ଗୋ ସମ୍ପଦ ସୁରକ୍ଷା ଦାବୀ
ଅନୁଗୁଳ: ଗୋ ସମ୍ପଦର ସୁରକ୍ଷା ଏବଂ ଧନଜୀବନ ହାନି ରୋକିବା ନିମନ୍ତେ ଅନୁଗୁଳ ସହର ମଧ୍ୟରେ ଏକ ଗୋଶାଳା ନିର୍ମାଣ ସମ୍ବନ୍ଧରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିକଟରେ ଅନୁଗୁଳ ପଶୁ କଲ୍ୟାଣ ନ୍ୟାସ ତରଫରୁ ଦାବୀ ଉପସ୍ଥାପନା କରାଯାଇଛି।…
ଅନୁଗୁଳ: ଗୋ ସମ୍ପଦର ସୁରକ୍ଷା ଏବଂ ଧନଜୀବନ ହାନି ରୋକିବା ନିମନ୍ତେ ଅନୁଗୁଳ ସହର ମଧ୍ୟରେ ଏକ ଗୋଶାଳା ନିର୍ମାଣ ସମ୍ବନ୍ଧରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିକଟରେ ଅନୁଗୁଳ ପଶୁ କଲ୍ୟାଣ ନ୍ୟାସ ତରଫରୁ ଦାବୀ ଉପସ୍ଥାପନା କରାଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ବାରହା ଭାବି ଶ୍ୱଶୁରଙ୍କୁ ଗୁଳି କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଜ୍ଵାଇଁ ସୁବଳ ନାୟକକୁ ଗିରଫ କରିଛି। ଶ୍ଵଶୁରଙ୍କ ଚିକିତ୍ସା କରିଥିବା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଗତି ମହାପାତ୍ରଙ୍କ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ରାଇଝରଣ ଠାରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦେବା ଦାବିରେ ରାଇଝରଣ ଠାରେ ଟ୍ରକ ମାଲିକ ମାନେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି। ଛେଣ୍ଡିପଦା…
ଅନୁଗୁଳ: କଣିହାଁ ବନାଞ୍ଚଳ ହରିଚନ୍ଦନପୁର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ବାରି ସାହୁ (୭୮)। ସୂଚନା ମୁତାବକ, ସୋମବାର ବାରି ସାହୁ ଘର ନିକଟସ୍ଥ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ…
ଅନୁଗୁଳ: ଆଜି ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଦେବାଶିଷ ମିଶ୍ର ଯୋଗଦେଇ କୁନି ବୈଜ୍ଞାନିକଙ୍କୁ…
ଅନୁଗୁଳ: ସୋମବାର ଦିନ ସ୍ଥାନୀୟ ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ ୯ ନମ୍ୱର ୱାର୍ଡ ଏଚ୍ବି କ୍ଳବ୍ ବଣୀଆ ବାହାଳ ଠାରେ ଶିବ ମନ୍ଦିରକୁ ପାଣି ଢାଳିବା ପାଇଁ ଯାଉଥିବା ବୋଲବମ୍ କାଉଡ଼ିଆ ଭକ୍ତ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତନ…
ଭୁବନେଶ୍ବର: ଆଳୁକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡ଼ିଶା। ହେଲେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ନ ପାରିବ…
ଅନୁଗୁଳ: ବଅଁରପାଳ ସାମ୍ବାଦିକ ସଂଘ ତରଫରୁ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରାଜେଶ କୁମାର ନାୟକଙ୍କ ଅକାଳ ବିୟୋଗରେ ତାଙ୍କର…
ଅନୁଗୁଳ: ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସକୁ ପୂର୍ବ ବର୍ଷ ଗୁଡିକ ଭଳି ମହା ସମାରୋହରେ ପାଳନ କରାଯିବା ନିମନ୍ତେ ଜିଲ୍ଲାପାଳ ଅଦ୍ଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଅନୁଗୁଳ: ଛେଣ୍ଡିପଦା ବ୍ଳକ ଅଞ୍ଚଳରେ ଶିଳ୍ପ ଓ ଖଣି ଖାଦାନରେ ସ୍ଥାନୀୟ ଟ୍ରକ ମାଲିକଙ୍କର ଗାଡ଼ିଗୁଡିକୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉନଥିବାରୁ ସେମାନେ ଅର୍ଥନୈତିକ ଅବରୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏନେଇ ଆଜି ଟ୍ରକ ମାଲିକମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।…