ମାଗଣା ପ୍ରଶିକ୍ଷଣ ପାଇଁ ୨୧ ଜଣ ମନୋନୀତ
କଣିହାଁ: ଆତ୍ମନିର୍ଭର ହେବାକୁ ଦେୟ ମୁକ୍ତ ପ୍ରଶିକ୍ଷଣ ନିମନ୍ତେ ସ୍ଥାନୀୟ କଣିହାଁ ପଞ୍ଚାୟତ ସମିତି ପବିତ୍ର ମୋହନ ସଭାଗୃହରେ ଗୁରୁବାର ଚୟନ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଉକ୍ତ ଯୋଜନାକୁ ନେଇ ସେଣ୍ଟ୍ରାଲ୍ ଟୋଲ ରୁମ…
କଣିହାଁ: ଆତ୍ମନିର୍ଭର ହେବାକୁ ଦେୟ ମୁକ୍ତ ପ୍ରଶିକ୍ଷଣ ନିମନ୍ତେ ସ୍ଥାନୀୟ କଣିହାଁ ପଞ୍ଚାୟତ ସମିତି ପବିତ୍ର ମୋହନ ସଭାଗୃହରେ ଗୁରୁବାର ଚୟନ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଉକ୍ତ ଯୋଜନାକୁ ନେଇ ସେଣ୍ଟ୍ରାଲ୍ ଟୋଲ ରୁମ…
ଅନୁଗୁଳ: ଅନୁଗୁଳ ସହର ଭିତରେ ଟ୍ରାଫିକ ଅବ୍ୟବସ୍ଥା ନେଇ ଅସନ୍ତୋଷ ଝାଡିଛନ୍ତି ବରିଷ୍ଠ ଆଇନଜୀବୀ। ଏଥିନେଇ ଏକ ଦଳ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସେମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପିଲାଙ୍କ ସ୍କୁଲ ଯିବା ସମୟରେ ଟ୍ରାଫିକ ବ୍ୟବସ୍ଥା କରାଯିବାକୁ…
ଅନୁଗୁଳ: ଅନୁଗୁଳ ସହରରେ ଚୋରି ରାହାଜାନୀ, ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଲିସ ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଇଛି। କିନ୍ତୁ କୋଉଠି ସିସିଟିଭି କାମ କରୁନି ତ ଆଉ କୋଉଠି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସ ବଡ଼କେରା ଅଞ୍ଚଳରେ ଚଢ଼ଉ କରି ୧୩୪ ଲିଟର ମଦ ଜବତ କରିଛି। ଏଥିସହ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।…
ଅନୁଗୁଳ : ରୋଟାରୀ ପବ୍ଲିକ ସ୍କୁଲରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ମନୋନୀତ ଛାତ୍ର ନେତାଙ୍କର ଅଭିଷେକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଉତ୍ସବରେ କଳାହାଣ୍ଡିର ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଜଗଦାନନ୍ଦ ଜେନା ମୁଖ୍ୟ ଅତିଥି…
ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ…
ଅନୁଗୁଳ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନାଲକୋ ଏଲ.ଏ.ପି./ଆଇ. ଟି. ଆଇ. ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଛନ୍ତି। ସୌଜନ୍ୟମୂଳକ ସାକ୍ଷାତ ସମୟରେ ନୂତନ ନିର୍ବାଚିତ ଅନୁଗୁଳ ବିଧାୟକ…
ଅନୁଗୁଳ: ପୂର୍ବ ତଟ ରେଳପଥ ପକ୍ଷରୁ ବାର୍ଷିକ ୧୪ କୋଟି ଟଙ୍କାର ବିଦ୍ୟୁତ୍ ଦେୟ କମାଇବା ପାଇଁ ବିଭିନ୍ନ ରେଳଅଫିସ, ଲେଭଲ କ୍ରଶିଂ, ଷ୍ଟେସନ ଆଦିକୁ ସୌରଚାଳିତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତଟର…
ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍। ଭୁବନେଶ୍ବର ମଞ୍ଚେଶ୍ବରରେ ଆଜି ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଖୋଲିଛି। ଏହି ଚାଉଳ ଏଟିଏମ ମାଧ୍ୟମରେ ଗରିବ ଲୋକଙ୍କୁ ରାସନ ଚାଉଳ ଯୋଗାଇ ଦିଆଯିବ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍…
ନୂଆଦିଲ୍ଲୀ : ଆପଲ୍ ଏବଂ ସାମସଙ୍ଗ ପରି କମ୍ପାନୀଗୁଡିକ ଗତ ଦୁଇ ବର୍ଷ ଧରି ଫୋନ୍ ସହିତ ଆଡାପ୍ଟର ଯୋଗାଇବା ବନ୍ଦ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତରେ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ଗୁଡିକରେ ଟାଇପ୍-ସି ପୋର୍ଟ…