ଦୁଇ ନାବାଳିକା ନିଖୋଜ ଅଭିଯୋଗ
ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…
ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…
ଅନୁଗୁଳ: ଅନୁଗୁଳ ସହରରେ ଏବେ ବଢ଼ିବାରେ ଲାଗିଛି ଭାଇଗିରି। ୧୬ରୁ ୨୫ ବର୍ଷର ଯୁବକଙ୍କୁ ହାତକୁ ନେଇ କିଛି ଅସାମାଜିକ ଗୋଷ୍ଠୀ ଏହି ଭାଇଗିରି ଆରମ୍ଭ କରିଛନ୍ତି। ଫଳରେ ଅନୁଗୁଳର ଶାନ୍ତ ପରିବେଶ ନଷ୍ଟ ହେବାକୁ ବସିଲାଣି। ଯୁବକଙ୍କୁ କବ୍ଜା କରିବାକୁ…
ଅନୁଗୁଳ: ସୋମବାର ଅପରାହ୍ନରେ ଟାଉନ୍ ହାଇସ୍କୁଲ ପରିସରରେ ଋତୁବାନ୍ଧବି ଅନୁଷ୍ଠାନ ପକ୍ଷରୁ ଏକ ସ୍ବାସ୍ଥ୍ୟ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ହାଇସ୍କୁଲର ଛାତ୍ରୀ ମାନଙ୍କୁ ମାସିକ ଋତୁସ୍ରାବ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଆଇଏମ୍ଏ ଅନୁଗୁଳ ମହିଳା…
ଅନୁଗୁଳ: ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧନତା ଦିବସ। ଏ ଅବସରରେ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ‘ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆଜି…
ଅନୁଗୁଳ: ମହିନ୍ଦ୍ରା ଏବଂ ମହିନ୍ଦ୍ରା (M&M) ର ସହାୟକ କମ୍ପାନୀ ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ୍ (MLMML) ପକ୍ଷରୁ ଆଜି ଅନୁଗୁଳରେ ଏକ ନୂତନ ଡିଲରସିପ୍ ଖୋଲାଯାଇଛି। ସ୍ଥାନୀୟ ତୁରୁଙ୍ଗ ନିକଟରେ ଲୋଟସ୍ ସେଲ୍ ଏବଂ ସର୍ଭିସ ନାମରେ ଏହି…
ତାଳଚେର: ମରଣଯନ୍ତା ପାଲଟିଛି ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯।ତାଳଚେର ତାଳବେଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା…
ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୋଲିସ ମଙ୍ଗଳବାର ଦିନ କଣ୍ଡାଳ ଅଞ୍ଚଳରୁ ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ହଣ୍ଡପା ଥାନା ଅଞ୍ଚଳର ବୁଦ୍ଧିଆ ପ୍ରଧାନଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାଇକକୁ ଜବତ କରିଛି । ଏ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ମିଶନ ଆଶ୍ରାର ମିଳିତ ସହଯୋଗରେ ସାଧାରଣ ଉଦ୍ୟୋଗିକ ବିକାଶର ୬ ଦିନିଆ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଛି। ଏ ଅବସରରେ ୨୫ ଜଣ ସୁସ୍ଥ ହେଇଥିବା…
ଅନୁଗୁଳ: ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖରଙ୍କ ଅଧ୍ୟକ୍ଷତାରେ ସୋମବାର କଣିହାଁ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୯୩ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୬୭ଟି ବ୍ୟକ୍ତିଗତ ଓ ୨୬ଟି ଗ୍ରାମ୍ୟ ଭିତ୍ତିକ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୧୬୯/୨୪ ରେ ମାମଲା ରୁଜୁ କରି ତଦନ୍ତ…