ଅନୁଗୁଳରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସଫଳତା: ବିଜ୍ଞାନରେ ୮୬.୩୩% ଓ ବାଣିଜ୍ୟରେ ୭୩.୯୧ ପ୍ରତିଶତ ପାସ୍ ହାର

ଅନୁଗୁଳ: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏଥିରେ ଅନୁଗୁଳ ଜିଲ୍ଲାରେ ବିଜ୍ଞାନରେ ୮୬.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିଲା ବେଳେ ବାଣିଜ୍ୟରେ ପାସହାର ରହିଛି ୭୩.୯୧ ପ୍ରତିଶତ। ଅନୁଗୁଳ ଜିଲ୍ଲାରେ ଯୁକ୍ତ ଦୁଇ…

Continue Readingଅନୁଗୁଳରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସଫଳତା: ବିଜ୍ଞାନରେ ୮୬.୩୩% ଓ ବାଣିଜ୍ୟରେ ୭୩.୯୧ ପ୍ରତିଶତ ପାସ୍ ହାର

ଅନୁଗୁଳରେ ଗଡ଼ିଲା ୪ ଇ-ରିକ୍ସା, ମିଶନ ଶକ୍ତି କରିବ ପରିଚାଳନା

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ପକ୍ଷରୁ ୪ ଟି ବ୍ୟାଟେରୀଚାଳିତ ରିକ୍ସାକୁ ବିଧାନସଭା ଉପ-ବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିଛନ୍ତି। ଏହି ଇ-ରିକ୍ସା ମିଶନ ଶକ୍ତି ଦ୍ୱାରା ପରିଚାଳିତ ହେବ। ଏଥିରେ ଲୋକେ ସୁଲଭ ମୂଲ୍ୟରେ ଯାତାୟାତ କରି…

Continue Readingଅନୁଗୁଳରେ ଗଡ଼ିଲା ୪ ଇ-ରିକ୍ସା, ମିଶନ ଶକ୍ତି କରିବ ପରିଚାଳନା

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଫିଲ୍ମ ହଲ୍ ଛକ ନିକଟସ୍ଥ ଗାଢ଼ ହାଟିଂରେ ସର୍ପାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୀ ହେମ୍ବ୍ରମ୍ବ(୧୩)। ସୂଚନା ଅନୁସାରେ, ମାନୀ ଘରେ ଶୋଇଥିବା ବେଳେ ଏକ…

Continue Readingଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଓଡିଶୀ ନୃତ୍ୟାଙ୍ଗନା ଅନ୍ଵେଷାଙ୍କୁ ମିଳିଲା କନିଷ୍ଠ ବିଭାଗର କେନ୍ଦ୍ର ମେଧାବୃତ୍ତି

ଅନୁଗୁଳ : ଅନୁଗୁଳ କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ହୋଟେଲ ଆଇ. ନମ୍ରା ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ଛାତ୍ରୀ ଅନ୍ଵେଷା ପ୍ରସାଦ୍ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀର ସି.ସି.ଆର.ଟି (ସେଣ୍ଟର ଫର କଲଚରାଲ୍ ରିସୋର୍ସେସ୍…

Continue Readingଓଡିଶୀ ନୃତ୍ୟାଙ୍ଗନା ଅନ୍ଵେଷାଙ୍କୁ ମିଳିଲା କନିଷ୍ଠ ବିଭାଗର କେନ୍ଦ୍ର ମେଧାବୃତ୍ତି

ଗାଧୋଇବା ବେଳେ କେନାଲରେ ବୁଡ଼ି ଦୁଇ ନାବାଳକ ମୃତ

ଅନୁଗୁଳ: ତାଳଚେର ଗୁରୁଜାଙ୍ଗସ୍ଥିତ ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଓମ୍ ପାଣି ଏବଂ ସାନୁ ପାଣି। ଉଭୟେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ…

Continue Readingଗାଧୋଇବା ବେଳେ କେନାଲରେ ବୁଡ଼ି ଦୁଇ ନାବାଳକ ମୃତ

ଟ୍ରେଡ ୟୁନିଅନ କେନ୍ଦ୍ରର ଦାବି: ଅନୁଗୁଳରେ ଲାଗୁ ହେଉ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ ସ୍ଵାଧୀନ ଫେଡେରେସନର ନିଷ୍ପତ୍ତି

ଅନୁଗୁଳ : ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କେନ୍ଦ୍ର ସରକାରଙ୍କର ଦେଶ ବିରୋଧ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ…

Continue Readingଟ୍ରେଡ ୟୁନିଅନ କେନ୍ଦ୍ରର ଦାବି: ଅନୁଗୁଳରେ ଲାଗୁ ହେଉ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ ସ୍ଵାଧୀନ ଫେଡେରେସନର ନିଷ୍ପତ୍ତି

ମଦ ବୋଝେଇ ଅଟୋ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ସଦର ପୁଲିସ ସୋମବାର ବିଳମ୍ବିତ ରାତିରେ ଏକ ବିଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ,ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ପୁଲିସ ପଞ୍ଚମହଲା ବେହେରା ଭୁଇଁସାହିର…

Continue Readingମଦ ବୋଝେଇ ଅଟୋ ଜବତ, ୨ ଗିରଫ

ଆନ୍ତଃ ଜିଲ୍ଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ଆୟୋଜିତ, ଶ୍ରେଷ୍ଠ ଖାଦ୍ୟ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୃଷି ବିଭାଗ ଓ ୱାସାନର ମିଳିତ ସହଯୋଗରେ ଆନ୍ତଃ ଜିଲ୍ଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ କର୍ମୀ…

Continue Readingଆନ୍ତଃ ଜିଲ୍ଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ଆୟୋଜିତ, ଶ୍ରେଷ୍ଠ ଖାଦ୍ୟ ପୁରସ୍କୃତ

ବ୍ଲାକମେଲ୍ କରି ବିବାହିତା ମହିଳାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ, ଯୁବକ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣେ ବେଡା ଗ୍ରାମର ଜଣେ ମହିଳାଙ୍କୁ ଅସଦାରଚଣ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ସେରେଣାବେଡା ଗ୍ରାମର ଜଣେ ୨୫ ବର୍ଷର ମହିଳା ତଳମୂଳ ପାଟଣାରେ…

Continue Readingବ୍ଲାକମେଲ୍ କରି ବିବାହିତା ମହିଳାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ, ଯୁବକ ଗିରଫ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ! ଗୋଟେ ରାତିରେ ଦୁଇ ପରିବାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତର ତେବୁଡ଼ ଗାଁରେ ଗୋଟିଏ ରାତିରେ ଦୁଇଟି ଚୋରି ହୋଇଛି। ଏନେଇ ବାଗଡ଼ିଆ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ତେବୁଡ ଗ୍ରାମର ଅଜିତ କୁମାର ସାହୁ ଓ ତାଙ୍କ ବଡଭାଇ…

Continue Readingପୋଲିସକୁ ଖୋଲା ଚ୍ୟାଲେଞ୍ଜ! ଗୋଟେ ରାତିରେ ଦୁଇ ପରିବାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି