ଖୁସି ଖବର! କେରଳ ଛୁଇଁଲା ମୌସୁମୀ, ଜୁନ ୧୨ ପରେ ଓଡ଼ିଶାକୁ ଆସିବା ସମ୍ଭାବନା

ନୂଆଦିଲ୍ଲୀ: ଖୁସି ଖବର। ତାତିରୁ ମିଳିବ ଆଶ୍ବସ୍ତି। ଆଜି କେରଳ ଛୁଇଁଲା ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି। ଆଜି ଲାକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର…

Continue Readingଖୁସି ଖବର! କେରଳ ଛୁଇଁଲା ମୌସୁମୀ, ଜୁନ ୧୨ ପରେ ଓଡ଼ିଶାକୁ ଆସିବା ସମ୍ଭାବନା

ଘର ଛାତ ପଡ଼ୁଥିବା ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ମାଲିକଙ୍କ ମୃତ୍ୟୁ

ଅନୁଗୁଳ: ଘର ଛାତ ପଡ଼ୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ କୁମୁରସିହା ଗ୍ରାମର ଦିଲ୍ଲୀପ…

Continue Readingଘର ଛାତ ପଡ଼ୁଥିବା ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ମାଲିକଙ୍କ ମୃତ୍ୟୁ

ଆଧାର ଓ ପାନ୍‌ ଲିଙ୍କ୍‌ ନ ଥିଲେ ଗଣିବେ ଫାଇନ୍, ଆଇଟି ବିଭାଗ ଦେଲା କଡ଼ା ଚେତାବନୀ

ଭୁବନେଶ୍ଵର: ପାନ୍‌ ଏବଂ ଆଧାର ଲିଙ୍କ୍‌ କରିନଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ଆଧାର ଓ ପାନ୍‌ ଲିଙ୍କ ନାହିଁ, ତେବେ ଯଥାଶୀଘ୍ର କରି ଦିଅନ୍ତୁ। ନଚେତ୍ ମେ, ୩୧ ପରଠୁ ସମସ୍ୟା ହୋଇପାରେ। ଏଥିସହ ଅଧିକ ମାତ୍ରାରେ…

Continue Readingଆଧାର ଓ ପାନ୍‌ ଲିଙ୍କ୍‌ ନ ଥିଲେ ଗଣିବେ ଫାଇନ୍, ଆଇଟି ବିଭାଗ ଦେଲା କଡ଼ା ଚେତାବନୀ

ଅଂଶୁଘାତ ନେଲା ୨ ଜୀବନ, ୭ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅଂଶୁଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ବୁଧବାର ଦିନ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀ…

Continue Readingଅଂଶୁଘାତ ନେଲା ୨ ଜୀବନ, ୭ ଜଣ ଗୁରୁତର

ବସରେ ଯୁବତୀଙ୍କୁ ଅସଦାଚରଣ: ବିରୋଧ କରିବାରୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଗୋବିନ୍ଦପୁର ଅଞ୍ଚଳର ଲିପୁ ସାହୁ ତାଙ୍କୁ ମାରିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି। ପୋଲିସ ସୂଚନା ମୁତାବକ,…

Continue Readingବସରେ ଯୁବତୀଙ୍କୁ ଅସଦାଚରଣ: ବିରୋଧ କରିବାରୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ତାଳଚେର: ବିଭିନ୍ନ ଦାବି ନେଇ ତାଳଚେର ଅଖିଳ ଭାରତୀୟ ରେଳ ଚାଳକ ସଂଘ ପକ୍ଷରୁ ତାଳଚେର ଷ୍ଟେସନ ଠାରେ ଥିବା ଚାଳକ ନିୟନ୍ତ୍ରକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ମସିହାରୁ ବେଆଇନ ଭାବେ ବନ୍ଦ କରାଯାଇଥିବା…

Continue Readingବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ନାଲକୋ ପାଇପ୍ ଫାଟି ଚାଷ ଜମିରେ ମାଡ଼ିଲା ପାଉଁଶ, କ୍ଷତିରେ କୃଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ଦେଇ ତାଳଚେର ଅଞ୍ଚଳର କୋଇଲା ଖଣିରେ ଆସ୍ ପାଇପ ଲାଇନ୍ ଫାଟି ଯାଇଛି। ଫଳରେ ଚାଷ ଜମିରେ ଏହି ପାଉଁଶ ମାଡ଼ିଯାଇଛି। ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ପିଙ୍ଗୁଆ ଗ୍ରାମ…

Continue Readingନାଲକୋ ପାଇପ୍ ଫାଟି ଚାଷ ଜମିରେ ମାଡ଼ିଲା ପାଉଁଶ, କ୍ଷତିରେ କୃଷକ

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ର ତାପ, ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ୪୪ ଡିଗ୍ରୀରୁ ଉର୍ଦ୍ଧ୍ୱ ରହୁଛି । ସକାଳ ୮ ଘଟିକା ସମୟରୁ ଘରୁ ବାହାରକୁ ବାହାରି ହେଉ…

Continue Readingତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଅନୁଗୁଳ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଥିବା ଶ୍ରେଷ୍ଠ ବାଳକ ଓ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ଅବଦଲ ଏମ. ଅଖତର। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳରେ ଉତ୍କର୍ଷତା ଲାଭ କରିଥିବା ଖମାରର ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠର ରତିକାନ୍ତ ପ୍ରଧାନ ଓ ଶୁଭଦର୍ଶିନୀ ସାହୁଙ୍କୁ…

Continue Readingଅନୁଗୁଳ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଥିବା ଶ୍ରେଷ୍ଠ ବାଳକ ଓ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଶିଣା ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରେଢ଼ାଖୋଲ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକ ହେଲେ ପ୍ରତାପପୁର ଗ୍ରାମର ସିପୁନ ନାଗ (୨୩ )। ତାଙ୍କ ମୃତ୍ୟୁର କାରଣ…

Continue Readingରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ