ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ, ପିତାମ୍ବର ବିଶ୍ବାଳ ହେଲେ ସଭାପତି

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମିଟିଙ୍ଗ ହଲରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୀରେନ୍ଦ୍ର କୁମାର୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ସଂପାଦକ…

Continue Readingବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ, ପିତାମ୍ବର ବିଶ୍ବାଳ ହେଲେ ସଭାପତି

ଅନୁଗୁଳରେ ଟ୍ରକ ମାଲିକଙ୍କୁ ଅଣଦେଖା ପ୍ରସଙ୍ଗ, ବବିଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅଂଚଳରେ ନାଲକୋ ଓ ଜିନ୍ଦଲର କୋଇଲା ଖଣିରୁ କୋଇଲା ପରିବହନ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଣଦେଖା କରାଯାଉଛି। ଏ ନେଇ କେହି ନ ଶୁଣିବାରୁ ଆଜି ବିଧାୟକ ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଶତାଧିକ…

Continue Readingଅନୁଗୁଳରେ ଟ୍ରକ ମାଲିକଙ୍କୁ ଅଣଦେଖା ପ୍ରସଙ୍ଗ, ବବିଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ

ବଚପନ୍ ଫେଷ୍ଟ: ଶୈଶବର ଆଦ୍ୟାବସ୍ଥା ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ବଚପନ ପ୍ଲେ ସ୍କୁଲର ବାର୍ଷିକ ପୁରସ୍କାର ବିତରଣି ସମାରୋହ ଆୟୋଜିତ ହୋଇଯାଇଛି।ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀ ସର ନିଜ ବକ୍ତବ୍ୟରେ…

Continue Readingବଚପନ୍ ଫେଷ୍ଟ: ଶୈଶବର ଆଦ୍ୟାବସ୍ଥା ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣ

ସ୍କୁଟିକୁ ପିଟିଲା କାର, ଚାଳକ ଆହତ

ଅନୁଗୁଳ: ଅନୁଗୁଳ ସହର ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକ ନିକଟ ଚାନ୍ଦସି କ୍ଲିନିକ୍ ସମ୍ମୁଖରେ କାର ଓ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଚାଳକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ମଧ୍ୟାହ୍ନ ସମୟରେ ଗିରାଙ୍ଗ ଛକ ନିକଟସ୍ଥ…

Continue Readingସ୍କୁଟିକୁ ପିଟିଲା କାର, ଚାଳକ ଆହତ

ନୋଟ ବଦଳରେ ସାଦା କାଗଜ ବିଡା ଦେଇ ଠକୁଥିବା ଗ୍ୟାଙ୍ଗକୁ ବାନ୍ଧିଲା ଅନୁଗୁଳ ପୋଲିସ, ୩ ଗିରଫ

ଅନୁଗୁଳ: ନୋଟ ବଦଳରେ କାଗଜ ବିଡ଼ା ଦେଇ ଠକିବା ଅଭିଯୋଗରେ ଅନୁଗୁଳ ଟାଉନ୍ ଥାନା ପୋଲିସ ତିନି ଜଣ ଠକଙ୍କୁ ଗିରଫ କରିଛନ୍ତି। ଏହି ଠକମାନେ ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ ନୋଟ ଦେବା ବାହାନାରେ…

Continue Readingନୋଟ ବଦଳରେ ସାଦା କାଗଜ ବିଡା ଦେଇ ଠକୁଥିବା ଗ୍ୟାଙ୍ଗକୁ ବାନ୍ଧିଲା ଅନୁଗୁଳ ପୋଲିସ, ୩ ଗିରଫ

ଅନୁଗୁଳ ପ୍ରଧାନ ଡାକଘରର ପୋଷ୍ଟ ଫୋରମ୍ ଅଧିବେଶନ

ଅନୁଗୁଳ: ଶୁକ୍ରବାର ଅନୁଗୋଳ ପ୍ରଧାନ ଡାକଘର ତରଫରୁ ଏକ ପୋଷ୍ଟ ଫୋରମ୍ ଅଧିବେଶନ ଡାକପାଳ ଶ୍ରୀମତୀ ମମତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଅବସରପ୍ରାପ୍ତ ଉପ ଡାକପାଳ ଶ୍ରୀଯୁକ୍ତ ବିମଳ କୁମାର ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…

Continue Readingଅନୁଗୁଳ ପ୍ରଧାନ ଡାକଘରର ପୋଷ୍ଟ ଫୋରମ୍ ଅଧିବେଶନ

ଭୋଜିରେ କଥାକଟି ହେଲା କାଳ: ବଡ଼ ବାପା ପୁଅ ଭାଇର ଠେଙ୍ଗା ମାଡ଼ରେ ଯୁବକ ମୃତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ବାହାଳ ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବାବୁଲି ଦେହୁରୀ, ବଡ଼ ବାପା ପୁଅ ଲିଙ୍କୁନ ଦେହୁରୀ ଓ…

Continue Readingଭୋଜିରେ କଥାକଟି ହେଲା କାଳ: ବଡ଼ ବାପା ପୁଅ ଭାଇର ଠେଙ୍ଗା ମାଡ଼ରେ ଯୁବକ ମୃତ

ମା’ ବାସନ୍ତୀ ଦୁର୍ଗାପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ଅନୁଗୁଳ: ଆଜି ପୂର୍ବାହ୍ନରେ ହେମସୁରପଡ଼ା ଶିବ ମନ୍ଦିରରେ ଆସନ୍ତା ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଥିବା ମା' ବାସନ୍ତୀ ଦୁର୍ଗାପୂଜା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ପୂର୍ବ ବର୍ଷର…

Continue Readingମା’ ବାସନ୍ତୀ ଦୁର୍ଗାପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

୨୧ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକଙ୍କ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଧ୍ୟମିକ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଭିନ୍ନ ସମସ୍ୟା ସହ ୨୧ ଦଫା ଦାବି ନେଇ ଗଣଧାରଣାରେ ବସିଛନ୍ତି। ସୂଚନା ମୁତାବକ, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା) ଜିଲ୍ଲାର…

Continue Reading୨୧ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକଙ୍କ ଗଣଧାରଣା

ସାମ୍ବାଦିକ ମନୋରଞ୍ଜନ ପ୍ରଧାନଙ୍କୁ ଅନୁଗୁଳ ୱେବ୍ ମିଡ଼ିଆ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ସିଂହଦ୍ଵାର ସମ୍ମୁଖରେ ସ୍ବର୍ଗତ ସାମ୍ବାଦିକ ମନୋରଞ୍ଜନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଅନୁଗୁଳ ଜିଲ୍ଲା ୱେବ୍ ମିଡ଼ିଆ ମହାସଂଘ। ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ନିଉଜ ୱାଲ୍ଡ ଓଡ଼ିଶା ୨୪ ନିଉଜ ପ୍ରତିନିଧି…

Continue Readingସାମ୍ବାଦିକ ମନୋରଞ୍ଜନ ପ୍ରଧାନଙ୍କୁ ଅନୁଗୁଳ ୱେବ୍ ମିଡ଼ିଆ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି