ଆଇନଜୀବୀ ଦିଲ୍ଲୀରୁ ନିଖୋଜ

ଅନୁଗୁଳ: ଅନୁଗୁଳ ଗିତାଗ୍ରାମରେ ରହୁଥିବା ବରିଷ୍ଠ ଆଇନଜୀବୀ ପ୍ରଫୁଲ ଚନ୍ଦ୍ର ଦାସ(୭୨) ନାନୁ ଭାଇ ଗତ ତିନି ତାରିଖ ସନ୍ଧ୍ୟା ୭:୩୦ ସମୟରେ ଦିଲ୍ଲୀ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଛନ୍ତି। ଏକ ତୀର୍ଥ ଯାତ୍ରା ଦଳରେ ଉତ୍ତର ଭାରତ ବୁଲିବାକୁ ଯାଇ…

Continue Readingଆଇନଜୀବୀ ଦିଲ୍ଲୀରୁ ନିଖୋଜ

ସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନା ଓ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ଶୋକ ସଭା

ଅନୁଗୁଳ : ଅଙ୍ଗାରବନ୍ଧ ମହିମା ଧାମଠାରେ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ପରିଚାଳନା କମିଟିର ସଂପାଦକ ସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଛି। କମିଟିର ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଚାରଣ…

Continue Readingସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନା ଓ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ଶୋକ ସଭା

ଚୋରି ମୋବାଇଲ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ସହର ସ୍ଥିତ ହୁଲୁରିସିଂହା ଗ୍ରାମରୁ ଗତ ବର୍ଷ ଅଗଷ୍ଟରେ ଚୋରି ହୋଇଥିବା ଏକ ମୋବାଇଲ ଫୋନକୁ ଜବତ କରିଛି ପୋଲିସ। ଏଥିସହ ଚୋରିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା…

Continue Readingଚୋରି ମୋବାଇଲ ଜବତ, ୨ ଗିରଫ

ବିଶ୍ଵ ପରିବେଶ ଦିବସ ଅନୁଚିନ୍ତା: ଜଙ୍ଗଲ ବଢିଛି ଖଣି ଖାଦାନ ଶିଳ୍ପ ବି ବଢିଛି

ଅନୁଗୁଳ: ଅନେକେ ବିଶ୍ଵ ପରିବେଶ ଦିବସରେ ସଭା ସମିତି କରି ତାଳି ମାରିଦେବାକୁ ପସନ୍ଦ କରନ୍ତି କିନ୍ତୁ ଆଜି ସ୍ଥାନୀୟ ପରିବେଶ ଠାରୁ ବୈଶ୍ଵିକ ପରିବେଶ ଯାହା ସେଥିନେଇ ବୁଦ୍ଧିଜୀବି ମହଲରେ ଚିନ୍ତା ଉଦ୍ରେକ ହେଇଚି। ବିଶ୍ଵର ପରିବେଶରେ ଅବକ୍ଷୟ ଘଟୁଥିବା…

Continue Readingବିଶ୍ଵ ପରିବେଶ ଦିବସ ଅନୁଚିନ୍ତା: ଜଙ୍ଗଲ ବଢିଛି ଖଣି ଖାଦାନ ଶିଳ୍ପ ବି ବଢିଛି

ନାବାଳିକାକୁ ଅପହରଣ କରି ହୋଟେଲରେ ଅସଦାଚରଣ ପରେ ଛାଡ଼ିଦେଲା ଯୁବକ, ଥାନାରେ ମାମଲା

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗଡିଆ ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ଅସଦାଚରଣ କରାଯାଇଥିବା ନେଇ ନେଇ ବାଗଡିଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବାଗଡିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଛେଣ୍ଡିପଦା ଥାନା ତେଣ୍ଟୁଲୋଇ ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ କରି ହୋଟେଲରେ ଅସଦାଚରଣ ପରେ ଛାଡ଼ିଦେଲା ଯୁବକ, ଥାନାରେ ମାମଲା

ଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବାଲେଶ୍ୱର ସ୍ଥିତ ବାହାନଗା ଠାରେ ଶୁକ୍ରବାର ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପୀଡିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଂଘ ଓ ଅନୁଗୁଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ…

Continue Readingଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଶୈଳ ଶ୍ରୀକ୍ଷେତ୍ରରେ ଦିଅଁ ମାନଙ୍କର ଦିବ୍ୟସ୍ନାନ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦିଅଁ ମାନଙ୍କର ଦିବ୍ୟ ସ୍ନାନମହୋତ୍ସବ ଆୟୋଜିତ ହୋଇଯାଇଛି। ବଡିଭୋର୍ ସମୟରୁ ଶ୍ରୀଜୀଉ ମାନଙ୍କର ପହଡ଼ ଫିଟିବାପରେ ,ସେନାପଟାଲାଗି, ମଙ୍ଗଳାର୍ପଣ ଅନୁଷ୍ଠିତ ହୋଇଥିଲା। ସକାଳ ସାତଟା ସମୟରେ ଶ୍ରୀଜୀଉ ମାନଙ୍କ ପହଣ୍ଡି ଆରମ୍ଭ ହୋଇ ଆଠଟା…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଦିଅଁ ମାନଙ୍କର ଦିବ୍ୟସ୍ନାନ

କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଗତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ଦଶଟା ସମୟରେ କଲେଜ ଛକ ପଟୁ ବସ୍ ଷ୍ଟାଣ୍ଡ ଆଡ଼କୁ ଆସୁଥିିବା ବେଳେ…

Continue Readingକ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର

ଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

ଖମାର: ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତର ଖମାର ବଜାରରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଖମାର ଅଞ୍ଚଳରେ ଝଡ଼ ତୋଫାନ ହୋଇଥିଲା। ସେହି ସମୟରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାଶିଂଗା…

Continue Readingଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

ଶୈଳ ଶ୍ରୀକ୍ଷେତ୍ରରେ ଘୋଷ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଅନୁଗୁଳ: ଚଳିତ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ହୋଇଛି। ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଘୋଷ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ