ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇକୋ ସିଷ୍ଟମ ଉପରେ ପାଠ୍ୟଚକ୍ର ଆୟୋଜିତ

ତାଳଚେର: ତାଳଚେରର ବଲହର ଛକ ସ୍ଥିତ ଆଇଡ୍ରିମ ମ୍ୟାନେଜେମେଣ୍ଟ କଲେଜରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇକୋ ସିଷ୍ଟମ ଉପରେ ଏକ ପାଠ୍ୟଚକ୍ର ଆୟୋଜିତ ହୋଇଛି। କଲେଜର ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ମୁଖ୍ୟବକ୍ତା…

Continue Readingଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇକୋ ସିଷ୍ଟମ ଉପରେ ପାଠ୍ୟଚକ୍ର ଆୟୋଜିତ

ଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କର ଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର…

Continue Readingଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର

ଅନୁଗୁଳରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମହମ୍ମଦ ଅଦାଲ୍ ଅଖତର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଜି ମହମ୍ମଦ ଅଦାଲ୍ ଅଖତର ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ଯୋଗଦାନ ଅବସରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ…

Continue Readingଅନୁଗୁଳରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମହମ୍ମଦ ଅଦାଲ୍ ଅଖତର

ଅନୁଗୁଳରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଲକ୍ଷ୍ମୀ’ ବସ୍ ଯୋଜନା ଲୋକାର୍ପିତ କରିଛନ୍ତି। ଏହି ଯୋଜନା ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଯାଇଛି। ଜିଲ୍ଲାର ଅନୁଗୁଳ, ଛେଣ୍ଡିପଦା, କଣିହାଁ,…

Continue Readingଅନୁଗୁଳରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁରୁତର ଯାତ୍ରୀଙ୍କୁ ନୂଆ ଜୀବନ ଦେଲେ ବସ୍ ଡ୍ରାଇଭର

ଅନୁଗୁଳ: ଆଜି ଅପରାହ୍ନରେ ଜଣେ ବସ୍ ଯାତ୍ରୀଙ୍କୁ ଠିକଣା ସମୟରେ ସହାୟତାର ହାତ ବଢ଼ାଇ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି ଜଣେ ବସ୍ ଡ୍ରାଇଭର। ଘଟଣାରୁ ପ୍ରକାଶ ଯେ, ଏସପିଏଲର ଏକ ଠିକା ସଂସ୍ଥାରେ କାର୍ଯ୍ୟରତ ଜଣେ କର୍ମଚାରୀ ରଞ୍ଜନ ନାୟକ…

Continue Readingଗୁରୁତର ଯାତ୍ରୀଙ୍କୁ ନୂଆ ଜୀବନ ଦେଲେ ବସ୍ ଡ୍ରାଇଭର

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଜାତୀୟ କୁଷ୍ଠ ଦିବସ ପାଳିତ: ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ କୁଷ୍ଠ ଦିବସ ପାଳିତ ହୋଇଛି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ବିଶ୍ବ ବିହାରୀ ମହାନ୍ତି ଅଧ୍ୟକ୍ଷତା କରି ଏହି ଦିବସ ପାଳନର ତାତ୍ପର୍ଯ୍ୟ…

Continue Readingମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଜାତୀୟ କୁଷ୍ଠ ଦିବସ ପାଳିତ: ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ
Read more about the article ନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ସହ ଜରିମାନା ଦଣ୍ଡାଦେଶ
Law Judge Gavel And Legality Symbol

ନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ସହ ଜରିମାନା ଦଣ୍ଡାଦେଶ

ଅନୁଗୁଳ : ଦୁଇ ବର୍ଷ ତଳେ ଅନୁଗୁଳ ସହରରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶୁଣାଣି କରି ମଙ୍ଗଳବାର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଫାଷ୍ଟଟ୍ରାକ୍ କୋର୍ଟ ଦୋଷୀକୁ ୨୦ ବର୍ଷ ଜେଲ୍‌ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।…

Continue Readingନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ସହ ଜରିମାନା ଦଣ୍ଡାଦେଶ

୧୪ ଦିନରେ ଅନୁଗୁଳ ସଚେତନ ନାଗରିକଙ୍କ ଧାରଣା: ଦାବି ପୂରଣ ପାଇଁ ସହର ବୁଲିଲା ଶୋଭାଯାତ୍ରା

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତିଠାରୁ ଆରମ୍ଭ କରି ମେଡିକାଲ କଲେଜ କାର୍ଯ୍ୟକାରୀ ସମେତ ବିଭିନ୍ନ ଦାବି ନେଇ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଆଜି ୧୪ ଦିନରେ ପହଞ୍ଚିଛି। କିନ୍ତୁ ଏବେ ଯାଏଁ କୌଣସି ସରକାରୀ…

Continue Reading୧୪ ଦିନରେ ଅନୁଗୁଳ ସଚେତନ ନାଗରିକଙ୍କ ଧାରଣା: ଦାବି ପୂରଣ ପାଇଁ ସହର ବୁଲିଲା ଶୋଭାଯାତ୍ରା

ଆଲିଶାଙ୍କ ହାତ ଧରିବେ ନୌସେନାର ଲଢ଼ୁଆ ବୀର ସତିଶରାଜ

ଅନୁଗୁଳ: ନୌସେନା ଅଧିକାରୀଙ୍କୁ ଗତ ଡିସେମ୍ବର ୨୦୨୨ରେ ଦିଆଯାଉଥିବା ପାଇଲଟ ଟ୍ରେନିଂରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ଅନୁଗୁଳର ଲଢ଼ୁଆ ବୀର ଲେଫ୍ଟନାନଟ ସତିଶରାଜ ପ୍ରଧାନ ଜାନୁୟାରୀ ୩୧ରେ ବରଗଡ଼ର ଆଲିଶା ମହାପାତ୍ରଙ୍କ ହାତ ଧରିବାକୁ ଯାଉଛନ୍ତି। ବୃତ୍ତିରେ…

Continue Readingଆଲିଶାଙ୍କ ହାତ ଧରିବେ ନୌସେନାର ଲଢ଼ୁଆ ବୀର ସତିଶରାଜ

ଖମାର ଟୋଲଗେଟ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡି, ଡ୍ରାଇଭର ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ସୋମବାର ସକାଳୁ ସିରିଜ ଦୁର୍ଘଟଣା ଘଟି ୩ଟି ଗାଡ଼ି ଜଳି ଯାଇଛି। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି। ସୂଚନା ମୁତାବକ, ଏକ ପାଇପ…

Continue Readingଖମାର ଟୋଲଗେଟ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡି, ଡ୍ରାଇଭର ଆହତ