ନୂଆଁହତାରୁ ରନ୍ତଲେଇ ରାସ୍ତା ପାଇଁ ୫୭ କୋଟିର ଟେଣ୍ଡର: ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେପି

ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନୁଆଁହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାର ବିକାଶ ତଥା ଆଲୋକୀକରଣ ପାଇଁ ବୁଧବାର ୫୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ରାସ୍ତାର ଅବସ୍ଥା ଖରାପ ଥିବାରୁ କେନ୍ଦ୍ରମନ୍ତ୍ରୀ…

Continue Readingନୂଆଁହତାରୁ ରନ୍ତଲେଇ ରାସ୍ତା ପାଇଁ ୫୭ କୋଟିର ଟେଣ୍ଡର: ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେପି

କୁମଣ୍ଡ ଜରାସିଂହା କଲେଜରେ ନୂଆ ‘ଓ’ ଉତ୍ସବ

ଅନୁଗୁଳ: କୁମଣ୍ଡ ଜରାସିଂହା କଲେଜରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛେଣ୍ଡିପଦାର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ବେହେରା ମୂଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଅନ୍ୟତମ ଅତିଥି ରୂପେ ଜିଲ୍ଲା ଯୁବ…

Continue Readingକୁମଣ୍ଡ ଜରାସିଂହା କଲେଜରେ ନୂଆ ‘ଓ’ ଉତ୍ସବ

ପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ: ପଦ୍ମ ଧରିଲେ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ନେତା

ଅନୁଗୁଳ: ପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ। ମଙ୍ଗଳବାର ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତ ବାଲିସାହିର ବହୁ ବିଜେଡି କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି…

Continue Readingପୁଣି ବିଜେପିରେ ଯୋଗ ଦେଲେ ବହୁ ବିଜେଡି କର୍ମୀ: ପଦ୍ମ ଧରିଲେ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ନେତା

ତାଳଚେରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ: କଠିନ ପରିଶ୍ରମ କରିବାକୁ କର୍ମୀଙ୍କୁ ଆହ୍ୱାନ

ତାଳଚେର: ତାଳଚେରରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ତାଳଚେର ପୌର ପରିଷଦର ନଗର ପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ…

Continue Readingତାଳଚେରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ: କଠିନ ପରିଶ୍ରମ କରିବାକୁ କର୍ମୀଙ୍କୁ ଆହ୍ୱାନ

ରାଜ୍ୟସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ, ଲଭର୍ସ ସ୍ପୋଟିଙ୍ଗ ପୁରୀକୁ ହରାଇ କମାଣ୍ଡୋ ଇଲେଭେନ ଭୁବନେଶ୍ୱର ଚାମ୍ପିୟନ

ଖମାର: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଖେମଳା ଠାରେ ଆଭେଞ୍ଜର୍ସ କ୍ଲବ ଖେମଳା ଆନୁକୂଲ୍ୟରେ ଚାଲିଥିବା ରାଜ୍ଯସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ ହୋଇଛି। ୨୧ ତାରିଖ ଠାରୁ ଦୀର୍ଘ ୬ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ…

Continue Readingରାଜ୍ୟସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ, ଲଭର୍ସ ସ୍ପୋଟିଙ୍ଗ ପୁରୀକୁ ହରାଇ କମାଣ୍ଡୋ ଇଲେଭେନ ଭୁବନେଶ୍ୱର ଚାମ୍ପିୟନ

କୁଇଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କଲେ ଜାତୀୟ ଟିମ୍, ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକର କଲେ ଆକଳନ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ କୁଇଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଜାତୀୟସ୍ତରୀୟ ଏକ ଟିମ୍ ପରିଦର୍ଶନ କରି ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ଆକଳନ କରିଛନ୍ତି। ଉକ୍ତ ଜାତୀୟ ଟିମରୁ ଡ଼ଃ ରେହନ ଅହମଦ କୁରେସି ଓ ବିଶାଳ…

Continue Readingକୁଇଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କଲେ ଜାତୀୟ ଟିମ୍, ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକର କଲେ ଆକଳନ

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି, ପୂର୍ବରୁ ଅନୁଗୁଳରେ ଥିଲେ ଉପଜିଲ୍ଲାପାଳ

ଭୁବନେଶ୍ୱର/ଅନୁଗୁଳ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି। ତାଙ୍କ ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା…

Continue Readingଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି, ପୂର୍ବରୁ ଅନୁଗୁଳରେ ଥିଲେ ଉପଜିଲ୍ଲାପାଳ

୫ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଖଙ୍ଗୁରିଆ ଗ୍ରାମ ନିକଟସ୍ଥ ରାସ୍ତାରୁ ମଙ୍ଗଳବାର ଏକ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଖଙ୍ଗୁରିଆ ଗ୍ରାମ ନିକଟରେ ରାସ୍ତା ଉପରେ ଏକ ଅଜଗର ସାପ ଶୋଇଥିବା ଗ୍ରାମର…

Continue Reading୫ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ଦାଖଲ ୪୪ ଅଭିଯୋଗରୁ ୧୪ଟିର ହେଲା ଫଇସଲା

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା…

Continue Readingଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ଦାଖଲ ୪୪ ଅଭିଯୋଗରୁ ୧୪ଟିର ହେଲା ଫଇସଲା

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ: ବଡକେରଜାଙ୍ଗ ପଞ୍ଚାୟତରେ ରକ୍ତଦାନ ଶିବିର, ୮୪ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ ବଡ଼କେରଜାଙ୍ଗ ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଦ୍ବାରା ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ…

Continue Readingବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ: ବଡକେରଜାଙ୍ଗ ପଞ୍ଚାୟତରେ ରକ୍ତଦାନ ଶିବିର, ୮୪ ୟୁନିଟ ରକ୍ତ ସଂଗୃହୀତ