ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଅଲଗା ହେବ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ, ରାଜ୍ୟର ସମସ୍ତ ଯୁଗ୍ମ…

Continue Readingଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ସ୍ଥାନୀୟ ମାରୁୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ଦୀପକ ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ବରିଷ୍ଠ ସଦସ୍ୟ ପ୍ରଭାତ ପାଲିତ, ଅଶୋକ ମାଣ୍ଡୋଠିଆ, ସଭାପତି ଦୀପକ ବର୍ମା, ଉପସଭାପତି…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ଆୟୋଜିତ

ଡକ୍ଟର ସୁଶୀଲ କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକ ସମ୍ମାନ

  ଅନୁଗୁଳ: ଅନୁଗୁଳ ନୂଆ ବସଷ୍ଟାଣ୍ଡ ନିକଟ ତାମ୍ରିତ୍ କଲୋନୀ ପୂଜା ମଣ୍ଡପରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାଃ ପୁରୁଷୋତ୍ତମ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟବକ୍ତା ଭାବେ…

Continue Readingଡକ୍ଟର ସୁଶୀଲ କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକ ସମ୍ମାନ

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କଲେ ଲୁଲୁ ସେନାର ସଦସ୍ୟ

ଅନୁଗୁଳ: ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳରେ ନୂତନ ଭାବେ ଗଠନ କରାଯାଇଥିବା ସାମାଜିକ ସଂଗଠନ ଲୁଲୁ ସେନା ତରଫରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଇଛି। ବନ୍ତଳା ଅଞ୍ଚଳର ନନ୍ଦପୁର, ବାରଗୌଣିଆ, ପୋକତୁଙ୍ଗା ଆଦି ଅଞ୍ଚଳର ଭିନ୍ନ ଭିନ୍ନ ବିଦ୍ୟାଳୟରେ…

Continue Readingଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କଲେ ଲୁଲୁ ସେନାର ସଦସ୍ୟ

ସାମାନ୍ୟ ପାଟିତୁଣ୍ଡରୁ ଜୀବନ ନେଲେ ! କଇଁଚିରେ ଭୁସି ଟେଲରଙ୍କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଗାଁରେ ଜଣେ ବ୍ୟକ୍ତିଙ୍କୁ କଇଁଚିରେ ଭୁସି ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ହେଲେ ମଧୁସୂଦନ ନାୟକ। ସୂଚନା ଅନୁଯାୟୀ, ମଧୁସୂଦନ ନାୟକ ବଅଁରପାଳ କଲେଜ ନିକଟରେ…

Continue Readingସାମାନ୍ୟ ପାଟିତୁଣ୍ଡରୁ ଜୀବନ ନେଲେ ! କଇଁଚିରେ ଭୁସି ଟେଲରଙ୍କୁ ହତ୍ୟା

୪୦ ଟଙ୍କା ପାଇଁ ଭିନ୍ନକ୍ଷମ ଶିବରାମଙ୍କୁ ମରଣାନ୍ତକ ଆକ୍ରମଣ

  ଅନୁଗୁଳ: ଅନୁଗୁଳ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ବିଗୁଡୁଥିବା ଦେଖିବାକୁ ମିଳୁଛି। ଗତ ସୋମବାର ଦିନ ଗାନ୍ଧିମାର୍ଗ ଛକରେ ଘଟିଥିବା ଏକ ଘଟଣା ଏ କଥାକୁ ପ୍ରମାଣିତ କରୁଛି। ଶିବରାମ ମହାନ୍ତି ଜଣେ ଭିନ୍ନକ୍ଷମ। ଗାନ୍ଧିମାର୍ଗ ଛକରେ ଏକ…

Continue Reading୪୦ ଟଙ୍କା ପାଇଁ ଭିନ୍ନକ୍ଷମ ଶିବରାମଙ୍କୁ ମରଣାନ୍ତକ ଆକ୍ରମଣ

ମହିଳା ଡାକ୍ତରଙ୍କୁ ହତ୍ୟା ପ୍ରତିବାଦରେ ଡ଼ାକ୍ତରଙ୍କ ନିନ୍ଦା

ଅନୁଗୁଳ: ନିକଟରେ କୋଲକାତାର ଆର୍‌ଜି କର ମେଡ଼ିକାଲ କଲେଜ୍‌ରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି କ୍ରମରେ ଆଜି ଅନୁଗୁଳର ଡାକ୍ତରମାନେ କଳା ବ୍ୟାଜ ପିନ୍ଧିବା ସହ ଘଟଣାକୁ କଡା…

Continue Readingମହିଳା ଡାକ୍ତରଙ୍କୁ ହତ୍ୟା ପ୍ରତିବାଦରେ ଡ଼ାକ୍ତରଙ୍କ ନିନ୍ଦା

ଉତ୍କଳ ବାଳାଶ୍ରମ ପକ୍ଷରୁ ହର୍‌ଘର୍‌ ତିରଙ୍ଗା

  ଅନୁଗୁଳ: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଘରେ ଘରେ ଜାତୀୟ ପତାକା ଉଡ଼ାଇ ତାକୁ ସମ୍ମାନ ଦେବାକୁ ସାଧାରଣରେ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଥିନେଇ ଶୋଭାଯାତ୍ରା ସଭା ସମିତି ଆୟୋଜିତ ହେଉଛି। ଆଜି…

Continue Readingଉତ୍କଳ ବାଳାଶ୍ରମ ପକ୍ଷରୁ ହର୍‌ଘର୍‌ ତିରଙ୍ଗା

ମନେ ପଡ଼ିଲା ଦେଶ ବିଭାଜନର ଭୟାବହତା… ଅନୁଗୁଳ ଜିଲ୍ଲା ଡାକଘରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଅନୁଗୁଳ: ଭାରତୀୟ ଡାକ ବିଭାଗ ତରଫରୁ ଆଜି କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ ( Partition Horror Remembrance Day) ଅନୁଗୁଳ ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ…

Continue Readingମନେ ପଡ଼ିଲା ଦେଶ ବିଭାଜନର ଭୟାବହତା… ଅନୁଗୁଳ ଜିଲ୍ଲା ଡାକଘରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ: ଅନୁଗୁଳରୁ ଶତାଧିକ ଫେରିବାଲା ଏବଂ ନିର୍ମାଣ ଶ୍ରମିକ ରାତାରାତି ଛୁ’

ଅନୁଗୁଳ : ବାଂଲାଦେଶରେ ସରକାର ଭୁଶୁଡ଼ିବା ପରେ ସେଠାକାର ସ୍ଥିତି ବେହାଲ ହୋଇଛି। ସେଠାକାର ଲୋକେ ଜୀବନ ବଞ୍ଚାଇ ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି। କିଛି ବାଂଲାଦେଶୀ ଭାରତ ତଥା ଓଡ଼ିଶାରେ ବି ବହୁ ଆଗରୁ ଆଶ୍ରୟ ନେଉଛନ୍ତି। ଏବେ ରାଜ୍ୟରେ…

Continue Readingବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ: ଅନୁଗୁଳରୁ ଶତାଧିକ ଫେରିବାଲା ଏବଂ ନିର୍ମାଣ ଶ୍ରମିକ ରାତାରାତି ଛୁ’