ବାଗଡ଼ିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ, ଆଁ କରିଛି ଡ୍ରେନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଏବେ ଯାଏଁ ଏଠାକାର ଅଧିକାଂଶ ଡ୍ରେନ୍ ସଫା କରାଯାଇନାହିଁ। ପଲିଥିନ, ଜରି, ଯାବତୀୟ ଅଳିଆ ଆବର୍ଜନା, ଇଟା ପଥର ଆଦି ଡ୍ରେନ୍ ରେ…

Continue Readingବାଗଡ଼ିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ, ଆଁ କରିଛି ଡ୍ରେନ

ରୋଟାରୀ ସ୍କୁଲ ଚେୟାରମେନ ଓ ସଦସ୍ୟ ବହିଷ୍କୃତ

ଅନୁଗୁଳ: ରୋଟାରୀ କ୍ଳବ୍ ଅନୁଗୁଳ ଦ୍ଵାରା ପରିଚାଳିତ ରୋଟାରୀ ପବ୍ଲିକ ସ୍କୁଲର ଚେୟାରମେନ ନିଖିଲ ରଞ୍ଜନ ମିଶ୍ର ଓ କ୍ଳବ୍‌ ସଦସ୍ୟ ତଥା ପୂର୍ବତନ ସ୍କୁଲ ଚେୟାରମେନ ଏସ୍‌ଏମ୍‌ ଜେନାଙ୍କୁ କ୍ଳବ୍‌‌ ବହିଷ୍କୃତ କରିଥିବା ଲିଖିତ ଭାବେ ଜଣାଇଛି। ରୋଟାରୀ କ୍ଳବ୍‌ର…

Continue Readingରୋଟାରୀ ସ୍କୁଲ ଚେୟାରମେନ ଓ ସଦସ୍ୟ ବହିଷ୍କୃତ

ଘର ନ ଥିବା ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଲେ ଗୋଛାୟତ ଜାତି ସେବା ମହାସଂଘ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ପଞ୍ଚାୟତରେ ଗତ କିଛିଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଗଡ଼ିଆ ଗୋଛାୟତ ସାହିର ସୂର୍ଯ୍ୟ ଗୋଛାୟତ ଓ ମିତାରାଣୀ ଗୋଛାୟତଙ୍କର ଚାଳଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଥିଲା ।…

Continue Readingଘର ନ ଥିବା ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଲେ ଗୋଛାୟତ ଜାତି ସେବା ମହାସଂଘ

ବିଜୁ ଯୁବ ଜନତା ଦଳ ତରଫରୁ ଦନ୍ତ ଚିକିତ୍ସା ପରୀକ୍ଷଣ ଶିବିର ଆୟୋଜିତ, ଦାନ୍ତ ପରୀକ୍ଷା କରାଇଥିଲେ ୨୦୦ ରୁ ଊର୍ଦ୍ଧ୍ବ ଲୋକ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧାନରେ ବିଜୁ ଯୁବ ଜନତା ଦଳ ତରଫରୁ ଭାରତୀୟ ଦନ୍ତ ଆସୋସିଏସନ ( IDA ) ଆନୁକୂଲ୍ୟରେ ଅନୁଗୁଳର ଓ୍ବାର୍ଡ ନଂ- ୩ ରେ…

Continue Readingବିଜୁ ଯୁବ ଜନତା ଦଳ ତରଫରୁ ଦନ୍ତ ଚିକିତ୍ସା ପରୀକ୍ଷଣ ଶିବିର ଆୟୋଜିତ, ଦାନ୍ତ ପରୀକ୍ଷା କରାଇଥିଲେ ୨୦୦ ରୁ ଊର୍ଦ୍ଧ୍ବ ଲୋକ

ଅନୁଗୁଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼

ଅନୁଗୁଳ: ଜାତୀୟ ତାଇକୋଣ୍ଡୋର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଗତ ୨ ତାରିଖ ଦିନ ଅନୁଗୁଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼ ପ୍ରଦାନ କରାଯାଇଛି। ଉତ୍ତର ପ୍ରଦେଶରର ଲକ୍ଷ୍ନୌ ସ୍ଥିତ ଲାଲବାଗ…

Continue Readingଅନୁଗୁଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼

ମାଝୀପଡା ଛକ ବର୍ଷା ଜଳରେ ଭର୍ତ୍ତି, ଆରୋହି ଓ ପଥଚାରୀ ହନ୍ତସନ୍ତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ପଞ୍ଚାୟତର ମାଝୀପଡା ଛକରେ ସାମାନ୍ୟ ବର୍ଷା ହେଲେ ସ୍ଥାନଟି ଏକ ଜଳାଶୟର ଭ୍ରମ ସୃଷ୍ଟି କରୁଛି ।ଏହି ରାସ୍ତାଟି ଆଜକୁ ବହୁ ବର୍ଷ ହେବ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରତିବର୍ଷ ବର୍ଷା…

Continue Readingମାଝୀପଡା ଛକ ବର୍ଷା ଜଳରେ ଭର୍ତ୍ତି, ଆରୋହି ଓ ପଥଚାରୀ ହନ୍ତସନ୍ତ

ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିଲା ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ

ଅନୁଗୁଳ : ଆଜି ସ୍ଥାନୀୟ ଶିମିଳିପଡା ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ପରିସରରେ ଧୁମଧାମରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିତ ହୋଇଛି। ଉତ୍ସବରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଦୀପ୍ତି ଯୋଶୀ ଯୋଗ ଦେଇ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଛାତ୍ରୀ ଆଞ୍ଜେଲ ରଥ…

Continue Readingଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିଲା ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ

ଶତାୟୁ ମହିଳାଙ୍କ ଜନ୍ମଦିନ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେ ତମ ଜନ୍ମଦିନ ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି। ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିଥି ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ, ଅନୁଗୁଳ…

Continue Readingଶତାୟୁ ମହିଳାଙ୍କ ଜନ୍ମଦିନ ପାଳନ

ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକର ସରପଞ୍ଚଙ୍କୁ ନେଇ ଗଠନ ହେଲା ସଂଘ, ଯୋଗ ଦେଲେ ୧୭୦ ଜଣ ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ମଣ୍ଡପରେ ଆଜି ଜିଲ୍ଲାର ଆଠଟି ବ୍ଲକର ୨୨୫ଟି ପଞ୍ଚାୟତ ମଧ୍ୟରୁ ୧୭୦ ଜଣ ସରପଞ୍ଚଙ୍କ ଉପସ୍ଥିତିରେ ଗଠିତ ହୋଇଛିରେ ସରପଞ୍ଚ ସଂଘ। ସମସ୍ତଙ୍କ ସହମତି କ୍ରମେ ଜ୍ୟୋତିର୍ମୟୀ ଦେହୁରୀଙ୍କୁ ସଭାପତି ରୂପେ ଚୟନ କରାଯାଇଥିବା…

Continue Readingଅନୁଗୁଳ ଜିଲ୍ଲାର ୮ ଟି ବ୍ଲକର ସରପଞ୍ଚଙ୍କୁ ନେଇ ଗଠନ ହେଲା ସଂଘ, ଯୋଗ ଦେଲେ ୧୭୦ ଜଣ ସରପଞ୍ଚ

କ୍ୱାକ୍ ଚିକିତ୍ସାରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ଠାକୁରଗଡ଼ ଥାନା ବନ୍ତୁଲ ଗ୍ରାମର ଜଣେ ଯୁବକ ଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଆଜି ସକାଳେ ମୃତ୍ୟୁ ଘଟିଛି।ଠାକୁରଗଡ଼ ଥାନା ବନ୍ତୁଲ୍ ଗ୍ରାମର ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ(୩୫) ଭୁବନେଶ୍ବରରେ ରହନ୍ତି। କିଛିଦିନ ଧରି ତାଙ୍କୁ ଜ୍ଵର ହେଉଥିଲା।ଔଷଧ…

Continue Readingକ୍ୱାକ୍ ଚିକିତ୍ସାରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା