ସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନଅ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ…

Continue Readingସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କଲା ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ

ଅନୁଗୁଳ: ଅନୁଗୁଳର ସିରିଡ଼ି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ ନେତୃତ୍ୱରେ ଅନଗୁଳ ପୌରାଞ୍ଚଳ ସଭାଘର ନିକଟରେ ଏକ ମାନସିକ ବିକାର ଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ନୂଆ ଡ୍ରେସ ପିନ୍ଧାଯାଇଥିଲା। ଆଜିକୁ ମିଶାଇ ଚତୁର୍ଥ…

Continue Readingମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କଲା ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ

ବାସନ୍ତୀ ଭଲିବଲ୍‌ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଅନୁଗୁଳ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ବାସନ୍ତୀ ଦୁର୍ଗା ପଡ଼ିଆରେ ଆସନ୍ତା ପାଞ୍ଚ ତାରିଖରୁ ସାତ ତାରିଖ ଯାଏଁ ରାଜ୍ୟ ସ୍ତରୀୟ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ୧୬ ଟି ଟିମ୍‌ ଅଂଶଗ୍ରହଣ କରିବେ। ପ୍ରଥମ ଦିନ…

Continue Readingବାସନ୍ତୀ ଭଲିବଲ୍‌ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ

ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ: ଅନୁଗୁଳ ସହର ବୁଲିଲା ରାଲି

ଅନୁଗୁଳ: ଜାନୁଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଗୁଳରେ ପାଳିତ ହେଉଛି ସଡ଼କ ସୁରକ୍ଷା ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଟାରେ ଅନୁଗୁଳ ଉପ ଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲିକୁ ପତାକା…

Continue Readingସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ: ଅନୁଗୁଳ ସହର ବୁଲିଲା ରାଲି

ଝିଅମାନେ ନିଜକୁ ନିଜେ ଦେବେ ସୁରକ୍ଷା: ବଅଁରପାଳରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ

ବଅଁରପାଳ: ବଅଁରପାଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ମହିଳା ଶିଶୁ ବିକାଶ ଦ୍ଵାରା ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଇଛି। ସ୍ଥାନୀୟ କୁକୁଡ଼ାଙ୍ଗ ହରିହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଅଁରପାଳ…

Continue Readingଝିଅମାନେ ନିଜକୁ ନିଜେ ଦେବେ ସୁରକ୍ଷା: ବଅଁରପାଳରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ

କଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଗଣହତ୍ୟା ସହିଦଙ୍କର ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା…

Continue Readingକଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ବରିଷ୍ଠ ନାଗରିକ ସଂଘ ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ, ଶତାୟୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଛେଣ୍ଡିପଦା/ଜରପଡ଼ା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଗ୍ରାମର ବରିଷ୍ଠ ନାଗରିକ ସଂଘ ଆହ୍ବାନ କ୍ରମେ ସ୍ଥାନୀୟ ଧବଳେଶ୍ବର ଶିବ ମନ୍ଦିର ଠାରେ ବାର୍ଷିକ ସମ୍ମିଳନୀ ଓ ନବ ବର୍ଷରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘ ଆବାହକ ଅବସରପ୍ରାପ୍ତ…

Continue Readingବରିଷ୍ଠ ନାଗରିକ ସଂଘ ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ, ଶତାୟୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

‘ବ୍ଲାକ୍ ଡାଇମଣ୍ଡ’ରେ ଏଣ୍ଟ୍ରି ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା ଉଦ୍‌ଘାଟିତ, ପ୍ରତି ଘଣ୍ଟାରେ ୩୦ଟି ଟିକେଟ କରିପାରିବେ ବୁକ୍

ଅନୁଗୁଳ: ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପାଠକଙ୍କ ସୁବିଧା ପାଇଁ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥାକୁ ସ୍ଥାନୀୟ ରାଷ୍ଟ୍ରୀୟ…

Continue Reading‘ବ୍ଲାକ୍ ଡାଇମଣ୍ଡ’ରେ ଏଣ୍ଟ୍ରି ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା ଉଦ୍‌ଘାଟିତ, ପ୍ରତି ଘଣ୍ଟାରେ ୩୦ଟି ଟିକେଟ କରିପାରିବେ ବୁକ୍

ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା

ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ଆଜି ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ଗବେଷିକା ତଥା ଇତିହାସକାର ଡ଼ା ରମା ମଞ୍ଜରୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ବିଶିଷ୍ଟ ଅତିଥି ରୂପେ…

Continue Readingଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା

ନୂଆବର୍ଷରେ ଗଣପତ କ୍ଲବ ତରଫରୁ ତାଳଚେର ବିଧାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ: ସ୍ଥାନୀୟ ଗଣପତ କ୍ଲବ ତରଫରୁ ଇଂରାଜୀ ନବବର୍ଷ -୨୦୨୪ ଉପଲକ୍ଷେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ଲବ ପକ୍ଷରୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ (ବାପୁ ଭାଇ), ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ (ମୁନା ଭାଇ), ଅନୁଗୁଳ…

Continue Readingନୂଆବର୍ଷରେ ଗଣପତ କ୍ଲବ ତରଫରୁ ତାଳଚେର ବିଧାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ