ଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହରେ ୩ ଦିନ କରିପାରିବେ ଯାତ୍ରା

ଭୁବନେଶ୍ୱର: ଏବେ ଭୁବନେଶ୍ୱରରୁ ମାଲେସିଆକୁ ଉଡ଼ିବ ବିମାନ। ଆଜିଠାରୁ ଭୁବନେଶ୍ବର ବିମାନବନ୍ଦରରୁ ମାଲେସିଆ କୁଆଲାଲମ୍ପୁର ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ ସଂସ୍ଥା ଏୟାର ଏସିଆ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ,…

Continue Readingଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହରେ ୩ ଦିନ କରିପାରିବେ ଯାତ୍ରା

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ଟ୍ରାଫିକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ

ଵଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ହେବାକୁ ଥିବା ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ସୋମବାର ଦିନ ବଇଣ୍ଡା ଫାଣ୍ଡି ପରିସରରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହଣ୍ଡପା ଆଇଆଇସି…

Continue Readingଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ଟ୍ରାଫିକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ

ରାଜନୈତିକ ଶତ୍ରୁତାରୁ ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା !

ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା। ଛେଣ୍ଡିପଦା-ଜେରେଙ୍ଗ ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ବିଭୂତି ଭୂଷଣ ଗଡ଼ନାୟକ। ଗାଁ ଦାଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ…

Continue Readingରାଜନୈତିକ ଶତ୍ରୁତାରୁ ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା !

ଏସଏନ୍‌କେ ରୟାଲ ପକ୍ଷରୁ ସାବିତ୍ରୀ ଅଫର, ପୋଷାକ ଓ ଶାଢ଼ି ଉପରେ ୩ ହଜାର ଟଙ୍କାର ଫ୍ରି-ସପିଂର ସୁବିଧା

ଅନୁଗୁଳ: ଅନୁଗୁଳ ଓ ତାଳଚେରର ପ୍ରସିଦ୍ଧ ଗାର୍ମେଣ୍ଟସ୍‌ ବିକ୍ରେତା ଏସଏନ୍‌କେ ରୟାଲ ପକ୍ଷରୁ ସାବିତ୍ରୀ ଅଫର ଘୋଷଣା କରାଯାଇଛି। ଏହି ଅଫର ମୁତାବକ, ସାବିତ୍ରୀ ପାଇଁ ୧୫ ହଜାର ଟଙ୍କାର ପୋଷାକ ଶାଢ଼ି ଆଦି କ୍ରୟ କଲେ ୩ ହଜାର ଟଙ୍କାର…

Continue Readingଏସଏନ୍‌କେ ରୟାଲ ପକ୍ଷରୁ ସାବିତ୍ରୀ ଅଫର, ପୋଷାକ ଓ ଶାଢ଼ି ଉପରେ ୩ ହଜାର ଟଙ୍କାର ଫ୍ରି-ସପିଂର ସୁବିଧା

ଜାତୀୟ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ଫେରିଲେ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲର ସ୍କାଉଟ୍ ମାଷ୍ଟର ଦୁଷ୍ମନ୍ତ ନାଥ, ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

  ଅନୁଗୁଳ: ଏପ୍ରିଲ ୧୫ରୁ ମେ ୨୧ ଯାଏଁ ମଧ୍ୟ ପ୍ରଦେଶର ପଞ୍ଚମାରି ଠାରେ ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ହିମାଳୟ ଉଡ୍ ବ୍ୟାଚ ଜାତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସର୍ବ ଭାରତୀୟ ସ୍ତରରୁ ୮୦…

Continue Readingଜାତୀୟ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ଫେରିଲେ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲର ସ୍କାଉଟ୍ ମାଷ୍ଟର ଦୁଷ୍ମନ୍ତ ନାଥ, ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ସିବିଆଇ କହି ବ୍ଲାକମେଲ୍ ଉଦ୍ୟମ ବିଫଳ

  ଅନୁଗୁଳ: ଆଜି ଅନୁଗୁଳ ସହର ହେମସୁରପଡ଼ା ଅଞ୍ଚଳର ଏସ ଦଳବେହେରାଙ୍କ ପାଖକୁ ଦିନ ୧୧:୫୧ ମିନିଟରେ ଏକ ଭଏସ୍ କଲ୍ ଆସିଥିଲା। ପୋଲିସ ପ୍ରୋଫାଇଲ୍ ଫଟୋ ଥାଇ କଲର୍ ଜଣକ ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ। ସେ…

Continue Readingସିବିଆଇ କହି ବ୍ଲାକମେଲ୍ ଉଦ୍ୟମ ବିଫଳ

କ୍ରେଜରେ ମହିନ୍ଦ୍ରା ଥାର୍ 5-ଡୋର୍, ଲଞ୍ଚ ହେବା ପୂର୍ବରୁ ହିଁ ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର: ଭାରତର ଏକ ଲୋକପ୍ରିୟ ଗାଡ଼ି ନିର୍ମାଣକାରୀ ସଂସ୍ଥା ହେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା। ନିକଟରେ କମ୍ପାନୀ ସୂଚନା ଦେଇଛି ଯେ ଥାର୍ 5-ଡୋର୍ ଲାଇଫଷ୍ଟାଇଲ୍, ଅଫ୍ ରୋଡ୍ ଏସୟୁଭି ୧୫ ଅଗଷ୍ଟ ୨୦୨୪ ରେ ସର୍ବଭାରତୀୟ ସ୍ତରରେ ଲଞ୍ଚ କରିବ।…

Continue Readingକ୍ରେଜରେ ମହିନ୍ଦ୍ରା ଥାର୍ 5-ଡୋର୍, ଲଞ୍ଚ ହେବା ପୂର୍ବରୁ ହିଁ ପ୍ରି-ବୁକିଂ ଆରମ୍ଭ

ମାଟ୍ରିକରେ A1 ଗ୍ରେଡ ରଖି କୃତିତ୍ୱ ଅର୍ଜନ କରିଛନ୍ତି ଅନୁଗୁଳର ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାନକନ୍ତକୂଳ ଗାଁର ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ A1 ଗ୍ରେଡ ରଖି କୃତିତ୍ବ ଅର୍ଜନ କରିଛନ୍ତି। ଅନୁଗୁଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ…

Continue Readingମାଟ୍ରିକରେ A1 ଗ୍ରେଡ ରଖି କୃତିତ୍ୱ ଅର୍ଜନ କରିଛନ୍ତି ଅନୁଗୁଳର ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା

ଓଡ଼ିଶାର ତୃତୀୟ ସିନେମା ‘କଥାଚିତ୍ର’: ଜାଣନ୍ତୁ, ଏହାର ରୋଚକ ଇତିହାସ

ଢେଙ୍କାନାଳ: ସିନେମା ହଲର ଇତିହାସ ବହୁ ପୁରୁଣା। ଏବେ ସିନା ଆମେ ଆଧୁନିକ ଦୁନିଆରେ ମଲ୍‌ଟିପ୍ଲେକ୍ସରେ ସିନେମା ଉପଭୋଗ କରୁଛେ। କିନ୍ତୁ ଆଗରୁ ଦର୍ଶକ ଚାଳଘର ଚଟାଣରେ ଅଖା ପାରି କିମ୍ବା କାଠବେଞ୍ଚ୍‌ରେ ବସି ସିନେମା ଦେଖୁଥିଲେ। ତେବେ ଅତୀତର ସିନେମା…

Continue Readingଓଡ଼ିଶାର ତୃତୀୟ ସିନେମା ‘କଥାଚିତ୍ର’: ଜାଣନ୍ତୁ, ଏହାର ରୋଚକ ଇତିହାସ

୨୯ରୁ ରିଚେକିଂ କରିପାରିବେ ମାଟ୍ରିକ୍ ଛାତ୍ରଛାତ୍ରୀ

କଟକ: ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏଥରକ ବି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷର ମୋଟ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବା ବେଳେ…

Continue Reading୨୯ରୁ ରିଚେକିଂ କରିପାରିବେ ମାଟ୍ରିକ୍ ଛାତ୍ରଛାତ୍ରୀ