ଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ, ଅନୁଗୁଳ ଡି.ଏସ.ପି, ଯୋଗେଶ୍ବରୀ ବେହେରା, ଜିଲ୍ଲା…

Continue Readingଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

କାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଟାଟା କର୍ମଚାରୀଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ ବାଇଝେଲିଆ ଗ୍ରାମରେ ହାତୀ ଆକ୍ରମଣରେ ଟାଟା କାରଖାନାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରେଶ ଚନ୍ଦ୍ର…

Continue Readingକାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ

ଗଣେଶ ପୂଜାରେ ଅନୁଗୁଳ ୟୁଥ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଗଣେଶ ପୂଜା ଅବସରରେ ସୋମବାର ଅନୁଗୁଳ ଆଇଟିଆଇ ଠାରେ ଅନୁଗୁଳ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବସୁଧାର ଉପଦେଷ୍ଟା…

Continue Readingଗଣେଶ ପୂଜାରେ ଅନୁଗୁଳ ୟୁଥ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗୃହୀତ

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପକ୍ଷରେ ‘ରକ୍ତଦାନ ଶିବିର’ ଆୟୋଜିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ 'ରକ୍ତଦାନ ଶିବିର' ଆୟୋଜିତ ହୋଇଛି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଛେଣ୍ଡିପଦା ବ୍ଲକ…

Continue Readingବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପକ୍ଷରେ ‘ରକ୍ତଦାନ ଶିବିର’ ଆୟୋଜିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଆୟୋଜିତ, ଦାଖଲ ହୋଇଥିବା ୭୮ ଅଭିଯୋଗ ମଧ୍ୟରୁ ୧୩ର ହେଲା ଫଇସଲା

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଆୟୋଜିତ, ଦାଖଲ ହୋଇଥିବା ୭୮ ଅଭିଯୋଗ ମଧ୍ୟରୁ ୧୩ର ହେଲା ଫଇସଲା

ବିଦ୍ୟୁତ ବିଭାଗର ଅପାରଗତା: ଲତା ତଳେ ଲୁଚିଯାଇଛି ବିଜୁଳି ଟ୍ରାନ୍ସଫର୍ମର ଓ ଖୁଣ୍ଟ, ଲୋକଙ୍କୁ ମିଳୁନି ଲାଇଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ସନ୍ତ୍ରୀ ପଞ୍ଚାୟତର ବଡ଼ଖଳି ଗ୍ରାମରେ ବିଜୁଳି ଟ୍ରାନ୍ସଫର୍ମର ଓ ଖୁଣ୍ଟରେ ଗଛଲତା ଲାଗି ଯାଇଥିବାରୁ ଲୋକେ ବିଜୁଳି ପାଇବାରେ ହନ୍ତସନ୍ତ ହେଉଛନ୍ତି। ଅନୁଗୁଳରେ ଏଭଳି ଦୟନୀୟ ଭାବେ ଜୀବନ ବିତାଉଛନ୍ତି ସ୍ଥାନୀୟ ବଡ଼ଖଳି ଗ୍ରାମବାସୀ।…

Continue Readingବିଦ୍ୟୁତ ବିଭାଗର ଅପାରଗତା: ଲତା ତଳେ ଲୁଚିଯାଇଛି ବିଜୁଳି ଟ୍ରାନ୍ସଫର୍ମର ଓ ଖୁଣ୍ଟ, ଲୋକଙ୍କୁ ମିଳୁନି ଲାଇଟ୍

ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” ପାଳିତ, ଘରକୁ ଘର ଯାଇ ଲୋକଙ୍କୁ ବୁଝାଇଲେ କଂଗ୍ରେସ କର୍ମୀ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ "ଘରେ ଘରେ କଂଗ୍ରେସ, ଘରେ ଘରେ ହାତ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ପୂର୍ବାହ୍ନରେ ଅନୁଗୁଳ ବ୍ଳକର ରନ୍ତଲେଇ ପଞ୍ଚାୟତର ରନ୍ତଲେଇ, ହରିବେରିଣୀ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” ପାଳିତ, ଘରକୁ ଘର ଯାଇ ଲୋକଙ୍କୁ ବୁଝାଇଲେ କଂଗ୍ରେସ କର୍ମୀ

ଲୋକାର୍ପିତ ବନ୍ଦେ ଭାରତ ଏକ୍ସପ୍ରେସରେ ଢେଙ୍କାନାଳ ଓ ଅନୁଗୁଳ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୁଳ ଗସ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ଢେଙ୍କାନାଳ, ଅନୁଗୁଳ ଓ…

Continue Readingଲୋକାର୍ପିତ ବନ୍ଦେ ଭାରତ ଏକ୍ସପ୍ରେସରେ ଢେଙ୍କାନାଳ ଓ ଅନୁଗୁଳ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉଲଗ୍ନ ହୋଇ ଚୋରି କରୁଛି ଚୋର, ସିସି କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ଅନୁଗୁଳରେ ଉଲଗ୍ନ ହୋଇ ଚୋରି କରୁଛି ଚୋର। ସିସି କ୍ୟାମେରାରେ କଏଦ ହୋଇଛି ପୂରା ଦୃଶ୍ୟ। ଅନୁଗୁଳ ଟାଉନ ଫାଣ୍ଡି ଠାରୁ ମାତ୍ର ୨୦ ମିଟର ଦୂରରେ ଚୋର ଏକ ଓମଫେଡ ଦୋକାନରୁ ଚୋରି କରିଛି। ସୂଚନାଯୋଗ୍ୟ ଯେ ଅନୁଗୁଳ…

Continue Readingଉଲଗ୍ନ ହୋଇ ଚୋରି କରୁଛି ଚୋର, ସିସି କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

ଆଜିଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୪ ଓ ୨୫ରେ ଦୁଇ ଦିନିଆ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେପ୍ଟେମ୍ବର ଆଜି ସେ…

Continue Readingଆଜିଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ