ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ବିଶ୍ୱରଂଜନ ପାଣିଗ୍ରାହୀ

ଅନୁଗୁଳ : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିମନ୍ତେ ମଧ୍ୟ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଯୁବ କଂଗ୍ରେସ ସହ ୩୫୦୧ ଜଣ…

Continue Readingଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ବିଶ୍ୱରଂଜନ ପାଣିଗ୍ରାହୀ

ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ହୋମଗାର୍ଡ ମୃତ, ୪ ମାସ ହେବ ମିଳିନଥିଲା ଦରମା !

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ଆଜି ଜଣେ ହୋମଗାର୍ଡଙ୍କର ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ପ୍ରଫୁଲ୍ଲ କୁମାର ନାୟକ (୪୫)। ସେ ୨୦ ବର୍ଷ ହେଲା ହୋମଗାର୍ଡ ଭାବେ କାର୍ଯ୍ୟ…

Continue Readingଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ହୋମଗାର୍ଡ ମୃତ, ୪ ମାସ ହେବ ମିଳିନଥିଲା ଦରମା !

ଖୁସି ଖବର ! ଜାତୀୟ ଉସୁ ଜଜ୍ ଭାବେ ଅନୁଗୁଳର ସୁଶାନ୍ତ ନାଏକ ମନୋନୀତ

ଅନୁଗୁଳ: ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ ଶାରଳା ବିର୍ଲା ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ଉସୁ ବିଚାରକ ପ୍ରଶିକ୍ଷଣ ଏବଂ ପ୍ରମାଣପତ୍ର ପାଠ୍ୟକ୍ରମରେ ଓଡିଶାରୁ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଜାତୀୟସ୍ତରର ଉସୁ ଜଜ୍ ଭାବେ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୁଳର ସୁଶାନ୍ତ…

Continue Readingଖୁସି ଖବର ! ଜାତୀୟ ଉସୁ ଜଜ୍ ଭାବେ ଅନୁଗୁଳର ସୁଶାନ୍ତ ନାଏକ ମନୋନୀତ

ସରପଞ୍ଚଙ୍କ ସାଙ୍ଗଠନିକ ବୈଠକ: ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯିବାକୁ ତୀବ୍ର ବିରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ସ୍ଥାନୀୟ ମାରଓ୍ବାଡ଼ି ଧର୍ମଶାଳାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ…

Continue Readingସରପଞ୍ଚଙ୍କ ସାଙ୍ଗଠନିକ ବୈଠକ: ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯିବାକୁ ତୀବ୍ର ବିରୋଧ

ମହାପ୍ରଭୁଙ୍କ ସେବାରେ ଅନୁଗୁଳର ବଡ଼କେରଜାଙ୍ଗବାସୀ, ଶ୍ରୀମନ୍ଦିରକୁ ଯୋଗାନ୍ତି ତୁଳସୀ ଓ ସୁଗନ୍ଧିତ ପୁଷ୍ପ

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାର ସୁଯୋଗ କିଏ ବା ହାତ ଛାଡ କରିବାକୁ ଚାହେଁ। ସବୁ ଓଡ଼ିଆଙ୍କ ମଉଡ଼ମଣି କାଳିଆ ଠାକୁରଙ୍କୁ ଦର୍ଶନ କରିବାକୁ, ତାଙ୍କୁ ମନ କଥା କହିବାକୁ ଆଉ ତାଙ୍କରି ସେବାରେ ନିଜକୁ ତଲ୍ଲୀନ କରିବାକୁ ସବୁରି ଓଡ଼ିଆଙ୍କ…

Continue Readingମହାପ୍ରଭୁଙ୍କ ସେବାରେ ଅନୁଗୁଳର ବଡ଼କେରଜାଙ୍ଗବାସୀ, ଶ୍ରୀମନ୍ଦିରକୁ ଯୋଗାନ୍ତି ତୁଳସୀ ଓ ସୁଗନ୍ଧିତ ପୁଷ୍ପ

କାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ୧୯୯୯ ଜୁଲାଇ ୨୬ ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। ଭାରତର ବୀର ଯବାନଙ୍କ ଆଗରେ…

Continue Readingକାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

ଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବାବୁଲି ନାୟକ,ସମ୍ପାଦକ ଭାବେ ଅଭୟ ସାମଲ ଓ କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର କିଶାନ ବିଜୟୀ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନିରୁଦ୍ଧ ଦାସ…

Continue Readingଅନୁଗୁଳ ଜିଲ୍ଲା ପୋଲିସ ଶାଖା ସଂଘର ନିର୍ବାଚନ

ଜିଲ୍ଲା ଯୋଜନା କମିଟିର ନୂଆ ସଦସ୍ୟ, ଉଷ ଓ ଜଗନ୍ନାଥ

ଅନୁଗୁଳ: ଅନୁଗୁଳ ଓ ତାଳଚେରର ଦୁଇଜଣ କାଉନ୍‌ସିଲର ମଙ୍ଗଳବାର ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନୁଗୁଳସ୍ଥିତ ଯୋଜନା କମିଟି କାର୍ଯ୍ୟାଳୟ ପରିସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୁଳ ଓ ତାଳଚେର ମ୍ୟୁନିସିପାଲିଟି ଏବଂ ଆଠମଲ୍ଲିକ…

Continue Readingଜିଲ୍ଲା ଯୋଜନା କମିଟିର ନୂଆ ସଦସ୍ୟ, ଉଷ ଓ ଜଗନ୍ନାଥ

ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଅନୁଗୁଳ: ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ଗ୍ରାମ ବାସୀ ଏବଂ ୧୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ,…

Continue Readingପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…

Continue Readingଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ