ ହରିହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଅଁରପାଳ…

Continue Readingଝିଅମାନେ ନିଜକୁ ନିଜେ ଦେବେ ସୁରକ୍ଷା: ବଅଁରପାଳରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ

କଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଗଣହତ୍ୟା ସହିଦଙ୍କର ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା…

Continue Readingକଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ବରିଷ୍ଠ ନାଗରିକ ସଂଘ ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ, ଶତାୟୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଛେଣ୍ଡିପଦା/ଜରପଡ଼ା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଗ୍ରାମର ବରିଷ୍ଠ ନାଗରିକ ସଂଘ ଆହ୍ବାନ କ୍ରମେ ସ୍ଥାନୀୟ ଧବଳେଶ୍ବର ଶିବ ମନ୍ଦିର ଠାରେ ବାର୍ଷିକ ସମ୍ମିଳନୀ ଓ ନବ ବର୍ଷରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘ ଆବାହକ ଅବସରପ୍ରାପ୍ତ…

Continue Readingବରିଷ୍ଠ ନାଗରିକ ସଂଘ ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ, ଶତାୟୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ