ସ୍କ୍ରବ ଟାଇଫଡ: ଅନୁଗୁଳ ପାଇଁ ଚିନ୍ତାର କାରଣ ନାହିଁ

ଅନୁଗୁଳ: ପଶ୍ଚିମ ଓଡ଼ିଶାରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ ରୋଗରେ ୧୩ ଜଣ ଆକ୍ରାନ୍ତ ହେବା ପରେ ଏହା ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଜ୍ଵର,ମୁଣ୍ଡ ବିନ୍ଧା ସହ ସାଧାରଣ ଟାଇଫଡ ରୋଗର ଲକ୍ଷଣ ଦେଖା ଦେଇଥାଏ। ଅସଲରେ ଏହା…

Continue Readingସ୍କ୍ରବ ଟାଇଫଡ: ଅନୁଗୁଳ ପାଇଁ ଚିନ୍ତାର କାରଣ ନାହିଁ

ମିଶନ ଇନ୍ଦ୍ରଧନୁଷ୍ ୫.୦ ଉଦ୍‌ଘାଟିତ: କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ମିଶନ ଇନ୍ଦ୍ରଧନୁଷ୍ ୫.୦(ଟୀକାକରଣ)ର ଉଦଘାଟନୀ ସମାରୋହ ହୁଲୁରସିଂହା ନେତାଜୀ କ୍ଲବଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନର ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ…

Continue Readingମିଶନ ଇନ୍ଦ୍ରଧନୁଷ୍ ୫.୦ ଉଦ୍‌ଘାଟିତ: କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆଲୋଚନା

ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀରୁ ତାଳଚେର ଯାଏଁ କରାଗଲା ଟ୍ରାଏଲ ରନ୍

ପୁରୀ/ଅନୁଗୁଳ: ଦ୍ଵିତୀୟ ଥର ପାଇଁ ଓଡ଼ିଶାରୁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ କରାଯାଇଛି। ଟ୍ରାଏଲ ରନ୍ ବେଳେ ଏହି ଟ୍ରେନ୍ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ମାତ୍ର…

Continue Readingଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀରୁ ତାଳଚେର ଯାଏଁ କରାଗଲା ଟ୍ରାଏଲ ରନ୍

ଛେଣ୍ଡିପଦାର ମା’ ବାୟାଣୀଙ୍କ ପୀଠରୁ ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ, ସଂଗୃହୀତ ହେଲା ବୀର ମାଟି

ଛେଣ୍ଡିପଦା: ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ବାଗେଡ଼ିଆ ମଣ୍ଡଳ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା' ବାୟାଣୀଙ୍କ ପୀଠରୁ ଆରମ୍ଭ ହୋଇଛି "ମୋ ମାଟି ମୋ ଦେଶ" ଅଭିଯାନ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ନେତୃତ୍ବରେ ପାତ୍ରପଡ଼ା ଗ୍ରାମରେ…

Continue Readingଛେଣ୍ଡିପଦାର ମା’ ବାୟାଣୀଙ୍କ ପୀଠରୁ ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ, ସଂଗୃହୀତ ହେଲା ବୀର ମାଟି

ଅସହାୟ ସହାୟତା କମିଟିର ସାଧାରଣ ସଭା, ୩ ଜଣ ଚାଷୀଙ୍କୁ କରାଯିବ ସମ୍ମାନିତ

ଅନୁଗୁଳ : ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ସଭାପତି କ୍ଷୀରେନ୍ଦ୍ର ମୋହନ ଦେହୁରୀଙ୍କ ଅଧ୍ଯକ୍ଷତାରେ ଅସହାୟ ସହାୟତା କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଆଗକୁ ଆସୁଥିବା ନୂଆଖାଇ ପର୍ବ ପାଳନ ପାଇଁ ଏଥିରେ ଆଲୋଚନା ହୋଇଥିଲା। ଏହା କୃଷିଭିତ୍ତିକ…

Continue Readingଅସହାୟ ସହାୟତା କମିଟିର ସାଧାରଣ ସଭା, ୩ ଜଣ ଚାଷୀଙ୍କୁ କରାଯିବ ସମ୍ମାନିତ

ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” ଅଭିଯାନ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ବସଲା ଓ ଫୁଲପଡ଼ା ପଞ୍ଚାୟତରେ "ମୋ ମାଟି ମୋ ଦେଶ" ଅଭିଯାନ ଆୟୋଜିତ ହୋଇଛି, ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗ୍ରାମର ଘର ଘର…

Continue Readingଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” ଅଭିଯାନ ଆୟୋଜିତ

ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦଘାଟନ କଲେ ବିଧାୟକ

ଅନୁଗୁଳ: ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ଯୁବ ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇ ପ୍ରଥମେ…

Continue Readingପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦଘାଟନ କଲେ ବିଧାୟକ

ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ବାଇକ ଜବତ, ୫ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ବିପୁଳ ଦେଶୀ ମହୁଲି ମଦ କାରବାର ଅଭିଯୋଗ ପାଇ ଆଜି ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ ବେଳେ ସଦାନନ୍ଦପୁରର…

Continue Readingବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ବାଇକ ଜବତ, ୫ ଅଭିଯୁକ୍ତ ଗିରଫ

ପିଟିସିର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ମେଗା ରକ୍ତ ଦାନ ଶିବିର

ଅନୁଗୁଳ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ପିଟିସି ହଲରେ ଆୟୋଜିତ ଏହି ଶିବିରକୁ କଲେଜର ପ୍ରିଂଶିପାଲ ଜୟ ନାରାୟଣ ପଙ୍କଜ ଉଦଘାଟନ କରି ରକ୍ତଦାନ ମହତ୍…

Continue Readingପିଟିସିର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ମେଗା ରକ୍ତ ଦାନ ଶିବିର

ନକଲି ମଦ କାରଖାନାରେ ଚଢ଼ଉ: ବିପୁଳ ପରିମାଣର ମଦ ଓ ମେସିନ ଜବତ, ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନକଲି…

Continue Readingନକଲି ମଦ କାରଖାନାରେ ଚଢ଼ଉ: ବିପୁଳ ପରିମାଣର ମଦ ଓ ମେସିନ ଜବତ, ଦୁଇ ଗିରଫ