ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ସଞ୍ଚାଳିକ ବ୍ରହ୍ମା କୁମାରୀ ମିନତୀ ଭଉଣୀଙ୍କ ତତ୍ତ୍ୱାବଧାନରେ ବିଶ୍ୱ ତମାଖୁ ବର୍ଜନ ପାଳିତ ହୋଇଛି। ଏ ଅବସରରେ ଅନୁଗୁଳ ସହରରେ ଏକ ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ…

Continue Readingପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଚନ୍ଦନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

  ଅନୁଗୁଳ: ଆସନ୍ତା ୧ ତାରିଖ ଦିନ ପୁରୁଣାଗଡ ଚନ୍ଦନପୁର ଠାରେ ଶ୍ରୀ ଶ୍ରୀ ଚନ୍ଦନେଶ୍ଵର ମହାଦେବ ଏବଂ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ ହେବ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ସମାରୋହରେ ଆଜି ଅଙ୍କୁରାରୋପଣ,ଅଧିବାସ,ଜୁନ…

Continue Readingଚନ୍ଦନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ: ସ୍ନାତକରେ ମୋନାଲିସା ଓ ସ୍ନାତକୋତ୍ତରରେ ଅପରାଜିତା ଟପ୍ପର

ତାଳଚେର : ପ୍ରକାଶ ପାଇଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ - ୨୦୨୪। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ପରୀକ୍ଷା…

Continue Readingତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ: ସ୍ନାତକରେ ମୋନାଲିସା ଓ ସ୍ନାତକୋତ୍ତରରେ ଅପରାଜିତା ଟପ୍ପର

ତମାଖୁ ସେବନ ନିଷେଧ ଦିବସ: ସଚେତନତା ଆଜି ବି ଅଭାବ, ଜିଲ୍ଲାରେ ମାସକୁ ୨ କୋଟିର ପାନମସଲା ବିକ୍ରି

ଅନୁଗୁଳ: ବିଶ୍ଵ ତମାଖୁ ସେବନ ନିଷେଧ ଦିବସ ଆଜି ଚାରିଆଡ଼େ ପାଳନ ହେଉଛି କିନ୍ତୁ ଏହାର ଅସଲ ଉଦ୍ଦେଶ୍ୟ ଆଜି ବି ସମାଜର ଅନେକଙ୍କୁ ପ୍ରଭାବିତ କରି ପାରି ନାହିଁ। କ୍ୟାନ୍ସର ଏକ ଭୟଙ୍କର ରୋଗ। ସିଗାରେଟ ଟାଣିବା ଏବଂ ଗୁଟଖା…

Continue Readingତମାଖୁ ସେବନ ନିଷେଧ ଦିବସ: ସଚେତନତା ଆଜି ବି ଅଭାବ, ଜିଲ୍ଲାରେ ମାସକୁ ୨ କୋଟିର ପାନମସଲା ବିକ୍ରି
Read more about the article ଖୁସି ଖବର! ଡେଙ୍ଗୁ ପାଇଁ ବାହାରିଲା ଟିକା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ମିଳିଲା ମଞ୍ଜୁରୀ
xr:d:DAFPkcp-DjU:216,j:6734410619183873244,t:23091807

ଖୁସି ଖବର! ଡେଙ୍ଗୁ ପାଇଁ ବାହାରିଲା ଟିକା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଏଇ କିଛି ବର୍ଷ ହେବ ଡେଙ୍ଗୁ ଜ୍ୱର ଚିନ୍ତା ବଢ଼ାଇଛି। ଆଗକୁ ବର୍ଷା ଋତୁ ଆସୁଥିବାବେଳେ ମଶା ଜନିତ ଏହି ରୋଗ ଅସହ୍ୟ ହେବାର ଆଶଙ୍କା ରହିଛି। ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଡେଙ୍ଗୁ ଟିକା ବାହାରିଛି। ଜାପାନର…

Continue Readingଖୁସି ଖବର! ଡେଙ୍ଗୁ ପାଇଁ ବାହାରିଲା ଟିକା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ମିଳିଲା ମଞ୍ଜୁରୀ

ଓଡ଼ିଶାରେ ରେକର୍ଡ ତାପମାତ୍ରା: ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀ ଛୁଇଁଲା

ଭୁବନେଶ୍ବର: ମୌସୁମୀ କେରଳ ଛୁଇଁଲା ପରେ ବି ଓଡ଼ିଶାରେ ତାପମାତ୍ରା କମିବାର ନାଁ ଧରୁନି। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀ ଛୁଇଁଛି। ଏଥି ସହିତ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ ରେକର୍ଡ…

Continue Readingଓଡ଼ିଶାରେ ରେକର୍ଡ ତାପମାତ୍ରା: ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀ ଛୁଇଁଲା

ବିଲରୁ ଅଜଣା ମୃତ ଦେହ ଉଦ୍ଧାର, ମଦ ପିଇ ପ୍ରାଣ ହରାଇଥିବା ଚର୍ଚ୍ଚା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ବିଲମାଳରୁ ଗୁରୁବାର ଏକ ଶବକୁ ଉଦ୍ଧାର କରିଛି ପୋଲିସ। ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ସେ କିଛି ଦିନ ତଳୁ…

Continue Readingବିଲରୁ ଅଜଣା ମୃତ ଦେହ ଉଦ୍ଧାର, ମଦ ପିଇ ପ୍ରାଣ ହରାଇଥିବା ଚର୍ଚ୍ଚା

ବିଦ୍ୟାଳୟ ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ, ଶିଶୁପ୍ରିୟ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ

ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନର ସଠିକ କାର୍ଯ୍ୟକାରିତା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ…

Continue Readingବିଦ୍ୟାଳୟ ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ, ଶିଶୁପ୍ରିୟ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ

ବଇଣ୍ଡାରେ ଚନ୍ଦନ ଭଉଁରୀ ଯାତ୍ରା ପାଳିତ, ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

ବଇଣ୍ଡା: ଅନୁଗୁଳ ଜିଲ୍ଲା ବଇଣ୍ଡା ପ୍ରସିଦ୍ଧ ଚନ୍ଦନ ଯାତ୍ରାର ଭଉଁରୀ ବୁଧବାର ମହାସମାରୋହରେ ପାଳିତ ହୋଇଛି। ସକାଳେ ମନ୍ଦିରରେ ପୂଜା କରିବା ପରେ ଏକ ବିମାନରେ ପ୍ରଭୁ ରାଧାକୃଷ୍ଣଙ୍କୁ ବସାଇ ଶୋଭାଯାତ୍ରା କରି ଯାତ୍ରା ପଡ଼ିଆକୁ ଅଣାଯାଇଥିଲା। ସେଠାରେ ପୂଜକ ରୀତିନୀତି…

Continue Readingବଇଣ୍ଡାରେ ଚନ୍ଦନ ଭଉଁରୀ ଯାତ୍ରା ପାଳିତ, ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

ଘର ମାଲିକାଣୀଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ, ଥାନାରେ ମାମଲା

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ମିଣ୍ଡୋଳ ଗ୍ରାମର ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ କରାଯାଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗାଁର ଭାରତୀ ନାୟକଙ୍କୁ ସେହି…

Continue Readingଘର ମାଲିକାଣୀଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ, ଥାନାରେ ମାମଲା