ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ତଥା ବିଶିଷ୍ଟ କଂଗ୍ରେସ ନେତା ସନ୍ତୋଷ ପ୍ରଧାନଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ଧରି ସେ ଫୁସଫୁସ ଜନିତ…

Continue Readingଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

ତାଳଚେର ମହୋତ୍ସବରେ ବ୍ୟବସାୟ ନିମନ୍ତେ ଦରଖାସ୍ତ ଆହ୍ୱାନ, ୨୧ ତାରିଖ ମଧ୍ୟରେ କରିପାରିବେ ଆବେଦନ

ତାଳଚେର: ତାଳଚେର ମହୋତ୍ସବ ପାଇଁ ସ୍ଥାନୀୟ କଲେଜ ପଡିଆ ଠାରେ ଅସ୍ଥାୟୀ ଉଠା ଦୋକାନ ଆବଣ୍ଟନ ନିମନ୍ତେ ଜନସାଧାରଣ ଓ ବ୍ୟବସାୟୀଙ୍କ ଠାରୁ ଖୋଲା ଦରଖାସ୍ତ ଆହ୍ୱାନ କରାଯାଇଛି। ସୂଚନା ମୁତାବକ, ୧୨ ଫୁଟ × ୧୫ ଫୁଟର ୫୦ରୁ ୮୦…

Continue Readingତାଳଚେର ମହୋତ୍ସବରେ ବ୍ୟବସାୟ ନିମନ୍ତେ ଦରଖାସ୍ତ ଆହ୍ୱାନ, ୨୧ ତାରିଖ ମଧ୍ୟରେ କରିପାରିବେ ଆବେଦନ

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧୫ ଦିନ ଭିତରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଗତ ନଭେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ…

Continue Readingଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧୫ ଦିନ ଭିତରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ

ପ୍ରତିଶ୍ରୁତି ପୂରଣ କରୁନି ନାଲକୋ: ନିଯୁକ୍ତି ନ ମିଳିବାରୁ ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଦୁଇ କ୍ଷତିଗ୍ରସ୍ତ ପ୍ରଜା

ତାଳଚେର: ପ୍ରତିଶ୍ରୁତି ପୂରଣ କରୁନି ନାଲକୋ। ଏଣୁ ବାଧ୍ୟ ହୋଇ ଡିସେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ଠାରୁ ଦୁଇ କ୍ଷତିଗ୍ରସ୍ତ ପ୍ରଜା ଆମରଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ମୁତାବକ, ତାଳଚେର ବ୍ଲକ ଟୋଲକଲୁଣ୍ଡି ଗ୍ରାମର ଶିବରାମ ଦେହୁରୀ ଏବଂ…

Continue Readingପ୍ରତିଶ୍ରୁତି ପୂରଣ କରୁନି ନାଲକୋ: ନିଯୁକ୍ତି ନ ମିଳିବାରୁ ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଦୁଇ କ୍ଷତିଗ୍ରସ୍ତ ପ୍ରଜା

ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

ଅନୁଗୁଳ: ନାଲକୋ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଥାନା ଅନ୍ତର୍ଗତ ନାଲକୋ ନିକଟସ୍ଥ ଗୋପୀନାଥପୁର ଗ୍ରାମର ରମେଶ ସାହୁଙ୍କର ଆକସ୍ମିକ ମୁତ୍ଯୁ ହୋଇଛି। ରମେଶ ନାଲକୋ…

Continue Readingନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

ବଦଳିଲା ଡାକଘର ଆଇନ: ସନ୍ଦେହ ହେଲେ ପାର୍ସଲ ଖୋଲିପାରିବେ ଡାକ କର୍ମଚାରୀ

ନୂଆଦିଲ୍ଲୀ: ଡାକଘର ଆଇନରେ ଆଜି ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ସନ୍ଦେହ ହେଲେ ପାର୍ସଲକୁ ଖୋଲିପାରିବେ ଡାକ ବିଭାଗର ଅଧିକାରୀ। ସଂସଦରେ ଆଜି ଡାକଘର ବିଧେୟକ ୨୦୨୩ ଆଗତ କରାଯାଇଛି, ଯେଉଁଥିରେ ଡାକ କର୍ମଚାରୀଙ୍କୁ ‌ପାର୍ସଲ ଖୋଲିବା ଏବଂ ଅଟକ ରଖିବାର…

Continue Readingବଦଳିଲା ଡାକଘର ଆଇନ: ସନ୍ଦେହ ହେଲେ ପାର୍ସଲ ଖୋଲିପାରିବେ ଡାକ କର୍ମଚାରୀ

ଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ କୁଈଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ବାର୍ଷିକ ଉତ୍ସବ ଆରମ୍ଭ ହୋଇଚି।ପାଞ୍ଚ ଦିନିଆ ଏହି ସମାରୋହକୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ। ପରିଶ୍ରମର ବିକଳ୍ପ ନାହିଁ। ମନଯୋଗ…

Continue Readingଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ଉଦଘାଟିତ

ଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

ଅନୁଗୁଳ: କଟକ ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟରୀୟମରେ ଗତ ୧୭ ତାରିଖରେ ୨୦୨୪ ପାଇଁ ଜୁଡ଼ିଶିଆଲ କ୍ୟାଲେଣ୍ଡର ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ୧୨ ଟି ସ୍କୁଲ ପିଲାଙ୍କ ପେଣ୍ଟିଂ ରହିଛି। ଏଥିପାଇଁ ରାଜ୍ୟ ସ୍ତରରେ…

Continue Readingଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣୀ ସମାରୋହ

ଅନୁଗୁଳ: ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣି ସମାରୋହ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଶିକ୍ଷାବିତ୍ ବୃନ୍ଦାବନ ସ୍ୱାଇଁ ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ।ମୁଖ୍ୟ ବକ୍ତା ରୂପେ ପୂର୍ବତନ ଓଷ୍ଟା ଜିଲ୍ଲା ସଭାପତି ସରୋଜ ପାଣିଗ୍ରାହୀ…

Continue Readingଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣୀ ସମାରୋହ

ଅନୁଗୁଳରେ ଶୀତର ପ୍ରକୋପ ଜାରି

ଅନୁଗୁଳ: ଅନୁଗୁଳରେ ଶୀତର ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ଧରି ଅନୁଗୁଳର ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ ରହିଛି।ଏହା ଫଳରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି।ରାତିରେ ତାପମାତ୍ରା ଅଧିକ ଖସୁଥିବା ଲକ୍ଷ କରାଯାଉଛି। ଥଣ୍ଡା ଯୋଗୁଁ ବାସହୀନ ଲୋକ…

Continue Readingଅନୁଗୁଳରେ ଶୀତର ପ୍ରକୋପ ଜାରି