ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ସାମୁହିକ ଅବସର ସମ୍ବର୍ଦ୍ଧନା
ଅନୁଗୁଳ: ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଶିକ୍ଷକ ଓ ନନ୍ ଟିଚିଂ ଷ୍ଟାଫ୍ଙ୍କୁ ମିଶାଇ ୧୧ ଜଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଏଡିଇଓ ପ୍ରତିଭା ବାରିକ,ଅଜୟ କୁମାର ପାତ୍ର,ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ…
